ଓଡ଼ିଶା: ଆଜିର ଫଟୋ (ଜୁନ୍ ୨୬, ୨୦୨୦)

ଜୋବ୍ରା ଆନିକଟଠାରେ ମହାନଦୀରେ ପ୍ରବାହିତ ବନ୍ୟାଜଳ

ରାଜଧାନୀରେ ପ୍ରବଳ ଖରା, ପିଏମ୍‌ଜି ରୋଡ୍‌ରେ ମରିଚିକାର ଦୃଶ୍ୟ

 

ଜିଲାପାଳଙ୍କ ଅଫିସ ମୁଖ୍ୟଦ୍ୱାର ସମ୍ମୁଖରେ ଇନରହ୍ବିଲ କ୍ଲବ କଟକ ମିଡ ଟାଉନ ପକ୍ଷରୁ ସ୍ଥାପନ କରାଯାଇଥିବା ସାନିଟାଇଜର ଟନେଲକୁ ଜିଲାପାଳ ଭବାନି ଶଙ୍କର ଛାୟାନି ଉଦ୍‌ଘାଟନ କରୁଛନ୍ତି

ରାଜଧାନୀରେ ଜଣେ କବାଡିଆ ଟ୍ରଲି ଉପରେ ରଖିଥିବା ଜିନିଷ ଉପରେ ଜଣେ ମହିଳା ବିପଦ ସଙ୍କୁଳ ଅବସ୍ଥାରେ ବସିଛନ୍ତି

 

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ (ନଭେମ୍ବର ୯ , ୨୦୨୦)

ଭୁବନେଶ୍ୱରର ପ୍ରଦର୍ଶନୀ ପଡିଆରେ ମୁର୍ତ୍ତିକା ମେଳାରେ ଜଣେ ମହିଳା ମାଟି ସାମଗ୍ରୀ ପ୍ରଦର୍ଶନ କରୁଛନ୍ତି ପ୍ରବାସୀ ବ୍ୟବସାୟୀମାନେ ରାମମନ୍ଦିର ରାସ୍ତା କଡରେ ଶୀତବସ୍ତ୍ର ବିକ୍ରି କରୁଛନ୍ତି...

ଓଡ଼ିଶା: ଆଜିର ଫଟୋ ( ଜୁଲାଇ ୨୪, ୨୦୨୦)

କଳା ବାଦଲ ଆସ୍ତରଣରେ ରାଜଧାନୀ ଆକାଶ   ଭୁବନେଶ୍ୱରସ୍ଥିତ ବିନ୍ଦୁସାଗର ମଧ୍ୟ ଭାଗରେ ଥିବା  ମନ୍ଦିର ଚାରିପାଖରେ ଅନାବନା ଗଛ   ଗ୍ୟାରେଜଛକଠାରେ ବାଇକ ଓ...

ଓଡ଼ିଶା: ଆଜିର ଫଟୋ (ମେ ୮, ୨୦୨୨)

ବାଲିଯାତ୍ରା ଉପର ପଡିଆରେ ଚାଲିଥିବା ବୈଶାଖୀ ବାଣିଜ୍ୟ ମେଳାରେ ପ୍ରବଳ ଭିଡ ଶତାବ୍ଦୀ ଭବନ ରେ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ଅଭିପ୍ସା ର ରୌପ୍ୟ...

ଓଡ଼ିଶା: ଆଜିର ଫଟୋ ( ମେ ୧୯, ୨୦୨୨ )

ଭୁବନେଶ୍ୱରର ଖାରବେଳନଗର ଅଞ୍ଚଳରେ ଉଚ୍ଛେଦ କାର୍ଯ୍ୟ ଚାଲିଛି ଭୁବନେଶ୍ୱରର ଏକ ହୋଟେଲରେ ଡିସ୍ନି ଷ୍ଟାରର ଓଡିଆ ମନୋରଞ୍ଜନ ଚ୍ୟାନେଲ ଷ୍ଟାର କିରନର ଇଭେଣ୍ଟ ଆରମ୍ଭ ହୋଇଯାଇଛି

ଓଡ଼ିଶା: ଆଜିର ଫଟୋ ( ମେ ୭, ୨୦୨୨)

ସମ୍ଭାବ୍ୟ ବାତ୍ୟା ପାଇଁ ଅଗ୍ନିଶମ ବିଭାଗ ଡିଜି ସନ୍ତୋଷ ଉପାଧ୍ୟାୟଙ୍କ ଭୁବନେଶ୍ୱର ବରମୁଣ୍ଡାସ୍ଥିତ ଓଡିଶା ଫାୟାର ଆଣ୍ଡ ଡିଜାଷ୍ଟର ଆକାଡ଼େମୀ ପରିଦର୍ଶନ   ଭୁବନେଶ୍ୱର ମେ...

ଓଡ଼ିଶା: ଆଜିର ଫଟୋ (ମେ ୩୦, ୨୦୨୦)

ରାଜଧାନୀରେ ଟାଣ ଖରା   ପୁରୀ ଶ୍ରୀମନ୍ଦିର ସମ୍ମୁଖରେ ସଭିଏଁ ବୋଲିଲେ ‘ବନ୍ଦେ ଉତ୍କଳ ଜନନୀ’   ବ୍ରହ୍ମପୁର ସହରରେ ପିପିଇ କିଟ ପିନ୍ଧିଥିବା  ଡାକ୍ତର...

ଓଡ଼ିଶା: ଆଜିର ଫଟୋ ( ଜାନୁଆରୀ ୦୨, ୨୦୨୧ )

କଟକ ସିଟି ହସ୍ପିଟାଲ ପ୍ରାଚୀରକୁ ରଙ୍ଗତୂଳୀରେ ଚିତ୍ରିତ କରୁଛନ୍ତି ଶିଳ୍ପୀ   ଭୁବନେଶ୍ୱର କଳ୍ପନା ଛକରେ ଡବଲ ହେଲମେଟ୍‍ ଚେକିଂ କଟକ ଯୋବ୍ରା ଆନିକଟସ୍ଥିତ ମହାନଦୀ...

ଓଡ଼ିଶା: ଆଜିର ଫଟୋ (ଜୁଲାଇ ୧୭ , ୨୦୨୧)

ଶଟଡାଉନରେ କଟକ ସହର   କଟକ ଶିଖରପୁର ନିକଟ ମହାନଦୀରେ ମାଛ ଧରୁଛନ୍ତି ଧୀବର   ନୂଆ ରୂପରେ କଟକ ତାଳଦଣ୍ଡା କେନାଲ   ପୁରୀରେ...

Advertisement
Archives

Model This Week