ଓଡ଼ିଶା: ଆଜିର ଫଟୋ (ଜୁନ୍ ୨୨, ୨୦୨୦)

ଶ୍ରୀମନ୍ଦିରରୁ ତିନି ରଥକୁ ଆଜ୍ଞା ମାଳ ନିଆଯାଉଛି।

ସୁପ୍ରିମକୋର୍ଟ ପୁରୀରେ ରଥଯାତ୍ରା ପାଇଁ ଅନୁମତି ଦେବା ପରେ ମାଷ୍ଟରକ୍ୟାଣ୍ଟିନଠାରେ ଜନସାଧାରଣମାନେ ଖୁସି ମନାଉଛନ୍ତି।

ରଥଯାତ୍ରା ପାଇଁ ଅନୁମତି ନ ଦେବାକୁ ଅପିଲ କରିଥିବା ଆବେଦନକାରୀ ଓକିଲଙ୍କ ଘର ଉପରୁ ଅଣ୍ଡାମାଡ଼ ହେବା ପରେ ପୋଲିସ ମୁତୟନ ହୋଇଛନ୍ତି।

ନିଳାଦ୍ରି ଭକ୍ତ ନିବାସରେ ଅନୁଷ୍ଠିତ ବୈଠକରେ ପୋଲିସ ଡିଜିପି ଓ ମୁଖ୍ୟ ଶାସନ ସଚିବଙ୍କ ସମେତ ଅନ୍ୟ ଅଧିକାରୀମାନେ।

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ (ସେପ୍ଟେମ୍ବର ୧୮ , ୨୦୨୦)

କଟକରେ ମଙ୍ଗଳାବାଗ ମହାନଦୀ ରିଙ୍ଗ ବନ୍ଧ ରାସ୍ତାରେ ଜଣେ ଫଳ ବିକ୍ରେତା ନିଜର ଠେଲାଗାଡିରେ ଫଳ ନେଇ ବ୍ୟବସାୟ କରିବାକୁ ଯାଉଛନ୍ତି   କଟକରେ ଏସସିବି...

ଓଡ଼ିଶା: ଆଜିର ଫଟୋ

ସାବିତ୍ରୀ ଅମାବାସ୍ୟାରେ ମହାପ୍ରସାଦ ପାଇଁ ଶ୍ରୀମନ୍ଦିର ସମ୍ମୁଖରେ ଶ୍ରଦ୍ଧାଳୁ ପୁରୀଘାଟ ଦେବୀଗଡ଼ା କାଠଯୋଡି ନଦୀତଟ ପାର୍ଶ୍ୱରେ ଥିବା ବରଗଛ ମୂଳରେ ସାବିତ୍ରୀ ବ୍ରତପୂଜା କରୁଥିବା ବିହାରୀ...

ଓଡ଼ିଶା: ଆଜିର ଫଟୋ (ଅକ୍ଟୋବର ୩, ୨୦୨୦)

ଭୁବନେଶ୍ୱର ରାସ୍ତାରେ ଜମି ରହିଛି ବର୍ଷାପାଣି କଟକ ରିଙ୍ଗବନ୍ଧ ରାସ୍ତାରେ ଟ୍ରଲିରେ ବିପଦଜନକ ଯାତ୍ରା କରୁଛନ୍ତି ମହିଳା କଟକ ତୁଳସୀପୁର ଖ୍ରୀଷ୍ଟିଆନ ସାହି ଅଞ୍ଚଳରେ ବର୍ଷାପାଣି...

ଓଡ଼ିଶା: ଆଜିର ଫଟୋ ( ଅଗଷ୍ଟ ୪, ୨୦୨୦)

ବିନ୍ଦୁସାଗରରେ ଟ୍ୟୁବ ଉପରେ ବସି ପଦ୍ମ ଫୁଲ ତୋଳା ଚାଲିଛି ଭୁବନେଶ୍ୱରରେ ଲଘୁଚାପ ଜନିତ ବର୍ଷାର ଦୃଶ୍ୟ   ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥିଙ୍କ ଶ୍ରାଦ୍ଧବାର୍ଷିକୀରେ...

ଓଡ଼ିଶା: ଆଜିର ଫଟୋ

ଲକଡାଉନ ୪.୦: ସ୍ୱାଭାବିକ ହେଉଛି ରାଜଧାନୀ ଭୁବନେଶ୍ୱର   ପବିତ୍ର ରମଜାନ ମାସ ଲାଗି କଟକ କେଶରପୁରରେ ଆରମ୍ଭ ହେଲାଣି ଲଚ୍ଛା ବିକ୍ରି   ରାଜଧାନୀରେ...

ଓଡ଼ିଶା: ଆଜିର ଫଟୋ (ଜୁଲାଇ ୨, ୨୦୨୦)

ଶ୍ରୀଜୀଉଙ୍କ ଅଳଙ୍କାର ଗୁଡିକୁ ରଥ ଉପରକୁ ନିଆଯାଉଛି। ପ୍ରଜାପ୍ରତିମାନେ ଭୂମିରୁ ଖାଦ୍ୟ ସଂଗ୍ରହ କରୁଛନ୍ତି ଭୁବନେଶ୍ୱରସ୍ଥିତ ତୋଷାଳି ଭବନରେ ସ୍ବେଚ୍ଛାସେବୀମାନେ ସାନିଟାଇଜ କରୁଛନ୍ତି। ମହାପ୍ରଭୁଙ୍କ ସୁନାବେଶ

ଓଡ଼ିଶା: ଆଜିର ଫଟୋ (ସେପ୍ଟେମ୍ବର ୧୭ , ୨୦୨୦)

କଟକସ୍ଥିତ ଶେଖ ବଜାରରେ ଦେବୀ ଦୁର୍ଗାଙ୍କ ମାଟି ପ୍ରତିମା ଉପରେ ରଙ୍ଗ ଦିଆଯାଉଛି କୋଭିଡ-୧୯ ବିପଦ ବିଷୟରେ ଭୁବନେଶ୍ୱରର ପାୱାର ହାଉସ୍ ସ୍କୋୟାର ରାସ୍ତା କଡରେ...

ଓଡ଼ିଶା: ଆଜିର ଫଟୋ ( ସେପ୍ଟେମ୍ବର ୨, ୨୦୨୦)

ପିତୃପକ୍ଷ ଆରମ୍ଭରେ ଶ୍ରୀକ୍ଷେତ୍ରର ବିଭିନ୍ନ ପୁଷ୍କରିଣୀରେ ଶ୍ରଦ୍ଧାଳୁଙ୍କ ତିଳତର୍ପଣ ଧୀରେ ଧୀରେ ସ୍ୱାଭାବିକ ହେଉଛି ଜୀବନ: କଟକ ବାଦାମବାଡ଼ିର ଦୃଶ୍ୟ କଟକ ଦୋଳମୁଣ୍ଡାଇରେ ଟ୍ରଲିରେ ବସି ଯାଉଛନ୍ତି...

Coronavirus Update

Archives

Model This Week

Why Dharitri