କରୋନା ଭାଇରସ୍‌ ସହ ଲଢୁଥିବା ମହିଳାଙ୍କୁ ଆର୍ଥିକ ସହାୟତା ପ୍ରଦାନ କଲେ ପ୍ରିୟଙ୍କା

ମୁମ୍ବାଇ: ମହାମାରୀ କରୋନା ଭାଇରସ୍‌ ସହ ଲଢ଼ିବା ପାଇଁ ଅନେକ ବଲିଉଡ୍‌ କଳାକାର ଆଗେଇ ଆସି ପ୍ରଧାନମନ୍ତ୍ରୀ ରିଲିଫ୍‌ ପାଣ୍ଠିକୁ ଆର୍ଥିକ ସହାୟତା ପ୍ରଦାନ କରିଚାଲିଛନ୍ତି। ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ମଧ୍ୟ ଏଥିରେ ସାମିଲ ହୋଇଛନ୍ତି। ଖାଲି ପ୍ରଧାନମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠି ନୁହେଁ, ସେ ଅନ୍ୟସବୁ ଅନୁଷ୍ଠାନକୁ ମଧ୍ୟ ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି। ଏହି ସହାୟତା ରାଶି ସେ କରୋନା ମହାମାରୀ ସହ ଲଢୁଥିବା ମହିଳାମାନଙ୍କୁ ପ୍ରଦାନ କରିଛନ୍ତି। ଏହି କଥା ପ୍ରିୟଙ୍କା ତାଙ୍କ ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ କରି ଫ୍ୟାନ୍‌ମାନଙ୍କୁ ଜଣାଇଛନ୍ତି। ଏହି ଫଟୋ ସହିତ ପ୍ରିୟଙ୍କା ଏକ ଭିଡିଓ ମଧ୍ୟ ଶେୟାର କରିଛନ୍ତି। ଭିଡିଓରେ ସେ କହିଛନ୍ତି, ଏପରି ସଂକଟ ସମୟରେ ସଂଗ୍ରାମ କରୁଥିବା ମହିଳାମାନଙ୍କୁ ୧,୦୦୦୦୦ ଆମେରିକୀୟ ଡଲାର ଅର୍ଥାତ୍‌ ଭାରତୀୟ ମୁଦ୍ରାରେ ୭୬.୩ ଲକ୍ଷ ଟଙ୍କା ପ୍ରଦାନ କରୁଛୁ। ସେ ଆହୁରି ମଧ୍ୟ କହିଛନ୍ତି, ଆପଣ ଯଦି ଏପରି କୌଣସି ମହିଳାଙ୍କ ବିଷୟରେ ଜାଣିଛନ୍ତି ତାଙ୍କୁ ଆମ ସାମ୍ନାକୁ ଆଣନ୍ତୁ। ଯେମିତିକି ସେମାନେ କୌଣସି ସେବା କରୁଥିବେ। ବଡ଼ ବ୍ୟବସାୟ ହେଉ କି ଛୋଟ। ଆମେ ସମସ୍ତଙ୍କ ସହ ରହିଛୁ। ସେ କହିଛନ୍ତି, ଏପରି ସମୟରେ କିଛି ସାହାଯ୍ୟ କରିବା ନିହାତି ଜରୁରୀ। ତେଣୁ ନିକ୍‌ ଏବଂ ମୁଁ ଆର୍ଥିକ ସହାୟତା ପ୍ରଦାନ କରୁଛୁ।


Enter your email to get our daily news in your inbox.

All Right Reserved By Dharitri.Com

କରୋନାରେ ଅନିଲ ସୁରିଙ୍କ ମୃତ୍ୟୁ

ମୁମ୍ବାଇ, ୬ା୬: ବଲିଉଡ୍‌ର ଭେଟେରାନ୍‌ ପ୍ରଯୋଜକ ଅନିଲ ସୁରିଙ୍କ କରୋନାରେ ପରଲୋକ ହୋଇଯାଇଛି। ତାଙ୍କୁ ୭୭ ବର୍ଷ ହୋଇଥିଲା। ଅଭିନେତା ରାଜ୍‌ କୁମାର, ଅଭିନେତ୍ରୀ ରେଖା...

