ଓଡ଼ିଶା: ଆଜିର ଫଟୋ

କମିଶନରେଟ୍‌ ପୋଲିସ(ସିପି) ଅଫିସରେ ସିପି ସୁଧାଂଶୁ ଷଡ଼ଙ୍ଗୀ ଭୁବନେଶ୍ୱରରେ ସାମାଜିକ ଦୂରତା ଏବଂ ମାସ୍କ ପିନ୍ଧିବା ନିୟମକୁ କାର୍ଯ୍ୟକାରୀ କରିବା ନିମନ୍ତେ ଡ୍ରୋନ୍‌ ବ୍ୟବହାରର ଶୁଭାରମ୍ଭ କରିଛନ୍ତି।

ବିଭିନ୍ନ ସ୍ଥାନରୁ ଆସିଥିବା ପ୍ରବାସୀମାନେ ଗୁରୁବାର ଭୁବନେଶ୍ୱରର ଜୟଦେବ ବିହାରରୁ ନିଜର ଗନ୍ତବ୍ୟସ୍ଥଳକୁ ଯିବା ପାଇଁ ଠିକ୍‌ କରୁଛନ୍ତି ଅଟୋ।

ଲିଙ୍ଗରାଜ ମନ୍ଦିର ସମ୍ମୁଖରେ ମାସ୍କ ପିନ୍ଧି ନ ଥିବା ବାଇକ୍‌ ଚାଳକଙ୍କଠାରୁ ଜରିମାନା ଆଦାୟ କରୁଛି ପୋଲିସ ।

ଆଜିଠାରୁ ରାଜ୍ୟରେ ଆନ୍ତଃରାଜ୍ୟ ବସ୍‌ ସେବା ଆରମ୍ଭ ହୋଇଛି। ଭୁବନେଶ୍ୱର ବରମୁଣ୍ଡା ବସ୍‌ଷ୍ଟାଣ୍ଡରୁ ଛାଡ଼ିଥିବା ଏକ ବସ୍‌ରେ ସାମାଜିକ ଦୂରତା ରଖି ବସିଥିବା ଯାତ୍ରୀଙ୍କଠାରୁ ଜଣେ କଣ୍ଡକ୍ଟର ଟିକେଟ ସଂଗ୍ରହ କରୁଛନ୍ତି।

ଶ୍ରୀ ସତ୍ୟ ସାଇ ସେବା ସଂଗଠନ ଭୁବନେଶ୍ୱର, ଓଡ଼ିଶା ପକ୍ଷରୁ ଷ୍ଟେଶନରେ କାମ କରୁଥିବା କୁଲିଙ୍କୁ(ଅମୃତ କଳସ) ରାଶନ ସାମଗ୍ରୀ ବଣ୍ଟନ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ (ଜାନୁଆରୀ ୨୭, ୨୦୨୧)

 କଟକ ଫିରଙ୍ଗି ବଜାର କାରିଗରଙ୍କ ଦ୍ୱାରା ପ୍ରସ୍ତୁତ ହେଉଛି ନାଗାର୍ଜୁନ ବେଶ ମୁକୁଟ କଟକ କଲେଜ ଛକ ଅଞ୍ଚଳ ରାସ୍ତା ପାର୍ଶ୍ୱରୁ ସିଏମ୍‌ସି ପକ୍ଷରୁ ଜବରଦଖଲ...

ଓଡ଼ିଶା: ଆଜିର ଫଟୋ ( ଜୁଲାଇ ୨୨, ୨୦୨୦)

ରାଜଧାନୀ ରାସ୍ତାରେ କଡାକଡି ଯାଞ୍ଚ ଚାଲିଛି   କଟକଣା ସତ୍ତ୍ୱେ ଭୁବନେଶ୍ୱରରେ ପରିବା ଏବଂ ମାଛ କିଣିବା ଲାଗି ଲୋକଙ୍କ ଗହଳି   ଭୁବନେଶ୍ୱରରେ କାମକୁ...

