ଓବାମାଙ୍କ ପସନ୍ଦ ତାଲିକାରେ ଭାରତୀୟ ଗାୟକଙ୍କ ଗୀତ

ବମ୍ବେ: ୨୦୧୯ ସରିବାକୁ ଆଉ କିଛି ଘଣ୍ଟା ବାକି। ନୂତନ ବର୍ଷକୁ ସ୍ବାଗତ କରିବାକୁ ସମସ୍ତେ ଆତୁର। ଅପରପକ୍ଷେ ବିଗତ ବର୍ଷର କିଛି ସ୍ମୃତିକୁ ମନେପକାଉଛନ୍ତି ଅନେକେ। ଏଥିରୁ ବାଦ୍‌ ପଡ଼ିନାହାନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା। ବର୍ଷତମାମ ପସନ୍ଦ ଆସିଥିବା ଗୀତମାନଙ୍କର ଏକ ତାଲିକା ଓବାମା ସମସ୍ତଙ୍କ ସହ ବାଣ୍ଟିଛନ୍ତି। ଏଥିରେ ଜଣେ ଭାରତୀୟ ଗାୟକଙ୍କ ଗୀତ ସାମିଲ ଥିବା ଦେଖାଯାଇଛି। ଗୀତଟି ହେଉଛି ‘କୋଲ୍ଡ ମେସ୍‌’। ଏହା ଦେଖିବା ପରେ ଗାୟକ ପ୍ରତୀକ କୁହାଡ଼ ଓବାମାଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ରାଜସ୍ଥାନର ଜୟପୁରରେ ଜନ୍ମିତ ପ୍ରତୀକ ୧୬ ବର୍ଷ ବୟସରେ ସଙ୍ଗୀତ ପ୍ରତି ଆକର୍ଷିତ ହୋଇଥିଲେ। ଏହାପରେ ସେ ଗୀତ ଲେଖିବା ଆରମ୍ଭ କରିଥିଲେ। ଏବେ ସେ ଜଣେ ଗାୟକ ଓ ଗୀତିକାର ଭାବେ ଜଣାଶୁଣା। ଇତିମଧ୍ୟରେ ତାଙ୍କର ଚାରୋଟି ଆଲବମ୍‌ ରିଲିଜ ହୋଇଛି। ଗୀତଗୁଡ଼ିକ ମଧ୍ୟରୁ ‘କୋଲ୍ଡ ମେସ୍‌’ ଚର୍ଚ୍ଚିତ ହୋଇଥିଲା। ଗୀତଟିରେ ଜିମ୍‌ ସାର୍ବ ଓ ଜୋୟା ହୁସେନ ନଜର ଆସିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟାଇଟ୍‌ ଡ୍ରେସ୍‌ ପିନ୍ଧି ଅଭିନେତ୍ରୀଙ୍କ ହେଲା ଏମିତି ଅବସ୍ଥା, ଭାଇରାଲ ହେଉଛି ଫଟୋ

ଫ୍ୟାଶନ ସେନ୍ସ ଭଲ ହେବା ଠିକ୍‌। କିନ୍ତୁ ଏହି ଫ୍ୟାଶନ ବେଳେ ବେଳେ ଲୋକଙ୍କୁ ଅପମାନିତ କରାଇବା ଏପରିକି ଡାକ୍ତରଖାନା ଯିବା ପର୍ଯ୍ୟନ୍ତ ମଧ୍ୟ କଥା...

ଇନ୍ଦିରା ଗାନ୍ଧୀଙ୍କ ଲୁକ୍‌ରେ ଲାରା ଦତ୍ତଙ୍କୁ ଚିହ୍ନିବା ମୁସ୍କିଲ; ପ୍ରଶଂସକ କହିଲେ ‘ଜାତୀୟ ପୁରସ୍କାର ଦିଆଯାଉ’

ବମ୍ବେ: ରିଲିଜ ହୋଇଛି ଅକ୍ଷୟ କୁମାରଙ୍କ ଫିଲ୍ମ ‘ବେଲ ବଟମ୍‌’ର ଟ୍ରେଲର। ଏଥିରେ ପ୍ରମୁଖ ଆକର୍ଷଣ ପାଲଟିଛନ୍ତି ଅଭିନେତ୍ରୀ ଲାରା ଦତ୍ତ। ଲାରା ଫିଲ୍ମରେ ପୂର୍ବତନ...