ନୂଆବର୍ଷ ଛୁଟି ମନାଇବାକୁ ବାହାରିଲେ ଆଲିଆ-ରଣବୀର, ଏୟାରପୋର୍ଟରେ ସ୍ପଟ୍‌

ମୁମ୍ବାଇ: ଅଭିନେତ୍ରୀ ଆଲିଆ ଭଟ୍ଟ ଏବଂ ରଣବୀର କପୁରଙ୍କ ରିଲେସନଶିପ୍‌କୁ ନେଇ ବେଶ୍‌ କିଛିଦିନ ଧରି ବଲିଉଡ୍‌ରେ ଚର୍ଚ୍ଚା ହୋଇଆସୁଛି। ଆଉ ଏ କଥା ବି...

୬ ବର୍ଷର ସମ୍ପର୍କ ଭାଙ୍ଗିଯାଇଥିଲା; ଏବେ ଜାନୁୟାରୀରେ…

ବମ୍ବେ: ହାତକୁ ଦୁଇ ହାତ ହେବେ କୁଣ୍ଡଲୀ ଭାଗ୍ୟର ଆଉଜଣେ ଅଭିନେତ୍ରୀ। ଶ୍ରଦ୍ଧା ଆର଼୍ୟାଙ୍କ ପରେ ଏବେ ମାନସୀ ଶ୍ରୀବାସ୍ତବ ବିବାହ କରିବେ। ପ୍ରେମିକ ତଥା...

ରିଲିଜ୍‌ ହେବ ଫିଲ୍ମ ‘ବୈକୁଣ୍ଠପୁରମ୍‌’ର ହିନ୍ଦୀ ଭର୍ସନ

ମୁମ୍ବାଇ: ସାଉଥ୍‌ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ଫିଲ୍ମକୁ ନେଇ ଚର୍ଚ୍ଚାରେ ରୁହନ୍ତି। ନିକଟରେ ତାଙ୍କର ବହୁ ପ୍ରତୀକ୍ଷିତ ଫିଲ୍ମ ‘ପୁଷ୍ପା’କୁ ନେଇ ଦର୍ଶକଙ୍କ ମଧ୍ୟରେ କ୍ରେଜ୍‌...

ଏଥର ଡ୍ୟାନ୍ସ ଶୋ’ ‘ନଚ୍‌ ବଲିଏ-୯’ରେ ନଜର ଆସିବେ ପୂର୍ବତନ ଯୋଡ଼ି

ଦି କପିଲ ଶର୍ମା ଶୋ’ ପରେ ବଲିଉଡ୍‌ ଦବଙ୍ଗ ସଲ୍‌ମାନ୍‌ ଖାନ୍‌ ଆଉ ଏକ ଟିଭି ଶୋ’ର ପ୍ରଯୋଜନା ଦାୟିତ୍ୱ ନେଇଛନ୍ତି। ସେଲିବ୍ରିଟି ନୃତ୍ୟ ରିଆଲିଟି...

ବରଗଡ଼ରେ ପୁଣି ଜଣେ କରୋନା ପଜିଟିଭ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୧୬୮ରେ ପହଞ୍ଚିଲା

ବରଗଡ଼ ଅଫିସ,୧୦।୭: ବରଗଡ଼ ଜିଲାରେ ଶୁକ୍ରବାର ପୁଣି ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ଜଣଙ୍କ ବରଗଡ଼ ପୌର ପରିଷଦ ଅନ୍ତର୍ଗତ ୱାର୍ଡ ନଂ....

ଆଜି ରାଜ୍ୟରୁ ୧୨୮ ଆକାନ୍ତ ଚିହ୍ନଟ, ଏମାନଙ୍କ ମଧ୍ୟରେ ୨୨ ଶିଶୁ

ଭୁବନେଶ୍ୱର,୪ା୩(ବ୍ୟୁରୋ): ଶୁକ୍ରବାର ରାଜ୍ୟରୁ ୧୨୮ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୮୫,୬୧୫ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ...

ମା’ ହେଲେ ସପ୍‌ନା ଚୌଧୁରୀ

ପ୍ରସିଦ୍ଧ ନୃତ୍ୟଶିଳ୍ପୀ ତଥା ବିଗ ବସ ୧୧ର ପ୍ରତିଯୋଗୀ ସପନା ଚୌଧୁରୀ ମାତୃତ୍ୱ ଲାଭ କରିଛନ୍ତି। ସେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି। ତାଙ୍କ ସ୍ବାମୀ...

Advertisement
Archives

Model This Week