ଓଡ଼ିଶା: ଆଜିର ଫଟୋ (ମେ ୩୦, ୨୦୨୨)

କଟକ ବାରବାଟୀ ଷ୍ଟାଡ଼ିୟମ ପଡିଆ ପ୍ରସ୍ତୁତି କାର୍ଯ୍ୟ ଚାଲିଛି ବାରବାଟୀ ଷ୍ଟାଡ଼ିୟମ ଦର୍ଶକ ବସିବା ଜାଗାକୁ ନେଟରେ ଆବୃତ୍ତ କରାଯାଉଛି ସାବିତ୍ରୀ ବ୍ରତ ପାଇଁ ବ୍ରହ୍ମପୁରର...

ଓଡ଼ିଶା: ଆଜିର ଫଟୋ (ଜୁଲାଇ ୨୬, ୨୦୨୨)

ଓଡିଶା ହାଇକୋର୍ଟର ପ୍ରତିଷ୍ଠା ଦିବସ ଓ ଓଡିଶା ହାଇକୋର୍ଟର ପ୍ରଥମ ମୁଖ୍ୟ ବିଚାରପତି ଜଷ୍ଟିସ ବୀର କିଶୋର ରାୟଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ହାଇକୋର୍ଟ ପରିସରରେ ଥିବା...

ଓଡ଼ିଶା: ଆଜିର ଫଟୋ (ଫେବୃୟାରୀ ୨୪ , ୨୦୨୨)

ଭାରତୀୟ ମହିଳା ହକି ଦଳ ଏଫଆଇଏଚ ପ୍ରୋ ଲିଗ୍ ପୂର୍ବରୁ କଳିଙ୍ଗ ଷ୍ଟାଡିୟମରେ ଅଭ୍ୟାସ କରୁଥିବା ଦେଖାଯାଇଛି ଓଡିଶା ମହିଳା ଫୁଟବଲ୍ ଲିଗ୍: ଭୁବନେଶ୍ୱରର କ୍ୟାପିଟାଲ୍...

ଓଡ଼ିଶା: ଆଜିର ଫଟୋ (ସେପ୍ଟେମ୍ବର ୭ , ୨୦୨୦)

ଯାତ୍ରୀମାନେ ସୋମବାର ଭୁବନେଶ୍ୱର ରେଳ ଷ୍ଟେସନରେ ସାମାଜିକ ଦୂରତା କୁ ମାନୁ ନାହାନ୍ତି       ଓଡ଼ିଶା ବିଧାନସଭା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର...

ଓଡ଼ିଶା: ଆଜିର ଫଟୋ (ଏପ୍ରିଲ ୦୧, ୨୦୨୨)

କଟକ ଜିଲ୍ଲା କ୍ରୀଡା ସଂସଦ ପକ୍ଷ୍ୟରୁ ଉତ୍କଳଦିବସ ଅବସରରେ ବାରବାଟୀ ଦୁର୍ଗ ନିକଟରୁ ଅନୁଷ୍ଠିତ ଗଣଦୌଡ ପ୍ରତିଯୋଗିତା   ପୁରୀ ପୋଲିସ ଲାଇନ ପଡ଼ିଆରେ ପୋଲିସ...

ଓଡ଼ିଶା: ଆଜିର ଫଟୋ ( ଅକ୍ଟୋବର ୨, ୨୦୨୦ )

ଭୁବନେଶ୍ୱର ଗାନ୍ଧୀ ପାର୍କରେ ବିଭିନ୍ନ ସଂଗଠନ ମହାତ୍ମା ଗାନ୍ଧୀଙ୍କ ଜନ୍ମ ଶତବାର୍ଷିକୀ ପାଳନ କରୁଛନ୍ତି   ପ୍ରବଳ ବର୍ଷା ଫଳରେ କଟକ ସହରର ବିଭିନ୍ନ ଅଂଚଳ...

Advertisement
Archives

Model This Week