ଓଡ଼ିଶା: ଆଜିର ଫଟୋ

ଦରଘାବଜାର ସ୍ଥିତ କ୍ୟୁଡମ୍‌-ଇ-ରସୁଲ ବନ୍ଦ ଥିବା ବେଳେ କରୋନା କଟକଣାକୁ ମାନି ପବିତ୍ର ଇଦ୍‌-ଉଲ୍‌-ଫିତର ପାଳନ ଅବସରରେ ମୁସଲମାନଧର୍ମୀ ବ୍ୟକ୍ତି ନମାଜ ପାଠ କରୁଛନ୍ତି।

ସରକାରଙ୍କ ନିୟମକୁ ଫୁ: ଅଟୋରେ ୨ଜଣଙ୍କ ସ୍ଥାନରେ ୩ଜଣ ଯାଉଛନ୍ତି।

କଟକ ରୋଡରେ ମଦଦୋକାନ ଆଗରେ ପୋଲିସ ଗାଡ଼ି ଗଲା ପରେ ଦୋକାନ ସମ୍ମୁଖରେ ନାହିଁ ନ ଥିବା ଭିଡ଼।

ଭୁବନେଶ୍ୱରରେ ଆଜିଠାରୁ ଅଟୋ ଚଳାଚଳ ଆରମ୍ଭ ହୋଇଛି।

ସୁନ୍ଦରପଦା ଆଜାଦ ନଗର ମସ୍‌ଜିଦକୁ ପୋଲିସ ଜଗିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ ( ଅଗଷ୍ଟ ୨୧, ୨୦୨୦)

ଗୌରିଶଙ୍କର ପାର୍କ ନିକଟରେ ବିକ୍ରି ହେଉଥିବା ଗଣେଶଙ୍କ ମୃଣ୍ମୟୀ ପ୍ରତିମା କ୍ରୟ କରୁଥିବା ଗ୍ରାହକ   ରାଜଧାନୀରେ ଦୁଇଦିନ ଶଟ୍‌ଡାଉନ ଓ ଗଣେଶ ପୂଜା ପାଇଁ...

ଓଡ଼ିଶା: ଆଜିର ଫଟୋ (ନଭେମ୍ବର ୧୪, ୨୦୨୦)

ଆଜି ପବିତ୍ର ଦୀପାବଳି ଅମାବାସ୍ୟା ଏହି ଅବସରରେ ଭୁବନେଶ୍ୱର ସତ୍ୟନଗର କାଳୀ ମନ୍ଦିରରେ ଭକ୍ତଙ୍କ ଭିଡ ଭୁବନେଶ୍ୱର ର ବରମୁଣ୍ଡା କାଳୀମନ୍ଦିର ନିକଟରେ ଭକ୍ତ ମାନେ...

ଓଡ଼ିଶା: ଆଜିର ଫଟୋ ( ଅଗଷ୍ଟ ୮, ୨୦୨୦)

ଶଟଡାଉନରେ ଭୁବନେଶ୍ୱର ବର୍ଷାରେ ରାଜଧାନୀ ଶଟଡାଉନରେ କଟକ ସହର   ନରାଜ ନିକଟ କାଠଯୋଡ଼ି ନଦୀରେ ମାଛ ଧରୁଛନ୍ତି ଧୀବର  

ଓଡ଼ିଶା: ଆଜିର ଫଟୋ (ସେପ୍ଟେମ୍ବର ୨୩, ୨୦୨୦)

ଭୁବନେଶ୍ୱର ଓୟୁଏଟି ଫାର୍ମହାଉସରେ ସାର ସିଞ୍ଚନ କରୁଛନ୍ତି ଚାଷୀ କଟକ ରାଣୀହାଟ ତାଳଦଣ୍ଡା କେନାଲ ରୋଡରେ ସୌନ୍ଦର୍ଯ୍ୟକରଣ ପାଇଁ ରାସ୍ତାପାର୍ଶ୍ୱ ଗଛଗୁଡିକୁ ଧଳାରଙ୍ଗର ପ୍ରଲେପ ଦିଆଯାଉଛି...

ଓଡ଼ିଶା: ଆଜିର ଫଟୋ ( ଅଗଷ୍ଟ ୨୦, ୨୦୨୦)

ପ୍ରବଳ ବର୍ଷା ମଧ୍ୟରେ କୁଆଖାଇ ନଦୀ ଭୁବନେଶ୍ୱରର ବମିଖାଲ ଅଞ୍ଚଳରେ ଡ୍ରେନ୍ ପାଣିରେ ବତକ ମାନେ ଖେଳୁଛନ୍ତି ଗଣେଶ ଚତୁର୍ଥୀ ଆଗରୁ ଭୁବନେଶ୍ୱର ୟୁନିଟ୍-୨ ବଜାରରେ...

ଓଡ଼ିଶା: ଆଜିର ଫଟୋ ( ଅଗଷ୍ଟ ୧୯, ୨୦୨୦)

ରାଜଧାନୀରେ ଲଗାଣ ବର୍ଷା ଅନୁଗୋଳରେ ରୋଇବା ଲାଗି ଧାନ ତଳି ନେଇ ଯାଉଛନ୍ତି ଚାଷୀ କଟକ ଚାଉଳିଆଗଞ୍ଜରେ ଆହାର କରୁଛି ଗୁଣ୍ଡୁଚି କଟକ ସିଡିଏରେ ସିମେଣ୍ଟ ପାଇପ...

ଓଡ଼ିଶା: ଆଜିର ଫଟୋ (ଅକ୍ଟୋବର ୨୨, ୨୦୨୦)

ଜଣେ ବିକ୍ରେତା ତାଙ୍କ ଦୋକାନରେ ଲେମ୍ବୁ ସଜାଡୁଛନ୍ତି ଭୁବନେଶ୍ୱରର ନୟାପଲ୍ଲୀ ଦୁର୍ଗା ପୂଜା ମଣ୍ଡପ ରେ ସପ୍ତମୀ ପୂଜା କଟକସ୍ଥିତ କାଠଗଡ଼ା ସାହି ମଣ୍ଡପ ରେ...

ଓଡ଼ିଶା: ଆଜିର ଫଟୋ (ଡିସେମ୍ବର ୧, ୨୦୨୦)

କଟକ ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲ ପରିସରରେ ଆତ୍ମୀୟ ସ୍ୱଜନମାନେ ଷ୍ଟ୍ରେଚରରେ ରୋଗୀଙ୍କୁ ଚିକିତ୍ସ୍ୟା ପାଇଁ ନେଇ ଯାଉଛନ୍ତି   ପୁରୀ ନୂଆ ନଈରେ...


Coronavirus Update

Archives

Model This Week

Why Dharitri