କମେଡି ମାୟା

ନିକଟରେ ରିଲିଜ ହୋଇଛି ସବ୍ୟସାଚୀ-ଏଲିନା ଅଭିନୀତ ‘ମାଲ ମହୁ ଜୀବନ ମାଟି’। ଏଥିରେ ଡନ୍‌ ଡୋଗ୍ରାର ଅନ୍ୟତମ ସହଯୋଗୀ ଭାବରେ ଅଭିନୟ କରିଛନ୍ତି ବିଜୁ ବଡଜେନା। ଦୀର୍ଘବର୍ଷ ଧରି ଖଳନାୟକ ଭାବରେ ନିଜର ପରିଚୟ ସୃଷ୍ଟି କରିଥିବା ଏହି ଅଭିନେତାଙ୍କୁ ଏଥିରେ କମେଡି କରୁଥିବାର ଦେଖିବାକୁ ମିଳିଛି। ହେଲେ ସେଥିରେ ନେଗେଟିଭ୍‌ ଟଚ୍‌ ରହିଛି। ଏ ସମ୍ପର୍କରେ ବିଜୁ କହନ୍ତି, ‘ବଡ଼ ପରଦାରେ ମୁଁ ପ୍ରଥମ ଥର ପାଇଁ କମେଡି କରୁଛି। ଯାହାହେଉ ଏକ ନୂଆ ଅଭିଜ୍ଞତା ହେଲା। ମୋତେ ଯେଉଁ ଭୂମିକା ମିଳୁ ନା କାହିଁକି ତାକୁ ମୁଁ ସିରିୟସ୍‌ଲି ନେଇଥାଏ। ସେହି ଚରିତ୍ରଟିକୁ କିପରି ଠିକ୍‌ ଭାବରେ ଫୁଟାଇ ହେବ ଚେଷ୍ଟା କରିଥାଏ।’ ଏବେ ତାଙ୍କ ଅଭିନୀତ ପାଞ୍ଚଟି ଫିଲ୍ମ-‘ତୁ ଭାରି ବିୟୁଟିଫୁଲ’, ‘ଆଣ୍ଟି ନମସ୍କାର’, ‘ଆସିବି ଫେରି ମୁଁ ବସୁଧା ଚିରି’, ‘ରଘୁ ସର୍ଦ୍ଦାର’ ଏବଂ ‘ଅଟୋଗ୍ରାଫ-ଦ ସାଇନ୍‌ ଅଫ ଲଭ୍‌’। ତେବେ ଏଥିରେ ମିଳିଥିବା ଭୂମିକାରେ ବିଜୁ ଦର୍ଶକଙ୍କୁ କେତେଦୂର ପ୍ରଭାବିତ କରୁଛନ୍ତି ତାହା ଫିଲ୍ମଗୁଡିକ ରିଲିଜ ହେଲେ ହିଁ ଜଣାପଡିବ।


Enter your email to get our daily news in your inbox.

All Right Reserved By Dharitri.Com

‘ଗୀଥା ଗୋବିନ୍ଦମ’ରେ ଅଭିନୟ କରିବାକୁ ପ୍ରଥମେ ଅରାଜି ଥିଲେ ବିଜୟ

‘ଗୀଥା ଗୋବିନ୍ଦମ୍‌’ ଟଲିଉଡ୍‌ର ସଫଳ ଫିଲ୍ମ ମଧ୍ୟରୁ ଗୋଟିଏ। ଫିଲ୍ମରେ ପ୍ରମୁଖ ଭୂମିକାରେ ନଜର ଆସିଥିଲେ ବିଜୟ ଦେବରାକୋଣ୍ଡା ଓ ରଶ୍ମୀକା ମନ୍ଦାନ୍ନା। ବକ୍ସ ଅଫିସରେ...

ଅନୁଷ୍କାଙ୍କ ପୂର୍ବରୁ ଏହି ସୁନ୍ଦରୀଙ୍କ ପ୍ରେମରେ ପାଗଳ ଥିଲେ ବିରାଟ କୋହଲି

ଭାରତୀୟ କ୍ରିକେଟ ଦଳର ଅଧିନାୟକ ତଥା ବ୍ୟାଟସ୍‌ମ୍ୟାନ ବିରାଟ କୋହଲିଙ୍କ ଜୀବନ ଏକଦା ଦୁଃଖରେ ଭରପୂର ଥିଲା। ତେବେ ବିରାଟଙ୍କ ଏହି କାହାଣୀ ବିଷୟରେ ଖୁବ୍‌...

