କରୋନାକୁ କରନ୍ତୁନି ହେୟଜ୍ଞାନ; ଆଗାମୀ ଦିନରେ ପୃଥିବୀରେ ସୃଷ୍ଟି କରିବ ଭୟଙ୍କର ସ୍ଥିତି: ଡବ୍ଲ୍ୟୁଏଚ୍‌ଓ

ଜେନେଭା,୨୧।୪: କରୋନା ବିରୋଧରେ ସାରା ପୃଥିବୀରେ ଲଢ଼େଇ ଜାରି ରହିଛି। ସୁରକ୍ଷା ଦୃଷ୍ଟିରୁ ବହୁ ଦେଶରେ ଲକ୍‌ ଡାଉନ୍‌ ଜାରି ହୋଇଛି। ଏପରିସ୍ଥଳେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ କୁହାଯାଇଛି ଯେ, ଆଗାମୀ ଦିନରେ କରୋନା ପୃଥିବୀରେ ଭୟଙ୍କର ସ୍ଥିତି ସୃଷ୍ଟି କରିବ। ଏହାକୁ ହୁଏତ କେତେକ ହେୟଜ୍ଞାନ କରୁଥିବେ, ମାତ୍ର ଏହା ସତ କଥା। ଏଥିରେ କୌଣସି ଦ୍ୱିମତ ନାହିଁ ବୋଲି ଡବ୍ଲ୍ୟୁଏଚ୍‌ଓ ମହାସଚିବ ଆଧାନୋମ୍‌ ଘେବେୟିସସ୍‌ ସୂଚନା ଦେଇଛନ୍ତି। ଆମେରିକା ଭଳି ବିକଶିତ ଦେଶରେ କରୋନା ରଚିଥିବା ତାଣ୍ଡବରୁ ଏହା ସହଜରେ ଅନୁମାନ କରାଯାଉଛି। କରୋନ ସମ୍ପର୍କିତ ସୂଚନା ଦେବାରେ ଡବ୍ଲ୍ୟୁଏଚ୍‌ଓ ସ୍ବଚ୍ଛତା ଅବଲମ୍ବନ କରୁଥିବା ସେ କହିଛନ୍ତି। ପୃଥିବୀର ସମସ୍ତ ଦେଶର ଲୋକଙ୍କୁ କରୋନା ଭୂତାଣୁ ସମ୍ପର୍କରେ ସଚେତନ କରାଇବା ଡବ୍ଲ୍ୟୁଏଚ୍‌ଓର ମୁଖ୍ୟ ଉଦ୍ଦେଶ୍ୟ। କରୋନା ସଂକ୍ରମଣର ପ୍ରଥମ ଦିନରୁ ଡବ୍ଲ୍ୟୁଏଚ୍‌ଓ ନିଜର ଆଭିମୁଖ୍ୟକୁ ସ୍ପଷ୍ଟ କରିଥିଲା। ଏହି ମହାମାରୀ ମାନବ ସମାଜର ବହୁ କ୍ଷତି କରିବ ବୋଲି ସୂଚିତ କରାଯାଇଥିବା
ଆଧାନୋମ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତକୁ ଭାକ୍ସିନ୍‌ କଞ୍ଚା ମାଲ୍‌ ଦେବାକୁ ରାଜି ହେଲା ଆମେରିକା…

ନୂଆଦିଲ୍ଳୀ,୨୬।୪: ଦେଶରେ କରୋନା ସଂକ୍ରମଣ ବେକାବୁ ହେବାରେ ଲାଗିଛି। ଏପରିସ୍ଥଳେ ଆମେରିକା ଭାକ୍ସିନ୍‌ ପ୍ରସ୍ତୁତି ଲାଗି ବ୍ୟବହୃତ ହେଉଥିବା କଞ୍ଚାମାଲ୍‌ ଯୋଗାଇବାକୁ ମନା କରିଥିଲା। ତେବେ...

