
ଶଟ୍ଡାଉନ୍ ଖୋଲିବା ପରେ ରାଜଧାନୀ କଟକ ରୋଡରେ ଯାନବାହନ ଭିଡ଼।

ଯାତ୍ରୀଙ୍କୁ ଗନ୍ତବ୍ୟସ୍ଥଳକୁ ନେଇଯିବା ପୂର୍ବରୁ ବାଦାମବାଡ଼ି ବସ ଷ୍ଟାଣ୍ଡରେ ଓଆର୍ଟିସି ବସ୍ଗୁଡିକୁ ବିଶୋଧନ କରାଯାଉଛି।

‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଙ୍ଗୀତ ମାନ୍ୟତା ପରେ ମୁଖ୍ୟ ମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇ ଲୋୟର ପିଏମ୍ଜିରେ ଜନ ମଙ୍ଗଳ ପରିଷଦ ପକ୍ଷରୁ ଖୁସିର ଲହରୀ।


