ଓଡ଼ିଶା: ଆଜିର ଫଟୋ (ଏପ୍ରିଲ ୨୫, ୨୦୨୧)

ଭୁବନେଶ୍ୱରରେ ସପ୍ତାହନ୍ତ ବନ୍ଦ ର ଦୃଶ୍ୟ

ଭୁବନେଶ୍ୱରରେ ପ୍ରବଳ ଉତ୍ତାପ ଫଳରେ ପିଲାମାନେ ବିନ୍ଦୁ ସାଗରରେ ପହଁରୁଛନ୍ତି

ମହିଳାମାନେ ଭୁବନେଶ୍ୱରର ବିନ୍ଦୁ ସାଗରରେ ମାଛ ଧରୁଛନ୍ତି

ଦ୍ୱିତୀୟ ଦିନ ସପ୍ତାହନ୍ତ ବନ୍ଦ ମଧ୍ୟରେ ଭୁବନେଶ୍ୱରର କଳ୍ପନା ଛକ ଠାରେ ପୋଲିସ ଯାଞ୍ଚ କରୁଛନ୍ତି


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ (ଫେବୃୟାରୀ ୧୦ , ୨୦୨୨)

କଟକସ୍ଥିତ କାଠଯୋଡି ନଦୀରେ ପକ୍ଷୀଙ୍କ ସମାବେଶ କଟକ ଗୋପାଳପୁର ରାସ୍ତାକଡରେ ଟେରାକୋଟା ସାମଗ୍ରୀର ପସରା କଟକ ମାଧୁପାଟଣା ରେଳ ବ୍ରିଜରେ ସିଏମସି ପକ୍ଷରୁ ସୌନ୍ଦର୍ଯ୍ୟକରଣ କରାଯାଉଛି...

ଓଡ଼ିଶା: ଆଜିର ଫଟୋ ( ଅଗଷ୍ଟ ୧୫, ୨୦୨୦)

ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ସ୍ୱାଧୀନତା ଦିବସ ପାରେଡ ଅଭିବାଦନ ଗ୍ରହଣ କରୁଛନ୍ତି ମୁଖ୍ୟମନ୍ତ୍ରୀ କଟକ ବାରବାଟୀ କ୍ଲବ ହାଉସରେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କରୋନା...

ଓଡ଼ିଶା: ଆଜିର ଫଟୋ (ଅକ୍ଟୋବର ୯, ୨୦୨୦)

କଟକ ପୁରୀଘାଟ ରିଙ୍ଗବନ୍ଧ ରାସ୍ତାରେ ମାଛଧରା ଜାଲକୁ ବ୍ୟକ୍ତିଜଣକ ସଜାଡୁଛନ୍ତି     ଭୁବନେଶ୍ୱର ସ୍ମାର୍ଟସିଟି ଏବଂ ବିଏମସି ଦ୍ୱାରା ଏକ ସାଇକ୍ଲୋଥନ୍ ପୋଗ୍ରାମ ସାଇକେଲଗିରି...

ଓଡ଼ିଶା: ଆଜିର ଫଟୋ (ଫେବୃୟାରୀ ୧, ୨୦୨୨)

ମହାନଦୀ ଜଳରାଶି ମଧ୍ୟରେ ଥିବା ବାଲୁକାଶଯ୍ୟାରେ ବସିଛନ୍ତି ପକ୍ଷୀ   ଭୁବନେଶ୍ୱର ପିଏମଜି ରାସ୍ତାରେ ହେଲମେଟ ପିନ୍ଧି ଅଟୋ ଚଳାଉଛନ୍ତି ଚାଳକ   କଟକସ୍ଥିତ ଓଡିଶା...

ଓଡ଼ିଶା: ଆଜିର ଫଟୋ (ଏପ୍ରିଲ ୭, ୨୦୨୧)

କଟକ ମହାନଦୀ ଜଳରାଶିରେ ମାଛ ଧରୁଛନ୍ତି ଧୀବର   ଭୁବନେଶ୍ୱର ରାଜମହଲ ଛକ ନିକଟରେ ଜଣେ ମହିଳା ଝୁଡି ତିଆରି କରୁଛନ୍ତି   ଭୁବନେଶ୍ୱରରେ ପ୍ରବଳ...

ଓଡ଼ିଶା: ଆଜିର ଫଟୋ ( ଜାନୁଆରୀ ୨୯, ୨୦୨୨)

ଭୁବନେଶ୍ୱରରେ ଚାଲିଛି ମାସ୍କ ବିକ୍ରୟ   ପଥଚାରୀଙ୍କ ପାଇଁ କଟକ ମଙ୍ଗଳବାଗ ଇଣ୍ଟରନାଶନାଲ କ୍ଲୁବ ତରଫରୁ  ପଥପ୍ରାନ୍ତରେ ଖବର କାଗଜ ପଠନ ଉଦଘାଟନ

ଓଡ଼ିଶା: ଆଜିର ଫଟୋ (ଡିସେମ୍ବର ୯, ୨୦୨୦)

କଟକ ତାଳଦଣ୍ଡା କେନାଲ ରୋଡ୍‌ରେ ଉପୁଜୁଥିବା ଟ୍ରାଫିକ୍‍ ସମସ୍ୟା କଟକ ଖାନନଗରରେ ଧନୁ ସଂକ୍ରାନ୍ତି ପାଇଁ ମୁଆଁ ପ୍ରସ୍ତୁତି ଚାଲିଛି ଭୁବନେଶ୍ୱର ଫାୟର ଷ୍ଟେସନରେ ରୋବୋଟିକ...

ଓଡ଼ିଶା: ଆଜିର ଫଟୋ ( ଜୁଲାଇ ୪ , ୨୦୨୦)

ଶ୍ରୀଜୀଉଙ୍କୁ ଲାଗି ହେଲା ରସଗୋଲା ଭୋଗ   ରାମକୃଷ୍ଣଙ୍କ ନୀଳାଦ୍ରି ବିଜେ     ଶ୍ରୀସୁଦର୍ଶନଙ୍କ ନୀଳାଦ୍ରି ବିଜେ   ମଦନମୋହନଙ୍କ ନୀଳାଦ୍ରି ବିଜେ  ...

Advertisement
Archives

Model This Week