କରୋନା ଭାଇରସ୍‌ ମୃତ୍ୟୁ ସଂଖ୍ୟା ୩ ହଜାର ଟପିଲା

ବେଜିଂ,୨।୩: ସାରା ବିଶ୍ୱରେ କରୋନା ଭାଇରସ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଥିବା ବେଳେ ଏବେ ଚାଇନାରେ ଏହା ୨,୯୧୨ରେ ପହଞ୍ଚିଛି ବୋଲି କୁହାଯାଉଛି। କରୋନା ଭାଇରସ ଯୋଗୁ ହୁବଇରେ ସବୁଠାରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ସୂଚନା ରହିଛି। ସେହିପରି ଇନାରରେ କରୋନା ଭାଇରସ ଯୋଗୁ ଆଉ ୧୧ ଜଣଙ୍କ ମୃତ୍ୟୁ ହେବା ଫଳରେ ସେଠାରେ ମୃତକଙ୍କ ସଂଖ୍ୟା ୫୪ ହୋଇଛି। ସେହିପରି ରବିବାର କୋରିଆରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୭୬ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଏବେ ସାଉଥ କୋରିଆରେ କରୋନା ଭାଇରସ ମୃତ୍ୟୁ ସଂଖ୍ୟା ୨୨ ହୋଇଯାଇଥିବା ଜଣାପଡିଛି। ଏହି କରୋନା ଭାଇରସ ପାଖାପାଖି ୬୦ଟି ଦେଶକୁ ବ୍ୟାପିଥିବା ବେଳେ ଏବେ ଏହା ଆହୁରି କାୟା ବିସ୍ତାର କରି ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ପରିଚାଳନାରେ ବିଫଳତା ହେତୁ ଚାଇନାରେ ପରିସ୍ଥିତି ବିସ୍ଫୋରକ: ଡବ୍ଲୁଏଚଓ

ବେଜିଂ,୧୬ ।୧୨: ଚାଇନାରେ ବ୍ୟାପୁଥିବା କରୋନା ମହାମାରୀକୁ ନେଇ ଏବେବି ସେଠାରେ ଆଶାନ୍ତ ପରିସ୍ଥିତି ଲାଗି ରହିଛି । ସରକାରଙ୍କ ଜିରୋ କୋଭିଡ ନୀତିକୁ ନେଇ...

ଯୁଦ୍ଧ ପାଇଁ ଚାଇନାର ଅଣ୍ଟାଭିଡ଼ା: ମୃତ୍ୟୁକୁ ଭୟ ନ କରିବାକୁ ସୈନ୍ୟଙ୍କୁ ପରାମର୍ଶ ଦେଲେ ରାଷ୍ଟ୍ରପତି

ବେଜିଂ,୨୮।୧୧: ପୂର୍ବ ଲଦାଖର ଏଲ୍‌ଏସିରେ ଭାରତ ଚାଇନା ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଏପରିସ୍ଥଳେ ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌ ଦେଶର ସୈନ୍ୟ ବାହିନୀଙ୍କ ଉଦ୍ଦେଶ୍ୟରେ...

ଜରୁରିକାଳୀନ ବୈଠକ ଡକାଇଲେ ନେପାଳ ସରକାର

କାଠମାଣ୍ଡୁ,୧୫ା୧: ରବିବାର ନେପାଳର ପୋଖରାଠାରେ ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ ୪୦ ଜଣଙ୍କର ମୃତ୍ୟୁ ଘଟିଛି। ଏହି ବିମାନରେ ୪ କ୍ରୁ ସଦସ୍ୟଙ୍କୁ ମିଶାଇ...

ପାଣିରେ ଜରୁରୀ ଅବତରଣ କଲା ବିମାନ

ନ୍ୟୁୟର୍କ,୨।୭: ଦୁଇ କ୍ରୁ ମେମ୍ବରକୁ ନେଇ ଉଡାଣ ଆରମ୍ଭ କରିଥିବା ଏକ ବୋଇଂ ୭୩୭ କାଗ୍ରୋ ବିମାନ ଶୁକ୍ରବାର ସକାଳେ ହୋନୋଲୁଲୁ ପାଣିରେ ଜରୁରୀକାଳିନ ଅବତରଣ...

ଆମେରିକା-ରୁଷିଆ ମୁହାଁମୁହିଁ,ବାଇଡେନ୍‌ଙ୍କ ଚେତାବନୀ…

ଓ୍ବାଶିଂଟନ, ୧୯।୧ : ରୁଷିଆ ୟୁକ୍ରେନ ମଧ୍ୟରେ ଉତ୍ତେଜନାକୁ ଦୃଷ୍ଟିରେ ରଖି ଆମେରିକା ଚେତାବନୀ ଦେଇଛି । ଆମେରିକା କହିଛି ରୁଷିଆ ୟୁକ୍ରେନ୍‌ ଉପରେ ଆକ୍ରମଣ...

ପୁଟିନଙ୍କ ନ୍ୟୁକ୍ଲିୟ ଫୋର୍ସ ଆଲର୍ଟ ରଖିବା ନିର୍ଦ୍ଦେଶକୁ ଅଯୌକ୍ତିକ କହିଲା ନାଟୋ

ନୂଆଦିଲ୍ଲୀ,୨୮ ।୨: ରୁଷିଆ ଦ୍ୱାରା ୟୁକ୍ରେନ୍ ଉପରେ ହୋଇଥିବା ଆକ୍ରମଣରେ ଏବେ ଶହ ଶହ ସାଧାରଣ ଜନତାଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି । ଏବେ ଏହି...

ଜୀବିତ ଅଛନ୍ତି ଟୋଲୋ ନ୍ୟୁଜର ଖବରଦାତା

କାବୁଲ,୨୬ ।୮: ଆଫଗାନିସ୍ତାନରେ ତାଲିବାନ କାୟା ବିସ୍ତାର କରିବା ପରେ ସେଠାରେ ଏବେ କେବଳ ଭୟ ହିଁ ଭୟ । ଏହାରି ଭିତରେ ଏକ ଖବର...

ଆମେ ଭୟ କରିନୁ: ୟୁକ୍ରେନ୍ ରାଷ୍ଟ୍ରପତି

କ୍ୱିଭ,୨୨ ।୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନର ଦୁଇଟି ଅଞ୍ଚଳକୁ ସ୍ୱତନ୍ତ୍ର ଦେଶର ମାନ୍ୟତା ଦେବା ପରେ ଯୁଦ୍ଧ ଆଶଙ୍କା ଆହୁରି ବୃଦ୍ଧି ପାଇଛି...

Advertisement
Archives

Model This Week