
ଜୋବ୍ରା ଆନିକଟଠାରେ ମହାନଦୀରେ ପ୍ରବାହିତ ବନ୍ୟାଜଳ
ରାଜଧାନୀରେ ପ୍ରବଳ ଖରା, ପିଏମ୍ଜି ରୋଡ୍ରେ ମରିଚିକାର ଦୃଶ୍ୟ
ଜିଲାପାଳଙ୍କ ଅଫିସ ମୁଖ୍ୟଦ୍ୱାର ସମ୍ମୁଖରେ ଇନରହ୍ବିଲ କ୍ଲବ କଟକ ମିଡ ଟାଉନ ପକ୍ଷରୁ ସ୍ଥାପନ କରାଯାଇଥିବା ସାନିଟାଇଜର ଟନେଲକୁ ଜିଲାପାଳ ଭବାନି ଶଙ୍କର ଛାୟାନି ଉଦ୍ଘାଟନ କରୁଛନ୍ତି
ରାଜଧାନୀରେ ଜଣେ କବାଡିଆ ଟ୍ରଲି ଉପରେ ରଖିଥିବା ଜିନିଷ ଉପରେ ଜଣେ ମହିଳା ବିପଦ ସଙ୍କୁଳ ଅବସ୍ଥାରେ ବସିଛନ୍ତି