କରୋନା ସଚେତନତା: ରାଶନ ସାମଗ୍ରୀ, ମାସ୍କ ବଣ୍ଟନ

କଟକ ଅଫିସ,୨୧ା୪ : ଉତ୍କଳ ପ୍ରାଦେଶିକ ମାରୱାଡ଼ି ସମ୍ମିଳନୀ ଏବଂ ଜୟ ଜଗନ୍ନାଥ ଚାରଣ ଗୋଷ୍ଠୀର ମିଳିତ ସହଯୋଗରେ ରଘୁନାଥଜୀଉ ମନ୍ଦିରଠାରେ କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରାୟ ୩ଶହ ଲୋକଙ୍କୁ ରାଶନ ସାମଗ୍ରୀ, ମାସ୍କ ଏବଂ ସାନିଟାଇଜର ବଣ୍ଟାଯିବା ସହ ସାମାଜିକ ଦୂରତ୍ୱ ରକ୍ଷା ଦିଗରେ ସଚେତନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଆଇନଜୀବୀ ସୂର୍ଯ୍ୟକାନ୍ତ ସାଙ୍ଗାନେରିୟା, ଶାଖା ସଭାପତି ସୁରେଶ କମାଣି, ସଚିବ ଦିନେଶ ଯୋଶୀ, ମୋହନଲାଲ ସିଙ୍ଗି ପ୍ରମୁଖ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହାତ ଛାଡ଼ିଲେ, ଏବେ ସୁଯୋଗକୁ ଅପେକ୍ଷା

ରାଉରକେଲା ଅଫିସ,୨।୬: ୨୦୨୪ ସାଧାରଣ ନିର୍ବାଚନ ପାଇଁ ରାଜନୈତିକ ଦଳଗୁଡିକ ଏବେଠାରୁ କସରତ ଆରମ୍ଭ କରିଦେଲେଣି। ତେବେ ନିର୍ବାଚନ ପୂର୍ବରୁ ବିଭିନ୍ନ ରାଜନୈତିକ ଦଳରେ କୋଣଠେସା...

ବନ୍ଧୁକ ମୁନରେ ଡକାୟତି

କଟକ ଅଫିସ,୨୩।୨: ଜଗତପୁର ଥାନା ଅନ୍ତର୍ଗତ କେନାଲ ରୋଡ଼ ଘରୁ ଶନିବାର ବିଳମ୍ବିତ ରାତିରେ ଡକାୟତି ହୋଇଛି। ଡକାୟତିର ଶିକାର ହୋଇଥିବା ସୁଧାଂଶୁ କୁମାର ନାୟକ...

ରଜ ମହୋତ୍ସବ ଉଦ୍‌ଯାପିତ

ବରୀ/ରତ୍ନଗିରି,୧୬।୬(ସ୍ବ.ପ୍ର./ଡି.ଏନ୍‌.ଏ.)- ଆଧୁନିକ ଚାକଚକ୍ୟରେ ଐତିହ୍ୟ, ସଂସ୍କୃତି, ପରମ୍ପରା, ସାହିତ୍ୟକଳା, ଲୋକଗୀତ ଓ ଭାଇଚାରା ହଜିଯାଉଛି। ଏସବୁ ଫେରିଲେ ବରୀ ହସିବା ସହ ରାଜ୍ୟ ହସିଉଠିବ ବୋଲି...

୮ ଦିନ ଧରି ଆତଙ୍କ ଖେଳାଇ ଚାଲିଛି ହାତୀ: ଏହାକୁ ଧରିବା ଦାବିରେ ରାସ୍ତାରୋକୋ, ଯାତାୟାତ ବାଧାପ୍ରାପ୍ତ

କଳିଙ୍ଗନଗର,୨୭।୧(ଡି.ଏନ୍‌.ଏ.): ଯାଜପୁର ଜିଲା କଳିଙ୍ଗନଗର-ଦାନଗଦୀ ବ୍ଲକରେ ଗତ ୮ଦିନ ଏକ ହାତୀ ଆତଙ୍କରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ୮ ଦିନ ଭିତରେ ହାତୀଟି ୪ ଜଣଙ୍କ...

ଶ୍ୱଶୁର ଘରୁ ଜ୍ୱାଇଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସିମୁଳିଆ,୬।୧୦(ଡି.ଏନ.ଏ.)- ବାଲେଶ୍ୱର ଜିଲା ସିମୁଳିଆ ଥାନା ଶ୍ରୀକୋଣା ଅଞ୍ଚଳର ଶ୍ୱଶୁର ଘରୁ ଜ୍ୱାଇଁ ପୂର୍ଣ୍ଣଚନ୍ଦ୍ର ମଳିକଙ୍କ ଝୁଲନ୍ତା ମୃତଦେହକୁ ପୋଲିସ ରବିବାର ଉଦ୍ଧାର କରିଛି। ସେ...

ଆଦିବାସୀଙ୍କ ଜୀବନ ଜୀବିକା ବିକାଶର ଆବଶ୍ୟକତା ରହିଛି

ଫୁଲବାଣୀ ଅଫିସ, ୧୧ା୩ : କନ୍ଧମାଳ ଜିଲା ସ୍ବତନ୍ତ୍ର ଉନ୍ନୟନ ପରିଷଦ(ଏସ୍‌ଡିସି)ର ନୂତନ ଭାବେ ମନୋନୀତ ସଭ୍ୟଙ୍କ ପାଇଁ ଏକ ସମ୍ବର୍ଦ୍ଧନା ସଭା ଫୁଲବାଣୀ କରୋନେସନ...

ହାତୀ ପହଞ୍ଚାଉଛି କ୍ଷତି

ବଇଣ୍ଡା,୧୯ା୮: ଐତିହ୍ୟ ପ୍ରାଣୀ ହାତୀ ପାଇଁ ଅନୁଗୋଳ ଜିଲା କିଶୋରନଗର ବ୍ଲକ ହଣ୍ଡପା ରେଞ୍ଜ ଅଞ୍ଚଳବାସୀ ବର୍ଷ ବର୍ଷ ଧରି କ୍ଷତି ସହୁଛନ୍ତି। ଗତ ୮ ବର୍ଷ...

ଅପ୍ରୋଚ ରୋଡ଼ ନିର୍ମାଣରେ ଫାଟ

ଚଣ୍ଡିଖୋଲ,୧ା୧୨ଡି.ଏନ.ଏ.): ଜାରକା ଗ୍ରାମ୍ୟ ଉନ୍ନୟନ ବିଭାଗ ଚଣ୍ଡିଖୋଲ ଉପଖଣ୍ଡ ଅଧୀନ ବାଉଜଙ୍ଗ-ଧାଉଡ଼ିଆପଦା ରାସ୍ତାର ଚାରିନଙ୍ଗଳଠାରେ ବିରୂପା ନଦୀ ଉପରେ ସେତୁ ନିର୍ମାଣ ହୋଇଛି। ଏହି ସେତୁ...

Advertisement
Archives

Model This Week