କରୋନା ମୁକାବିଲା ଲାଗି ଆଇସିଡିଏସର ସହାୟତା

ଲୋଇସିଂହା, ୯।୫(ଡି.ଏନ.ଏ)-ବଲାଙ୍ଗୀର ଜିଲା ଲୋଇସିଂହା ସମନ୍ବିତ ଶିଶୁବିକାଶ ପ୍ରକଳ୍ପ କାର୍ଯ୍ୟାଳୟରେ କାର୍ଯ୍ୟରତ ସିଡିପିଓ, ସୁପରଭାଇଜର, ବ୍ଲକର ସମସ୍ତ ଅଙ୍ଗନମ୍ବାଡି କର୍ମୀ, ସହାୟିକା ଓ ମହିଳା ସ୍ବାୟଂସହାୟିକା ଗୋଷ୍ଠୀ ପକ୍ଷରୁ ୮୬୪୫୦ ଟଙ୍କା ସଂଗୃହୀତ ହୋଇଛି ା ସଂଗୃହୀତ ଅର୍ଥରୁ ୧୩ ହଜାର ଟଙ୍କା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଓ ୭୩୪୫୦ ଟଙ୍କା ଜିଲା ରେଡକ୍ରସ ପାଣ୍ଠିକୁ ସହାୟତା ପ୍ରଦାନ କରାଯାଇଛି ା ଶୁକ୍ରବାର ସିଡିପିଓ ପ୍ର୍ରଜ୍ଞା ବାରିକ, ସୁପରଭାଇଜର ସୁପ୍ରଭା ନାୟକ ଓ ମିଶନ ଶକ୍ତି ବ୍ଲକ ସଂଯୋଜିକା ସ୍ବର୍ଣ୍ଣମୟୀ ନାଗ ଅତିରିକ୍ତ ଜିଲାପାଳ ଶଙ୍କର୍ଷଣ ପଧାନଙ୍କ କାର୍ଯ୍ୟାଳୟକୁ ଯାଇ ଚେକ ମାଧ୍ୟରେ ଉକ୍ତ ସହୟତା ରାଶି ପ୍ରଦାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଡ୍‌ସକୁ ନେଇ ଭ୍ରାନ୍ତ ଧାରଣା ଦୂର ହେବା ଜରୁରୀ: କୁଇଜ ପ୍ରତିଯୋଗିତା ଆୟୋଜିତ

ବଲାଙ୍ଗୀର, ୨୫।୯ (ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ସରକାରୀ ମହାବିଦ୍ୟାଳୟ ପରିସରରେ ଶୁକ୍ରବାର ଏଡ୍ସ ସଚେତନତା ଓ ସମ୍ବେଦନଶୀଳତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ଜିଲା ମୁଖ୍ୟ…

ବଲାଙ୍ଗୀରରେ ଆୟୁର୍ବେଦ ଦିବସ: ସୁସ୍ଥ ଆହାରକୁ ନେଇ…

ବଲାଙ୍ଗୀର,୨୩ା୯(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସରକାରୀ ଆୟୁର୍ବେଦ ମହାବିଦ୍ୟାଳୟ ଓ ଚିକିତ୍ସାଳୟ ପରିସରରେ ବୁଧବାର ୧୧ତମ ଆୟୁର୍ବେଦ ଦିବସ ପାଳିତ ହୋଇଯାଇଛି। ଏହାକୁ ବଲାଙ୍ଗୀର ବନଖଣ୍ଡ ଅଧିକାରୀ…

ଅଭିନବ ଉପାୟରେ ଗଞ୍ଜେଇ ଚାଲାଣ: ପର୍ଦ୍ଦାଫାଶ କଲା ପୋଲିସ

ବଲାଙ୍ଗୀର, ୨୩।୯ (ବୀରେନ୍ଦ୍ର କୁମାର ଝାଙ୍କର): ଅଭିନବ ଉପାୟରେ ରାଜ୍ୟ ବାହାରକୁ ଚାଲାଣ ହେଉଥିଲା ଗଞ୍ଜେଇ। ଆଚାର କଣ୍ଟେନରରେ ଗଞ୍ଜେଇ ଭର୍ତ୍ତି କରାଯାଇ ଟ୍ରେନ ଯୋଗେ ରାଜ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?