କବିତା ମାଧ୍ୟମରେ କରୋନା ସଚେତନତା ବାର୍ତ୍ତା ଦେଲେ ଅମିତାଭ

ମୁମ୍ବାଇ: ସାରା ବିଶ୍ୱରେ କରୋନା ଭାଇରସ୍‌ ମହାମାରୀ କାୟା ବିସ୍ତାର କରିଚାଲିଛି। ଏଥିରୁ ମଧ୍ୟ ବାଦ୍‌ ପଡ଼ିନି ଭାରତ। ଏଠାରେ ୭୮ ଜଣ କରୋନା ଭାଇରସ୍‌ରେ ଆକ୍ରାନ୍ତ ହୋଇଥିବା ବେଳେ କର୍ନାଟକର ଜଣେ ରୋଗୀଙ୍କର ମୃତ୍ୟୁ ଘଟିଛି। ଏନେଇ ବିଗ୍‌ ବି ଅମିତାଭ ବଚ୍ଚନ ଏହି ଭାଇରସ୍‌କୁ ନେଇ ଏକ କବିତା ଲେଖି ତାଙ୍କ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ସେ କେବଳ କବିତା ଲେଖିନାହାନ୍ତି ବରଂ ଏହାକୁ ପଢୁଥିବା ଭିଟିଓଟି ମଧ୍ୟ ଭାଇରାଲ ହୋଇଛି।
ଭିଡିଓଟିକୁ ଶେୟାର କରି ଅମିତାଭ ଲେଖିଛନ୍ତି ‘କୋଭିଡ୍‌-୧୯’ ବିଷୟରେ ସେ ଚିନ୍ତିତ। ଦୟାକରି ସୁରକ୍ଷିତ ରୁହନ୍ତୁ ବୋଲି ଭିଡିଓ ଜରିଆରେ ପରାମର୍ଶ ଦେଇଛନ୍ତି। କବିତା ପାଠ ପୂର୍ବରୁ ଅମିତାଭ କହିଛନ୍ତି, ନମସ୍କାର ସାଥୀଗଣ। ମୁଁ ଅମିତାଭ ବଚ୍ଚନ। ଦୀର୍ଘଦିନ ଧରି କରୋନା ଭାଇରସ୍‌ ବିଷୟରେ ଅନେକ କଥା ଶୁଣିବାକୁ ମିଳୁଛି। ଅନେକ କ୍ଷତି ହେଉଛି। ଅନେକ ଭୟଭୀତ ମଧ୍ୟ ଅଛନ୍ତି। ଆଜି ସକାଳେ ମୁଁ ଏଇୟା ଅନୁଭବ କଲି କି ଏହା ଉପରେ ମଧ୍ୟ ମୋତେ କିଛି କହିବାକୁ ପଡ଼ିବ। ତେଣୁ ମୁଁ କରୋନା ସମ୍ପର୍କରେ କିଛି ଧାଡ଼ି କବିତା ଲେଖିଛି। ମୋତେ କ୍ଷମା କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶଂସା ଅନ୍ତରାଳେ

କରୀନା ଏବେ ଆମୀରଙ୍କ ପ୍ରଶଂସାରେ ଶତମୁଖ। କଥା କ’ଣ କି ଦୁହେଁ ଏବେ ନିର୍ମାଣାଧୀନ ହିନ୍ଦୀ ସିନେମା ‘ଲାଲ୍‌ ସିଂ ଚଢ଼ା’ରେ ଅଭିନୟ କରୁଛନ୍ତି। ତେବେ...

ଝିଅର ଜନ୍ମଦିନ ପାଳିଲେ ଧର୍ମେନ୍ଦ୍ର-ହେମା

ମୁମ୍ବାଇ: ବଲିଉଡ ଡ୍ରିମ ଗର୍ଲ ହେମା ମାଳିନୀ ଓ ଅଭିନେତା ଧର୍ମେନ୍ଦ୍ର ଝିଅ ଆହାନାଙ୍କର ବାର୍ଥଡେ ନିଜ ପରିବାର ସହ ମୁମ୍ବାଇର ଜୁହୁ ସ୍ଥିତ ଏକ...

