କରତାରପୁର କରିଡର: ଦର୍ଶନ ପାଇଁ ଶିଖ ଶ୍ରଦ୍ଧାଳୁଙ୍କୁ ୨୦ ଡଲାର ମାଗୁଛି ପାକିସ୍ତାନ

ଇସ୍‌ଲାମାବାଦ,୧୫।୧୦: ଆର୍ଥିକ ମାନ୍ଦାବସ୍ଥା ଦେଇ ଗତି କରୁଥିବା ପାକିସ୍ତାନ ଏବେ ଭାରତୀୟ ଶିଖ ଶ୍ରଦ୍ଧାଳୁଙ୍କଠାରୁ ଚାନ୍ଦା ମାଗିବାକୁ ଯୋଜନା ପ୍ରସ୍ତୁତ କରି ସାରିଛି। ପାକିସ୍ତାନ କରତାରପୁର କରିଡରକୁ ନେଇ ଶେଷ ଥର ପାଇଁ ଭାରତକୁ ପଠାଇଥିବା ବାର୍ତ୍ତାରେ ଭାରତୀୟ ଶିଖ ଶ୍ରଦ୍ଧାଳୁଙ୍କ ଠାରୁ ୩୧୨୦ ପାକିସ୍ତାନୀ ଟଙ୍କା(୨୦ଡଲାର)ଆଦାୟ କରିବାକୁ ପ୍ରସ୍ତାବ ଦେଇଛି। ଶେଷ ଥର ପାକିସ୍ତାନ କହିଥିଲା ବିନା କୌଣସି ବାଧାରେ କରତାରପୁର କରିଡର ପରିଦର୍ଶନ କରିହେବ। ହେଲେ ଭାରତ ଅତିକମ୍‌ରେ ୧୦ ଦିନ ପୂର୍ବରୁ ଶ୍ରଦ୍ଧାଳୁଙ୍କ ଏକ ତାଲିକା ପାକିସ୍ତାନକୁ ହସ୍ତାନ୍ତର କରିବ ଆଉ ପାକିସ୍ତାନ ଏହା ଉପରେ ୪ ଦିନ ମଧ୍ୟରେ ଜବାବ ଦେବ ବୋଲି କୁହାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କାର୍ବନ ନିର୍ଗମନ ହ୍ରାସ ଲୋକ ଦେଖାଣିଆ ନ ହେଉ : ଜାତିସଂଘ ମହାସଚିବ…

ଜେନେଭା,୧୦।୧୧ : ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରସ ଜଳବାୟୁ ପରିବର୍ତ୍ତନକୁ ନେଇ ବିଶ୍ୱ ନେତାମାନଙ୍କୁ ପୁଣି ଥରେ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯେ କାର୍ବନ...

ଭୟଙ୍କର ରୂପ ନେଇପାରେ କରୋନା

ବେଜିଂ,୨୫ା୧: ଚାଇନାର ରୋଗ ନିୟନ୍ତ୍ରଣ ଏବଂ ନିରାକରଣ କେନ୍ଦ୍ର ବୁଧବାର କହିଛି, ଡିସେମ୍ବର ୨୨ରେ ଚାଇନାର ଦୈନିକ କରୋନା ସଂକ୍ରମଣ ମାମଲା ୭୦ ଲକ୍ଷରୁ ଅଧିକ...

ସମ୍ବିଧାନ ଭଙ୍ଗ କରିବାକୁ ଦାବି କଲେ ଟ୍ରମ୍ପ୍‌…

ଓ୍ବାଶିଂଟନ,୫।୧୨ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କିଛି ଦିନ ତଳେ ୨୦୨୪ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ଘୋଷଣା କରିଥିଲେ। ସେ ପୁଣିଥରେ...

ପାକିସ୍ତାନରେ ଆଫଗାନିସ୍ତାନ ସ୍ଥିତି: ଟିଟିପି ନୂଆ ସରକାର ଘୋଷଣା କଲା…

ଇସଲାମାବାଦ,୨।୧ : ଆତଙ୍କବାଦୀ ସଂଗଠନ ତେହେରିକ-ଇ-ତାଲିବାନ (ଟିଟିପି) ପାକିସ୍ତାନ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ଫଳରେ ଏବେ ପାକିସ୍ତାନରେ ଆଫଗାନିସ୍ତାନ ସ୍ଥିତି ସୃଷ୍ଟି ହୋଇଛି। ପାକିସ୍ତାନ...

ପାକ୍‌ରେ ପ୍ରଫେସରଙ୍କୁ ମୃତ୍ୟୁ ଦଣ୍ଡାଦେଶ

ଇସ୍‌ଲାମାବାଦ, ୨୨ା୧୨(ପି.ଟି.): ଫେସ୍‌ବୁକ୍‌ରେ ଈଶ୍ୱରଙ୍କୁ ନିନ୍ଦାକରିବା ଅଭିଯୋଗରେ ଶନିବାର ପାକିସ୍ତାନର ଏକ କୋର୍ଟ ମୁସ୍‌ଲିମ ପ୍ରଫେସର ଜୁନୈଦ ହାଫିଜ୍‌ଙ୍କୁ ମୃତ୍ୟୁଦଣ୍ଡାଦେଶ ଦେଇଛନ୍ତି। ପଞ୍ଜାବର ମୁଲ୍‌ତାନସ୍ଥିତ ହାଫିଜ୍‌...

କ୍ୟାମେରା ଆଗରେ ଫ୍ରାନ୍ସ ରାଷ୍ଟ୍ରପତିଙ୍କୁ ଚାପୁଡ଼ା

ପ୍ୟାରିସ୍‌,୮ା୬: ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକରନଙ୍କୁ ଭିଡ଼ ଭିତରେ ଜଣେ ଚାପୁଡ଼ା ମାଡ଼ ହୋଇଛି। ଏହି ଘଟଣାରେ ପୋଲିସ ଦୁଇଜଣଙ୍କୁ ଗିରଫ କରିବା ସହ ରାଷ୍ଟ୍ରପତିଙ୍କ...

ପଦାର୍ଥ ବିଜ୍ଞାନରେ ୩ ଜଣଙ୍କୁ ନୋବେଲ ପୁରସ୍କାର…

ଓ୍ବାଶିଂଟନ,୫।୧୦: ପଦାର୍ଥ ବିଜ୍ଞାନରେ ୨୦୨୧ରେ ୩ ଜଣ ବୈଜ୍ଞାନିକଙ୍କୁ ଉଲ୍ଲେଖନୀୟ ଅବଦାନ ପାଇଁ ନୋବେଲ ପୁରସ୍କାର ପ୍ରଦାନ କରାଯିବାକୁ ମଙ୍ଗଳବାର ଘୋଷଣା କରାଯାଇଛି। ସେମାନଙ୍କ ମଧ୍ୟରେ...

ପିଲାଙ୍କୁ କରୋନା ଟିକା ଦେବାକୁ ଅନୁମତି ଦେଲା ଇସ୍ରାଏଲ

ଜେରୁଜେଲମ,୧୫ା୧୧: ବର୍ତ୍ତମାନ ୫ରୁ ୧୧ ବର୍ଷ ବୟସର ପିଲାମାନେ କରୋନା ଟିକା ନେଇପାରିବେ। ଏନେଇ ଇସ୍ରାଏଲର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ମହାନିର୍ଦ୍ଦେଶକ ନଚ୍‌ମନ ଆୟଶ କହିଛନ୍ତି। ୫ରୁ...

Advertisement
Archives

Model This Week