କରୋନା ଭାଇରସରେ ପୀଡ଼ିତ କାନାଡା ପ୍ରଧାନମନ୍ତ୍ରୀଙ୍କ ସହଧର୍ମିଣୀ

ଓଟାଓ୍ବା,୧୩।୩: କରୋନା ଭାଇରସ ଏବେ ପ୍ରାୟ ୧୧୭ ଦେଶକୁ ବ୍ୟାପିଥିବା ବେଳେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡେଙ୍କ ସହଧର୍ମିଣୀ ଶୋଫିଆ ଗ୍ରିଗୋଇରେ ଟ୍ରୁଡେ ମଧ୍ୟ ଏଥିରେ ପୀଡିତ ହୋଇଥିବା ସୂଚନା ମିଳିଛି। ଲଣ୍ଡନରୁ ଫେରିବା ପରେ ତାଙ୍କ ନିକଟରେ ଫ୍ଲୁର ଲକ୍ଷଣ ଦେଖାଯାଇଥିଲା। ପରୀକ୍ଷା ପରେ ଜଣାପଡିଲା ସେ କୋଭିଡ ୧୯ ବା କରୋନା ଭାଇରସରେ ପୀଡିତ। ଗୁରୁବାର ରାତିରେ ତାଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ସେ କୋଭିଡ ୧୯ରେ ପୀଡିତ ବୋଲି ଜଣାପଡିଥିଲା। ସେ ଅଳ୍ପ ମାତ୍ରାରେ ଆକ୍ରାନ୍ତ ହୋଇଥିବାରୁ ସେ ଖୁବ୍‌ଶୀଘ୍ର ସୁସ୍ଥ ହୋଇଯିବେ ବୋଲି କହିଛନ୍ତି। ସେ ସମସ୍ତ ପ୍ରକାର ସତର୍କତା ଅବଲମ୍ବନ କରୁଥିବା ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ଜଷ୍ଟିନ କିନ୍ତୁ କରୋନାରେ ପୀଡିତ ନୁହେଁ ବୋଲି ସ୍ପଷ୍ଟ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଗଦାଦ୍‌ ଉପରେ ଆମେରିକାର ଏୟାର ଷ୍ଟ୍ରାଇକ୍‌: କମାଣ୍ଡରଙ୍କ ସମେତ ୮ ଅଧିକାରୀ ମୃତ

ବାଗଦାଦ୍‌,୩।୧: ଇରାକ୍‌ରେ ଥିବା ଆମେରିକା ଦୂତାବାସ ଉପରେ ଆକ୍ରମଣ ପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ସରକାର କଡ଼ା ଜବାବ୍‌ ଦେଇଛନ୍ତି। ଆମେରିକା ପକ୍ଷରୁ ବାଗଦାଦ୍‌ ବିମାନବନ୍ଦର...

ସୁପରମାର୍କେଟ୍‌ରେ ସାମଗ୍ରୀ କିଣୁଥିଲେ ମହିଳା, ସାମ୍ନାକୁ ଆସିଗଲା ୧୦ଫୁଟର ଅଜଗର; ଆଉ ତା’ ପରେ…

ଅଷ୍ଟ୍ରେଲିଆର ଏକ ସୁପରମାର୍କେଟକୁ ଜଣେ ମହିଳା ସାମଗ୍ରୀ କିଣିବା ପାଇଁ ଯାଇଥିଲେ। ଠିକ୍‌ ଏହି ସମୟରେ ତାଙ୍କ ସାମ୍ନାକୁ ଏକ ଅଜଗର ଚାଲିଆସିଲା। ଏହା ପରେ...

ଜେଲେନସ୍କିଙ୍କୁ ଘାରିଛି ପୁଟିନଙ୍କ ଭଡାଟିଆ ଗୁଣ୍ଡା ୱାଗନର୍‌ ଗ୍ରୁପ ଚିନ୍ତା…

କିଭ୍‌,୧୧।୧ : ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଭଡାଟିଆ ଗୁଣ୍ଡାଙ୍କୁ ୟୁକ୍ରେନ୍‌ରେ ଆତଙ୍କ ସୃଷ୍ଟି କରିଛନ୍ତି। ଏମାନଙ୍କୁ ‘ୱାଗନର୍‌ ଗ୍ରୁପ’ କୁହାଯାଉଛି। ରୁଷିଆର ଏହି ଘରୋଥ...

ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ: ଜଣେ ମୃତ

କିଭ୍‌,୧୮ା୫: ରୁଷିଆ- ୟୁକ୍ରେନ ମଧ୍ୟରେ ଯୁଦ୍ଧ ଏବେ ବି ଜାରି ରହିଛି। ଗୁରୁବାର ରୁଷିଆର ଏକ କ୍ଷେପଣାସ୍ତ୍ର ଓଡେସାର ଏକ ଶିଳ୍ପାନୁଷ୍ଠାନରେ ମାଡ଼ ହେବାରୁ ଜଣଙ୍କର...

ଚାକିରି ଛାଡି, ଘର ବିକି ସ୍କୁଲ ବସ୍‌କୁ ସିଫ୍ଟ ହେଲେ ଏହି ଦମ୍ପତି

ଆମେରିକାରେ ରହୁଥିବା ଏକ ଦମ୍ପତି ସେମାନଙ୍କର ଚାରି ବଖରା ଘର, ସମ୍ପତ୍ତି ବିକ୍ରି କରି ଏକ ସ୍କୁଲ ବସରେ ରହିବାକୁ ନିଷ୍ପତ୍ତି ନେଇଛନ୍ତି। ଫ୍ଲୋରିଡାର ଏହି...

ବ୍ରେନରେ ଚିପ ଲଗାଇ ବୁଲିବେ ମନୁଷ୍ୟ, ଦୃଷ୍ଟିବାଧିତଙ୍କୁ ବି ମିଳିବ ଆଲୋକ, ହେବ ନ୍ୟୁରାଲିଂକ ଟେକନିକ: ମସ୍କ

ୱାଶିଂଟନ,୨ ।୧୨: ଖୁବଶୀଘ୍ର ମନୁଷ୍ୟ ବ୍ରେନ୍ ଚିପ ଲଗାଇ ବୁଲିବାକୁ ବାହାରିବ । ଏହାସହ ଏହି ଚିପ ଦ୍ୱାରା ଦୃଷ୍ଟିବାଧିତଙ୍କୁ ଆଲୋକ ମିଳିବ । ଟେଲସା...

ଆମେରିକା ଉପରେ ଚାଇନାର ବେଲୁନ ଦେଖି ବଢିଲା ଟେନସନ, ବ୍ଲିଙ୍କନଙ୍କ ବେଜିଂ ଯାତ୍ରା ସ୍ଥଗିତ

ୱାଶିଂଟନ,୪ ।୨: ଆମେରିକାର ପ୍ରତିରକ୍ଷା ମନ୍ତ୍ରଣାଳୟ ‘ପେଣ୍ଟାଗନ’ କହିଛି ଦେଶରେ ଏକ ଚାଇନା ଗୁଇନ୍ଦା ବେଲୁନ ଦେଖାଯାଇଛି । ୩ଟି ବସ ଆକାରର ଏହି ବେଲୁନ...

ରୁଷିଆରେ ପୁଣି ବଢିଲା କରୋନା ସଂକ୍ରମଣ: ବନ୍ଦ ହେଲା ଶିକ୍ଷାନୁଷ୍ଠାନ

ମସ୍କୋ,୬ ।୧୦: ସାରା ବିଶ୍ୱରେ ନିଜର କରୋନା ଭ୍ୟାକ୍ସିନକୁ ନେଇ ଚର୍ଚ୍ଚାରେ ଥିବା ରୁଷିଆ ପୁଣିଥରେ ଅଡୁଆରେ ପଡିଯାଇଛି । ଦେଶରେ ଅଚାନକ ଭାବେ କରୋନା...

Advertisement
Archives

Model This Week