ହାଇଦ୍ରାବାଦ ଭେଟେରିନାରି ଡାକ୍ତରଙ୍କ ବଳାତ୍କାର, ହତ୍ୟା ଘଟଣାକୁ ନେଇ ଫିଲ୍ମ ନିର୍ମାଣ କରିବେ ରାମ ଗୋପାଳ ବର୍ମା

ହାଇଦ୍ରାବାଦ,୧୭।୨: ବହୁ ଚର୍ଚ୍ଚିତ ହାଇଦ୍ରାବାଦ ଭେଟେରିନାରି ମହିଳା ଡାକ୍ତରଙ୍କୁ ଗଣବଳାତ୍କାର ପରେ ହତ୍ୟା କରାଯିବା ଘଟଣା ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ଏବେ ଏହି...

ଯାତ୍ରା: ‘ଗୋଟିଏ ଡୋଳାରେ ସୀତା ଗୋଟିଏ ଡୋଳାରେ ଗଙ୍ଗା’

ଓଡ଼ିଆରେ ଏକ ଅତି ଲୋକପ୍ରିୟ ଶ୍ରୀଜଗନ୍ନାଥ ଭଜନ ରହିଛି, ଯାହାର ପ୍ରଥମ ପଦ ବା ମୁଖୁଡ଼ା ହେଉଛି : ଗୋଟିଏ ଡୋଳାରେ ତା’ର ରାଧା ନାଚୁଛି/ଆଉ...

ପୁଣିଥରେ ଏକାଠି କାମ କରିବେ ସଲମାନ, ସତିଶ

ମୁମ୍ବାଇ: ବଲିଉଡ୍‌ ନିର୍ଦ୍ଦେଶକ ସତିଶ କୌଶିକ ଓ ଅଭିନେତା ସଲମାନ ଖାଁ ପୁଣିଥରେ ଏକାଠି ହେବାକୁ ଯାଉଛନ୍ତି। ଶୁଣିବାକୁ ମିଳିଛି କି ପୂର୍ବରୁ ଏମାନଙ୍କ ଯୋଡି...

ସୁଶାନ୍ତଙ୍କ ଆକାଉଣ୍ଟରୁ ଗୋଟିଏ ମାସରେ ୧୫ କୋଟି ଟଙ୍କା ଉଠାଇ ଥିଲେ ଗର୍ଲଫ୍ରେଣ୍ଡ

ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ପ୍ରସଙ୍ଗ ନୂଆ ମୋଡ ଆସିଛି। ସୁଶାନ୍ତଙ୍କ ପିତା ପାଟଣା ରାଜୀବନଗର ଥାନାରେ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କ...

ଚୁଜି ହେଲେଣି ଅନନ୍ୟା

‘ଷ୍ଟୁଡେଣ୍ଟ ଅଫ ଦ ଇୟର-୨’ରୁ ବଲିଉଡ୍‌ କ୍ୟାରିୟର ଆରମ୍ଭ କରିଥିଲେ ଅନନ୍ୟା ପାଣ୍ଡେ। କରନ୍‌ ଜୋହରଙ୍କ ପରି ନାମୀ ପ୍ରଯୋଜକ ତାଙ୍କୁ ବ୍ରେକ୍‌ ଦେଇଥିଲେ। ହେଲେ...

ଲୁଟ୍‌ର ଶିକାର ହେଲେ ଏହି ଅଭିନେତା

ଟିଭି ଧାରାବାହିକ ‘ହାପ୍ପୁକି ଉଲଟନ୍‌ ପଲଟନ’ରେ କମଲେଶ ଚରିତ୍ରରେ ଅଭିନୟ କରିଥିବା ଅଭିନେତା ସଞ୍ଜୟ ଚୌଧୁରୀ ଦିନ ଦୁଇପହରରେ ଲୁଟ୍‌ର ଶିକାର ହୋଇଛନ୍ତି। ନିଜ ଇନ୍‌ଷ୍ଟାଗ୍ରାମ୍‌ରେ...

Play 250+ Trending Games
Archives

Model This Week

Why Dharitri