Advertisement

କରୋନା ଭୟ: ମୁଖ୍ୟରାସ୍ତା ବନ୍ଦ କଲେ ଯୁବଗୋଷ୍ଠୀ

କେଗାଁ, ୨୯ା୩(ଡି.ଏନ.ଏ.)-କରୋନା ଭୟରେ କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକ ସାନଚେରଗାଁ ଗ୍ରାମର ଯୁବଗୋଷ୍ଠୀ ରବିବାରଠାରୁ ଗାଁକୁ ଥିବା ତିନି ପ୍ରବେଶ ପଥରେ ବାଉଁଶ ବାନ୍ଧି ରାସ୍ତା ଅବରୋଧ କରଛନ୍ତି। ବାଉଁଶରେ କରୋନା ସଚେତନତା ବାର୍ତ୍ତା ଲେଖାଯାଇଛି। ଯୁବଗୋଷ୍ଠୀଙ୍କ କହିବା କଥା ଉକ୍ତ ରାସ୍ତା ଦେଇ ଅନେକ ଲୋକେ ବିନା କାମରେ ଚଳପ୍ରଚଳ କରୁଛନ୍ତି। ସେମାନଙ୍କୁ ନିଜ ଘରେ ରହିବାକୁ ପରାମର୍ଶ ଦେବା ପାଇଁ ଏହି ବାଉଁଶ ସେମାନେ ବନ୍ଧିଥିବା କହିଛନ୍ତି। ଅତି ଜରୁରୀ କାମରେ ଯାଉଥିବା ଲୋକଙ୍କୁ ଛାଡି ଦିଆଯାଉଛି। ବିନା କାମରେ ବାହାରକୁ ଆସୁଥିବା ବ୍ୟକ୍ତିବିଶେଷଙ୍କୁ କରୋନା ସମ୍ପର୍କରେ ସଚେତନ କରାଯାଉଥିବା ଯୁବକ ସଂଘର ସଦସ୍ୟମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ: ନିଲମ୍ବିତ ହେଲେ ୨ କନଷ୍ଟେବଳ

ବଲାଙ୍ଗୀର ଅଫିସ, ୩୦।୩ (ଡି.ଏନ.ଏ.)-କରୋନା ସଂଗ୍ରମଣକୁ ରୋକିବାକୁ ସାରା ଦେଶକୁ କେନ୍ଦ୍ର ସରକାର ଲକ୍‌ ଡାଉନ କରିଛନ୍ତି। ନିୟମ ନ ମାନିଲେ ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ...

ବିଜେପୁର ପ୍ରଚାର ଶେଷ: ୨୧ରେ ଭୋଟ; ମତଦାତାଙ୍କ ପାଇଁ ସବୈତନିକ ଛୁଟି ଘୋଷଣା

ଭୁବନେଶ୍ୱର, ୨୦ା୧୦(ବ୍ୟୁରୋ): ଆସନ୍ତା ୨୧ ତାରିଖରେ ବିଜେପୁର ବିଧାନସଭା ଆସନ ପାଇଁ ଉପନିବର୍ର୍ାଚନ ଅନୁଷ୍ଠିତ ହେବ। ଏଥିପାଇଁ ଶନିବାର ଅପରାହ୍ନ ୫ଟାରେ ହାଇଭୋଲଟେଜ୍‌ ପ୍ରଚାର ଶେଷ...

ଲକ୍‌ଡାଉନ ନିୟମ ଭାଙ୍ଗି ୪ ଗିରଫ, ଜଣେ ନିଲମ୍ବିତ

କୃଷ୍ଣପ୍ରସାଦ,୬ା୪ (ଡି.ଏନ.ଏ.): କରୋନା ପାଇଁ ସାରା ଦେଶରେ ଲକ୍‌ଡାଉନ ଘୋଷଣା କରାଯାଇଛି। ଏହି ସମୟରେ ସାମାଜିକ ଦୂରତ୍ୱ ରକ୍ଷା ଉପରେ ପ୍ରଶାସନ ଗୁରୁତ୍ୱ ଦେଇଛି। ଏପରିସ୍ଥଳେ...