ଚାଇନା କେମିକାଲ ପ୍ଲାଣ୍ଟରେ ବିସ୍ଫୋରଣ: ୪ ମୃତ

ବେଜିଂ,୧୫।୧୦: ଦକ୍ଷିଣ ଚାଇନାର ଗୁଆଙ୍ଗଜି ଜୁଆଙ୍ଗ ଅଟୋନମସ ରିଜିଅନରେ ଥିବା ଏକ କେମିକାଲ ପ୍ଲାଣ୍ଟରେ ମଙ୍ଗଳବାର ବିସ୍ଫୋରଣ ହେବା ଫଳରେ ୪ ଜଣଙ୍କ ମୃତ୍ୟୁ ହେବା...

ସାହିତ୍ୟ ପାଇଁ ଘୋଷଣା ହେଲା ନୋବେଲ ପୁରସ୍କାର ବିଜେତାଙ୍କ ନାମ

ଷ୍ଟକହୋମ,୧୦।୧୦: ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ନୋବେଲ ବିଜେତାଙ୍କ ନାମ ଘୋଷଣା କରାଯାଇଛି। ୨୦୧୮ ପାଇଁ ପୋଲାଣ୍ଡର ଲେଖକ ଓଲାଗ ତୋକାର୍କଜୁକଙ୍କୁ ମିଳିଥିବା ବେଳେ...

ଗଞ୍ଜାମ ଜିଲାପାଳଙ୍କ ଆଉ ଏକ ପଦକ୍ଷେପ: ନିଜେ ରକ୍ତ ଦେବାପରେ ଭ୍ରାମ୍ୟମାଣ ରକ୍ତ ସଂଗ୍ରହ ଗାଡ଼ିର କଲେ ଶୁଭାରମ୍ଭ

ଶେରଗଡ,୧୭।୪(ଡି.ଏନ୍‌.ଏ.): ବିଭିନ୍ନ ଯୋଜନାର ସଫଳ ରୁପାୟନ ଠାରୁ ଆରମ୍ଭ କରି କରୋନା ମୁକାବିଲା ପର୍ଯ୍ୟନ୍ତ ସବୁଥିରେ ଆଗରେ ରହିଛି ଗଞ୍ଜାମ ଜିଲା। ଏ ନେଇ ଦୁଇ...

କୋଭିଡ୍‌ ନିୟମ ଉଲ୍ଲଂଘନ: ଏକତା ମାର୍କେଟ, ଅପର୍ତିବିନ୍ଧା ଛକର ୬ ଦୋକାନ ସିଲ୍‌

ଭଦ୍ରକ ଅଫିସ, ୨୭।୭: କୋଭିଡ୍‌ ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ଭଦ୍ରକ ଜିଲା ପ୍ରଶାସନ ପକ୍ଷରୁ ସୋମବାର ୬ଟି ଦୋକାନକୁ ସିଲ୍‌ କରାଯାଇଛି। ଏ ନେଇ...

ପୁଣି ରାଜ୍ୟରେ ୧୨ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,୩।୧୧(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ଆଉ ୧୨ ଜଣଙ୍କ ମୁଣ୍ଡ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୩୫୨ ରେ ପହଞ୍ଚିଥିବା...

କରୋନା ପାଇଁ ଔଷଧ ଆଣିଲା ପତଞ୍ଜଳି!

ନୂଆଦିଲ୍ଲୀ,୧୩।୬: କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଏହି ରୋଗର ଉପଶମ ଲାଗି ଯୋଗଗୁରୁ ବାବା ରାମଦେବଙ୍କ ଯୋଗପୀଠ ପତଞ୍ଜଳି ଏଥିପାଇଁ ଔଷଧ...

ଫେରିଆସିଲେ ସ୍ବାଗତ କରିବୁ: ପ୍ରିନ୍ସ ହ୍ୟାରିଙ୍କୁ ମହାରାଣୀ କହିଲେ

ଲଣ୍ଡନ,୪ା୩: ତୁମେ ଯେତେବେଳେ ବି ଫେରିଆସିବ ଆମେ ତୁମକୁ ସ୍ବାଗତ କରିବୁ। ରାଜକୀୟ ଉତ୍ତରଦାୟିତ୍ୱରୁ ଦୂରେଇ ଯାଇଥିବା ବ୍ରିଟେନର ମହାନ ରାଜବଂଶର ଅନ୍ୟତମ ଦାୟାଦ ପ୍ରିନ୍ସ...

Advertisement


Archives

Model This Week

Why Dharitri