ଓଡ଼ିଶା: ଆଜିର ଫଟୋ (ଜୁନ୍ ୨୩, ୨୦୨୦)

ପୁରୀ ରଥଯାତ୍ରା: ପାଣିରେ ତିନି ରଥର ପ୍ରତିଛବି

ପୁରୀ ରଥଯାତ୍ରା: ଶଙ୍କରାଚାର୍ଯ୍ୟ ରଥ ଉପରେ ମହାପ୍ରଭୁଙ୍କ ଦର୍ଶନ ସାରି ଫେରୁଛନ୍ତି

ପୁରୀ ରଥଯାତ୍ରା: ସୁଦର୍ଶନଙ୍କ ପହଣ୍ଡି

ଭୁବନେଶ୍ୱର ରଥଯାତ୍ରା: ଚନ୍ଦ୍ରଶେଖରପୁର ଆରସିଏମ କଲେଜରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ  ଆଳତି

ଭୁବନେଶ୍ୱର ରଥଯାତ୍ରା: ଜାଗମରା ଧର୍ମଵିହାର ଜଗନ୍ନାଥ ମନ୍ଦିରରେ ଶ୍ରୀଜୀଉଙ୍କ ପହଣ୍ଡି

ଭୁବନେଶ୍ୱର ରଥଯାତ୍ରା: ୟୁନିଟ-୫ ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କ ପହଣ୍ଡି

ଭୁବନେଶ୍ୱର ରଥଯାତ୍ରା:  ୟୁନିଟ-୫ ଜଗନ୍ନାଥ ମନ୍ଦିରରେ ମହିଳାମାନେ ରଙ୍ଗୋଲି ପକାଉଛନ୍ତି

କଟକ ରଥଯାତ୍ରା:  ରାଣୀହାଟ ଶ୍ରୀବଳଦେବଜୀଉ ମନ୍ଦିର ପରିସର ଅସ୍ଥାୟୀ ଜନ୍ମବେଦିରେ ଶ୍ରୀଜୀଉ

 

ଅନୁଗୋଳ ରଥଯାତ୍ରା: ଶୈଳଶ୍ରୀକ୍ଷେତ୍ରରେ ଠାକୁରଙ୍କ ନୀତିକାନ୍ତି

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ ( ଜୁଲାଇ ୨୧, ୨୦୨୦)

ଭୁବନେଶ୍ୱରରେ ଲକଡାଉନ   କଟକ ଜୋବ୍ରାରେ ଏକ ପାର୍କରେ ଶୋଭା ବଢ଼ାଉଛି ଶିବ ଲିଙ୍ଗ ଆକୃତିର ଗଛ   କଟକ ପ୍ରସିଦ୍ଧ ଦହିବରା, ଆଳୁଦମକୁ ନେଇ...

ଓଡ଼ିଶା: ଆଜିର ଫଟୋ ( ଜୁନ୍ ୧୧, ୨୦୨୧)

ଭୁବନେଶ୍ୱର ଝାରପଡା ରୋଡ ଅସ୍ଥାୟୀ ପରିବାହାଟ ରୋଡରେ ପ୍ରବଳ ଗାଡିମୋଟର ଜାମ୍   ଶିଶୁଭବନ ସମ୍ମୁଖ ରିଂବନ୍ଧ ରାସ୍ତା ପାର୍ଶ୍ୱରେ ବସିଥିବା ଅସ୍ଥାୟୀ ପରିବା ହାଟରେ...

ଓଡ଼ିଶା: ଆଜିର ଫଟୋ (ଫେବୃୟାରୀ ୧୬, ୨୦୨୧)

ଭୁବନେଶ୍ୱରରେ ସରସ୍ବତୀ ପୂଜା   କଟକରେ ସରସ୍ବତୀ ପୂଜା ସଙ୍ଗୀତକାର ପ୍ରଫୁଲ୍ଲ କରଙ୍କ ୮୨ତମ ଜନ୍ମଦିନ ଅବସରରେ ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ସଙ୍ଗୀତ କାର୍ଯ୍ୟକ୍ରମ ସଡକ...

ଓଡ଼ିଶା: ଆଜିର ଫଟୋ (ମେ ୩୧, ୨୦୨୨)

ବିଧାୟକଙ୍କ କ୍ୱାର୍ଟର୍ସ ନିର୍ମାଣ ଲାଗି ଭୁବନେଶ୍ୱର ରବୀନ୍ଦ୍ରମଣ୍ଡପ ପାର୍ଶ୍ଵ ଅଞ୍ଚଳରେ ହୋଇଥିବା ଗଛକଟାକୁ ବିରୋଧ କରି ହାତରେ ପ୍ଲା କାର୍ଡ ଧରି ପ୍ରଦର୍ଶନ କରୁଛନ୍ତି ମହାନଦୀ...

ଓଡ଼ିଶା: ଆଜିର ଫଟୋ (ଏପ୍ରିଲ ୯, ୨୦୨୧)

ଭୁବନେଶ୍ୱର ରାମ ମନ୍ଦିରରେ ଜଣେ ରଙ୍ଗ ମିସ୍ତ୍ରୀ ରଙ୍ଗ କରିବା ପାଇଁ ବିନା ସୁରକ୍ଷାରେ ବାଉଁଶ ଭାରା ବାନ୍ଧୁଛନ୍ତି   କଟକରେ କୋଭିଡ ନିୟମ ଉଲ୍ଲଙ୍ଘନ...

ଓଡ଼ିଶା: ଆଜିର ଫଟୋ ( ଡିସେମ୍ବର ୨୬ , ୨୦୨୦ )

ମହାପ୍ରଭୁଙ୍କ ଦର୍ଶନ ଅନୁମତି ମିଳିବା ପରେ ଶ୍ରୀମନ୍ଦିରକୁ ଯାଉଛନ୍ତି ପୁରୀ ବାସିନ୍ଦା ଦୀର୍ଘ ୯ମାସ ଧରି ଥିବା କଟକଣା ହଟାଯିବା ପରେ ଲିଙ୍ଗରାଜ ମନ୍ଦିରକୁ ଦର୍ଶନାର୍ଥେ...

ଓଡ଼ିଶା: ଆଜିର ଫଟୋ (ଜୁନ୍ ୧୬, ୨୦୨୨)

ପିପିଲି ବାଇପାସ୍ ନିକଟରେ ଜଣେ ବ୍ୟକ୍ତି ତାଙ୍କ ମୁଣ୍ଡରେ ଜାଳେଣି କାଠ ନେଇଯାଉଛନ୍ତି ଜୁମ୍ବା ନୃତ୍ୟ ଗୋଷ୍ଠୀର ସଦସ୍ୟମାନେ ଭୁବନେଶ୍ୱରର ଫରେଷ୍ଟ ପାର୍କ ନିକଟରେ ରଜ...

ଓଡ଼ିଶା: ଆଜିର ଫଟୋ ( ଜୁଲାଇ ୨୨, ୨୦୨୦)

ରାଜଧାନୀ ରାସ୍ତାରେ କଡାକଡି ଯାଞ୍ଚ ଚାଲିଛି   କଟକଣା ସତ୍ତ୍ୱେ ଭୁବନେଶ୍ୱରରେ ପରିବା ଏବଂ ମାଛ କିଣିବା ଲାଗି ଲୋକଙ୍କ ଗହଳି   ଭୁବନେଶ୍ୱରରେ କାମକୁ...

Advertisement
Archives

Model This Week