ଝାରସୁଗୁଡ଼ା ଉପକାରାଗାରର ୬୮ ଅନ୍ତେବାସୀ କରୋନା ପଜିଟିଭ୍‌ ଚିହ୍ନଟ

ଝାରସୁଗୁଡ଼ା ଅଫିସ,୧୫।୫: ଝାରସୁଗୁଡ଼ା ଜିଲାରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ି ଚାଲିଛି। ଜିଲାରେ ପ୍ରତିଦିନ ୩ ଶହରୁ ୫ଶହ ପଜିଟିଭ୍‌ ଚିହ୍ନଟ ହୋଉଛନ୍ତି। ଫଳରେ...

ସାଇବର ଠକେଇରୁ ବର୍ତ୍ତିଲେ ଯୁବକ

ବାଲେଶ୍ୱର ଅଫିସ, ୧୨।୧୦:  ହ୍ବାଟସଆପରୁ ପରିଚୟ ହେବା ପରେ ନଗ୍ନ ଭିଡ଼ିଓ କଲ୍‌ କରି ଫସାଇବାକୁ ଉଦ୍ୟମ କରୁଥିବା ମହିଳାଙ୍କଠାରୁ ଅଳ୍ପକେ ବର୍ତ୍ତିଛନ୍ତି ବାଲେଶ୍ୱର ସହରର...

ଚାରାରୋପଣ ପାଇଁ ଜିଲାପାଳଙ୍କୁ ଭେଟିଲା ବରିଷ୍ଠ ନାଗରିକ ମଞ୍ଚ

କୋରେଇ,୬ା୭(ସ୍ବ.ପ୍ର.): ସାମୁଦ୍ରିକ ବାତ୍ୟା ‘ଫନୀ’ରେ ସରକାରୀ ଅନୁଷ୍ଠାନଠାରୁ ବେସରକାରୀ ଅନୁଷ୍ଠାନ ଏବଂ ସାଧାରଣ ଲୋକଙ୍କ ବହୁ ଗଛ ଭାଙ୍ଗିଯାଇଛି। ଏହାକୁ ଦୃଷ୍ଟିେରେ ରଖି ୫୦୦ ଗଛ...

୮ଦଫା ନେଇ ଦାବିପତ୍ର ଦେଲେ

କେନ୍ଦୁଝର, ୧୯ା୫(ଡି.ଏନ.ଏ.)-କେନ୍ଦୁଝର ଜିଲା ଭାରତୀୟ ଜନତା ପାର୍ଟି ତରଫରୁ ୮ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ମଙ୍ଗଳବାର ଜିଲାପାଳଙ୍କୁ ପ୍ରଦାନ କରାଯାଇଛି। ବିଶେଷ କରି ଲକ୍‌ଡାଉନ୍‌...

ନକଲି ସାର୍ଟିଫିକେଟରେ ଷ୍ଟାଇପେଣ୍ଡ ଲୁଟ୍‌ ଘଟଣା: ପ୍ରଶାସନିକ ସ୍ତରରେ ତନାଘନା

ଭଦ୍ରକ ଅଫିସ, ୯।୧୨- ଭଦ୍ରକ ଜିଲାରେ ନକଲି ଜାତିଗତ ପ୍ରମାଣପତ୍ର ଦେଇ ସରକାରୀ ଷ୍ଟାଇପେଣ୍ଡ ଲୁଟୁଛନ୍ତି କେତେକ ଘରୋଇ ଶିକ୍ଷାନୁଷ୍ଠାନ। ଏ ସମ୍ପର୍କରେ ଗତ ନଭେମ୍ବର...

Advertisement
Archives

Model This Week