କମ୍‌ଲା ହାରିସ୍‌ ଅନ୍‌ଲାଇନରେ ବର୍ଣ୍ଣବୈଷମ୍ୟର ଶିକାର

ଓ୍ବାଶିଂଟନ,୧ା୭(ପି.ଟି.): ଆଗାମୀ ୨୦୨୦ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଲାଗି ଡେମୋକ୍ରାଟ ପ୍ରାର୍ଥୀ ଦୌଡ଼ରେ ଥିବା ଭାରତୀୟ ବଂଶୋଦ୍ଭବ ସିନେଟର କମଲା ହାରିସ୍‌ ତାଙ୍କ ପରିଚୟ ପାଇଁ ଅନ୍‌ଲାଇନ୍‌ରେ ବର୍ଣ୍ଣବୈଷମ୍ୟର ଶିକାର ହୋଇଛନ୍ତି। ସେ ଜଣେ ଆମେରିକୀୟ ଅଣଶ୍ୱେତାଙ୍ଗ ନୁହନ୍ତି ବୋଲି ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। ୫୪ ବର୍ଷୀୟ ହାରିସ୍‌ଙ୍କର ଆମେରିକାରେ ଜନ୍ମ। ତାଙ୍କ ମାଆ ଜଣେ ଭାରତୀୟ ହୋଇଥିବାବେଳେ ବାପା ଜାମାଇକା ବାସିନ୍ଦା। କାଲିଫର୍ନିଆ ସିନେଟର ଥିବା ହାରିସ୍‌ ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ଭଳି ବର୍ଣ୍ଣବୈଷମ୍ୟ ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫ ଗୁଣ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଉଛି ଏହି କରୋନା ଟିକା

ଓ୍ବାଶିଂଟନ୍‌,୨୧ା୮: ଆମେରିକୀୟ କମ୍ପାନୀ ଫାଇଜର ଏବଂ ଜର୍ମାନ କମ୍ପାନୀ ବାୟୋନୋଟେକ୍‌ ଦ୍ୱାରା ଉତ୍ପାଦିତ ଏକ ନୂତନ କରୋନା ଭାଇରସ୍‌ ଟିକା ବହୁତ ଭଲ ଫଳାଫଳ ଦେଉଛି।...

୨୦୨୧ରେ ବି ପୁଣି ସୃଷ୍ଟି ହୋଇପାରେ ଆତଙ୍କ !

ସୋଫିଆ,୨୬।୧୨: ବିଦାୟ ନେବାକୁ ଯାଉଛି ୨୦୨୦। ଆଉ କିଛି ଦିନ ପରେ ନୂଆବର୍ଷ ୨୦୨୧ ଆସିବ। ଲୋକେ ପୁରୁଣା ବର୍ଷର ଦୁଃଖ ଭୁଲି ନୂଆବର୍ଷକୁ ସ୍ବାଗତ...

କରୋନା ଟିକା ନ ନେଲେ ହରାଇବାକୁ ପଡିବ ଚାକିରି

ଓଟାୱା,୯ ।୯: କରୋନା ସଂକ୍ରମଣ ବୃଦ୍ଧିକୁ ଦେଖି ଏୟାର ଲାଇନ୍ସ ପକ୍ଷରୁ ଚେତାବନୀ ଜାରି କରାଯାଇଛି । କମ୍ପାନୀ କହିଛି ଯେଉଁ କର୍ମଚାରୀମାନେ ଏପର୍ଯ୍ୟନ୍ତ କରୋନା...

ମାଡ଼ି ଆସୁଛି ବିପଦ: ଡାଇନୋସରସ୍‌ଙ୍କ ବିନାଶ କରିଥିବା ଗ୍ରହାଣୁ ୨୦୨୭ରେ ହେବ ପୃଥିବୀ ମୁହାଁ

ଓ୍ବାଶିଂଟନ,୧୭।୮: ପୃଥିବୀ ପୃଷ୍ଠରୁ ୬୬ ନିୟୁତ ବର୍ଷ ତଳେ ଡାଇନୋସରସ୍‌ଙ୍କ ବିନାଶ କରିଥିବା ଗ୍ରହାଣୁ ୧୯୯୦-ଏମ୍‌ୟୁ ଆସନ୍ତା ୨୦୨୭ରେ ପୃଥିବୀ ମୁହାଁ ହେବ। ଏବେ ଏହି...

ଛାତ୍ରୀଙ୍କୁ ପାଠ ପଢାଇପାରିବେନି ପୁରୁଷ ଶିକ୍ଷକ

କାବୁଲ,୩୦।୮: ଆଫଗାନିସ୍ତାନକୁ ନିଜ ହାତକୁ ନେବା ପରେ ତାଲିବାନମାନେ ବର୍ବର କାଣ୍ଡ ଘଟାଇବା ସହ ନିଜର ଅସଲ ରୂପ ଦେଖାଉଛନ୍ତି। ସୋମବାର ତାଲିବାନ ମହିଳା ଶିକ୍ଷା...

କୋଭାକ୍ସିନ୍‌-କୋଭିଶିଲ୍ଡ ତୁଳନାରେ ଅଧିକ ପ୍ରଭାବଶାଳୀ ଫାଇଜର-ମଡର୍ନା …

ଓ୍ବାଶିଂଟନ,୨୯।୬: ଭାରତ ବାୟୋଟେକ୍‌ ଦ୍ୱାରା ପ୍ରସ୍ତୁତ ହୋଇଥିବା କୋଭାକ୍ସିନ୍‌ ଏବଂ ସିରମ୍‌ ଇନଷ୍ଟିଚ୍ୟୁଟର କୋଭିଶିଲ୍ଡ ଭାକ୍ସିନ୍‌ ତୁଳନାରେ ଫାଇଜର-ମଡର୍ନା ଅଧିକ ପ୍ରଭାବଶାଳୀ ବୋଲି ଏକ ଗବେଷଣା...

ଜି-୭ ସମ୍ମିଳନୀ: କଶ୍ମୀର ମାମଲାରେ ମଧ୍ୟସ୍ଥତା କରିବନି ଆମେରିକା

ବିଆରିଜ୍‌,୨୬।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜି-୭ ସମ୍ମିଳନୀରେ ଯୋଗ ଦେବାପାଇଁ ଫ୍ରାନ୍ସ ପହଞ୍ଚିଛନ୍ତି। ସୋମବାର ସେଠାରେ ସେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ସାକ୍ଷାତ୍‌...

ଖୁସି ଖବର, ଡେଲ୍ଟା-ଆଲ୍ଫା ଭାରିଆଣ୍ଟ୍‌ ବିରୋଧରେ ପ୍ରଭାବଶାଳୀ ସାବ୍ୟସ୍ତ ହେଉଛି କୋଭାକ୍ସିନ୍‌…

ଓ୍ବାଶିଂଟନ/ନୂଆଦିଲ୍ଲୀ,୩୦।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ଏପରିସ୍ଥଳେ ସଂକ୍ରମଣରୁ ଦୂରେଇ ରହିବା ଲାଗି ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି।...

Advertisement


Archives

Model This Week