କରୋନା ଭାଇରସକୁ ସବୁଦିନ ପାଇଁ ହଟାଇ ଦେବି: ଟ୍ରମ୍ପ

ୱାଶିଂଟନ,୧୧ ।୧୦: ଆମେରିକା ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପ କରୋନାରେ ପୀଡ଼ିତ ହେବା ପରେ ଚିକିତ୍ସିତ ହୋଇ ଘରକୁ ଫେରି ଆସିଛନ୍ତି । ଏତିବି ବେଳେ ସେ ପୁଣିଥରେ କରୋନାର ଉତ୍ପତ୍ତି ସ୍ଥଳ ଚାଇନାକୁ ଟାର୍ଗେଟ କରିଛନ୍ତି । ଟ୍ରମ୍ପ ଶନିବାର ହ୍ୱାଇଟ ହାଉସରେ ଜନତାଙ୍କୁ ସମ୍ବୋଧିତ କରିବା ଅବସରରେ କହିଛନ୍ତି ଆମେରିକାର ବୈଜ୍ଞାନିକ ଓ ଔଷଧ କରୋନା ଭାଇରସକୁ ସମୂଳେ ବିନାଶ କରିବ । ସୂଚନାଯୋଗ୍ୟ, ପ୍ରଥମେ ଚାଇନାର ଉହାନ ସହରରୁ ଆରମ୍ଭ ହୋଇଥିବା କରୋନା ଭାଇରସ ଏବେ ସାରା ବିଶ୍ୱକୁ ତା’କବଳକୁ ନେଇ ସାରିଲାଣି । ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ମଧ୍ୟ ଏହି କରୋନା ଭାଇରସରେ ପୀଡି଼ତ ହୋଇ ୩ ଦିନ ହସ୍ପିଟାଲରେ ଚିକିତ୍ସା ପରେ ଫେରିଛନ୍ତି । ହସ୍ପିଟାଲରୁ ଫେରିବା ପରେ ସେ ପ୍ରଥମ ଥର ଶନିବାର ଜନତାଙ୍କୁ ସମ୍ବୋଧିତ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

୧୭ ତାଲିବାନ ଆତଙ୍କବାଦୀ ମୃତ

ସରୋଜାଇ,୧୯।୬: ଆଫଗାନିସ୍ତାନର ସରୋଜାଇ ଜିଲାର ପକତିଆ ଅଞ୍ଚଳରେ ଗୁରୁବାର ବିଳମ୍ବିତ ରାତିରେ ଆଫଗାନ ସେନା ଆକ୍ରମଣରେ ୧୭ ତାଲିବାନ ଆତଙ୍କବାଦିଙ୍କ ମୃତ୍ୟୁ ହେବା ସହ ୨୦...

ଅର୍ଥନୀତିରେ ନୋବେଲ

ଷ୍ଟକହୋମ,୧୪।୧୦: ଅର୍ଥନୀତି କ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ ୨୦୧୯ର ନୋବେଲ ବିଜେତାଙ୍କନାମ ଘୋଷଣା କରାଯାଇଛି। ଏହି ୩ ଜଣ ନୋବେଲ ବିଜେତାଙ୍କ ମଧ୍ୟରେ ଜଣେ ଭାରତୀୟ...

କ୍ୱାରାଣ୍ଟାଇନ୍‌ରେ ଆମେରିକା ରାଷ୍ଟ୍ରପତି

ଓ୍ବାଶିଂଟନ,୨।୧୦: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବ୍ୟକ୍ତିଗତ ପରାମର୍ଶଦାତା ହୋପ ହିକ୍ସ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ପରେ ଟ୍ରମ୍ପ ଏବଂ ତାଙ୍କ ସ୍ତ୍ରୀ ମେଲାନିଆ...

ପୁଟିନ କହିଲେ ଭବିଷ୍ୟତ ଭାରତର, ମୋଦିଙ୍କ ନେତୃତ୍ୱକୁ କଲେ ପ୍ରଶଂସା

ମସ୍କୋ,୨୮ ।୧୦: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମର ପୁଟିନ ପୁଣିଥରେ ଭାରତ ଓ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ପ୍ରଶଂସା କରିଛନ୍ତି । ସେ କହିଛନ୍ତି ବିଶ୍ୱ...

ମଙ୍ଗଳରୁ ଧୂଳି ସଂଗ୍ରହ କଲା ନାସା ରୋଭର

ଓ୍ବାଶିଂଟନ,୧୦।୧୨: ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା ମଙ୍ଗଳ ଗ୍ରହକୁ ପଠାଇଥିବା ପର୍ସେଭେରାନ୍ସ ରୋଭର ଲାଲ୍‌ ଗ୍ରହ ପୃଷ୍ଠରୁ ଧୂଳି ନମୁନା ସଂଗ୍ରହ କରିଛି। ଡିସେମ୍ବର...

ଭୋଷ୍ଟୋକ -୨୦୨୨ ମିଳିତ ସମରାଭ୍ୟାସ ନେଇ ଚିନ୍ତାରେ ଆମେରିକା…

ମସ୍କୋ, ୩୧।୮ : ରୁଷିଆ ଭାରତ ମିଳିତ ସମାରାଭ୍ୟାସ ଭୋଷ୍ଟୋକ -୨୦୨୨ ଘୋଷଣା ହେବା ପରେ ଆମେରିକାର ଚିନ୍ତା ବଢ଼ିବାରେ ଲାଗିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା...

ପକ୍କାଘରକୁ ପାଣ୍ଠି ସଙ୍କଟ

ଭୁବନେଶ୍ୱର,୧୮ା୭(ବ୍ୟୁରୋ): କରୋନା ମହାମାରୀ କେବଳ ଜନସ୍ବାସ୍ଥ୍ୟ ନୁହେଁ, ରାଜ୍ୟର ଅଭିବୃଦ୍ଧି ଉପରେ ଏହା ପ୍ରଚଣ୍ଡ ପ୍ରହାର ଦେଇଛି। ରାଜସ୍ବ ହ୍ରାସ ଯୋଗୁ ଚାଲୁ ରହିଥିବା ବିଭିନ୍ନ...

ଏଫ୍‌ଏଟିଏଫ୍‌ର ଗ୍ରେ’ ତାଲିକାରୁ ହଟିଲା ପାକିସ୍ତାନର ନାମ

ଇସ୍‌ଲାମାବାଦ,୧୭।୬: ପାକିସ୍ତାନକୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ଏଫ୍‌ଏଟିଏଫ୍‌ ଗ୍ରେ’ ତାଲିକାରୁ ବର୍ତ୍ତମାନ ପାକିସ୍ତାନର ନାମକୁ ହଟାଇ ଦିଆଯାଇଛି। ଶୁକ୍ରବାର ଜର୍ମାନୀର ବର୍ଲିନରେ ଚାଲିଥିବା ଏକ...

Advertisement
Archives

Model This Week