
ରଜ ସଂକ୍ରାନ୍ତିରେ ରାମମନ୍ଦିର ଶୂନ୍ଶାନ।

ରାମମନ୍ଦିର ପାଖରେ ବସିଥିବା ଜଣେ ଭିକାରି ଛୁଆକୁ ଖାଦ୍ୟ ଖୁଆଉଛନ୍ତି।

ରାଜଧାନୀରେ ରଜରେ ଯୁବତୀମାନେ ସଜବାଜ ହୋଇଯାଉଛନ୍ତି।

ପୁରୀ- ଉତ୍ତରା ରାସ୍ତାକଡ଼ରେ ଖଜୁରିଝାଡ଼ୁ ଧାଡ଼ିରେ ରଖି ବିକ୍ରି କରାଯାଉଛି।

ଧଉଳି ରାସ୍ତାରେ ଏକ ଡାଲା ଅଟୋରେ ଲଦାହୋଇଥିବା ପରିବା ଉପରେ ବସି ଯାଉଥିବା ଲୋକଙ୍କ ଦୃଶ୍ୟ।

ରଜର ଦ୍ୱିତୀୟ ଦିନରେ ଝାଞ୍ଜିରିମଙ୍ଗଳା ରାସ୍ତା ପାର୍ଶ୍ୱରେ ରଜପାନ ପ୍ରସ୍ତୁତ କରୁଛନ୍ତି ଯୁବ ବ୍ୟବସାୟୀ।

ଚୌଧୁରୀ ବଜାରରେ ଥିବା ଫଳ, ଲସି ଦୋକାନରେ ଗ୍ରାହକ ସାମାଜିକ ଦୂରତା ରଖୁନାହାନ୍ତି।

ଭୁବନେଶ୍ୱରରେ ପ୍ରବଳ ବର୍ଷାର ଦୃଶ୍ୟ