କେତେବେଳେ ହିରୋ କେତେବେଳେ ଜିରୋ

ଖୁସି କ୍ରିଏସନ୍ସ ବ୍ୟାନରରେ ନିର୍ମିତ ହୋଇଛି ନୂଆ ଓଡ଼ିଆ ସିନେମା ‘ହିରୋ ନଂ ଜିରୋ’। ଚିତ୍ରର କାହାଣୀ, ଚିତ୍ରନାଟ୍ୟ ରଚନା ସହ ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇଛନ୍ତି...

କିଆରାଙ୍କୁ ୧୦ ମିନିଟ ପାଇଁ ଭେଟିବାକୁ ଚାହୁଁଛନ୍ତି ଏହି ପ୍ରଶଂସକ: ଅଭିନେତ୍ରୀଙ୍କ ଉତ୍ତର ଏବେ ଚର୍ଚ୍ଚାରେ

ବଲିଉଡ୍‌ ଅଭିନେତ୍ରୀ କିଆରା ଆଡ୍‌ଭାନୀ ସୋସିଆଲ ମିଡିଆରେ ବହୁତ ସକ୍ରିୟ। ପ୍ରଶଂସକଙ୍କ ପାଇଁ ସେ ସବୁବେଳେ ନୂୂଆ ନୂଆ ଫଟୋ ଶେୟାର କରୁଛନ୍ତି। ପ୍ରଶଂସକମାନେ ମଧ୍ୟ...

ଡିସେମ୍ବର ୨୨ ପୂର୍ବରୁ ପୋଲିସରେ ହାଜର ହେବାକୁ କଙ୍ଗନାଙ୍କୁ ନିର୍ଦ୍ଦେଶ

ମୁମ୍ବାଇ: ଅଭିନେତ୍ରୀ କଙ୍ଗନା ରାଣାଓ୍ବତଙ୍କ ବିରୋଧରେ ଦାଖଲ ହୋଇଥିବା ଏଫ୍‌ଆଇଆର ଶୁଣାଣି ବେଳେ ମୁମ୍ବାଇ ହାଇକୋର୍ଟ ତାଙ୍କୁ ଡିସେମ୍ବର ୨୨ ପୂର୍ବରୁ ମୁମ୍ବାଇ ପୋଲିସ ସମ୍ମୁଖରେ...

ପ୍ରେମିକା ଚନ୍ଦ୍ରଭାଗା – ନାଟ୍ୟକାର ହର ବାରିକ

ଓଡ଼ିଆ ଯାତ୍ରାଜଗତର ସେ ହେଉଛନ୍ତି ଜଣେ ମାତ୍ର ନିର୍ଦ୍ଦେଶକ ଯିଏ ଯାତ୍ରାର ମୌଳିକତା ଉପରେ ଗୁରୁତ୍ୱ ଦିଅନ୍ତି। ଓଡ଼ିଆ ଯାତ୍ରାଜଗତର ସେ ହେଉଛନ୍ତି ଜଣେ ମାତ୍ର...

ବିଶ୍ୱନାଥ ମନ୍ଦିର ଦର୍ଶନ କରି ବିବାଦରେ ସାରା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ସାରା ଅଲ୍ଲୀ ଖାଁ ବାରାଣସୀସ୍ଥିତ କାଶୀ ବିଶ୍ୱନାଥ ମନ୍ଦିର ଦର୍ଶନ କରିଥିବା ନଜର ଆସିଛନ୍ତି। ଏହାକୁ ନେଇ ଏବେ ବିବାଦ ସୃଷ୍ଟି...

ପ୍ରଶଂସକ ବାଛିଲେ ଭାରତିଙ୍କ ନୂଆ ଅତିଥିଙ୍କ ନାମ, ପସନ୍ଦ କଲେନି ଦମ୍ପତି

ମୁମ୍ବାଇ: ଜଣାଶୁଣା କମେଡିଆନ ଭାରତି ସିଂ ମା’ ହେବାକୁ ଯାଉଛନ୍ତି । ଅନୁମାନ କରାଯାଉଛି ଏହି ସପ୍ତାହରେ ଭାରତି ଓ ତାଙ୍କ ସ୍ୱାମୀ ହର୍ଷ ନୂଆ...

Advertisement
Archives

Model This Week