ଅଭିନେତ୍ରୀଙ୍କଠାରୁ ଅଧିକ ପାରିଶ୍ରମିକ ନିଅନ୍ତି ଏହି କୋରିଓଗ୍ରାଫର

ମୁମ୍ବାଇ: ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନେତ୍ରୀମାନଙ୍କୁ ସମସ୍ତେ ଜାଣନ୍ତି। ସେମାନଙ୍କର କାର୍ଯ୍ୟ, ସୌନ୍ଦର୍ଯ୍ୟ, ଫ୍ୟାଶନକୁ ନେଇ ପ୍ରଶଂସକମାନେ ପାଗଳ। କିନ୍ତୁ ପରଦା ପଛରେ ଯିଏ ତାଙ୍କୁ ଡ୍ୟାନ୍ସ...

୫ ସନ୍ତାନର ମା’ ହେବାକୁୁ ଚାହୁଁଥିଲେ ଭାଇଜାନଙ୍କ ଏହି ପ୍ରେମିକା: ଏବେ କହିଲେ ‘ତାଙ୍କୁ ପ୍ରେମିକ ଭାବେ ପାଇ ଖୁସି ଥିଲି’

ସଲମାନ ଖାନ ଏବଂ ପାକିସ୍ତାନର ସୋମି ଅଲ୍ଲୀଙ୍କ ସମ୍ପର୍କ କାହାକୁ ଅଛପା ନାହିଁ। ସଲମାନ ଏବଂ ସୋମି ପରସ୍ପରକୁ ଆଠ ବର୍ଷ ପାଇଁ ଡେଟ କରିଥିଲେ।...

ଓଟିଟି ପ୍ଲାଟଫର୍ମରେ ରିଲିଜ୍‌ ହେବ ଶାହରୁଖ, ଆଲିଆଙ୍କ ଏହି ଫିଲ୍ମ

ଶାହରୁଖ ଖାନ୍‌ ଓ ଆଲିୟା ଭଟ୍ଟଙ୍କ ଫିଲ୍ମ ‘ଡାର୍ଲିଂଙ୍ଗ୍ସ’ ପ୍ରେକ୍ଷାଳୟରେ ରିଲିଜ୍‌ ନ ହୋଇ ଏବେ ଓଟିଟି ପ୍ଲାଟଫର୍ମରେ ରିଲିଜ୍‌ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି...

ସନି ଲିଓନିଙ୍କୁ ଉର୍ଫିଙ୍କ ତେର୍ଚ୍ଛା ବାଣ

ମୁମ୍ବାଇ: ଆଜିକାଲି ଉର୍ଫି ଜାଭେଦ ରିୟାଲିଟି ଶୋ’ ‘ସ୍ପ୍ଲିଟ୍‌ସଭିଲା୧୪’ ରେ ନିଜର କମାଲ ଦେଖାଉଛନ୍ତି। ଶୋ’ର ଅନ୍ୟ ପ୍ରତିଯୋଗୀମାନଙ୍କୁ ଉର୍ଫି କଡ଼ା ଟକ୍କର ଦେଉଛନ୍ତି। ଏହି...

କାର୍ତ୍ତିକଙ୍କଠାରୁ ଦୂରରେ ରହିପାରୁନାହାନ୍ତି ସାରା, ଭେଟିବା ଲାଗି ଲକ୍ଷ୍ନୌ ପହଞ୍ଚିଲେ

ମୁମ୍ବାଇ: ବଲିଉଡ୍‌ର ନୂଆ ଲର୍ଭବର୍ଡ ସାରା ଅଲ୍ଲୀ ଖାନ୍‌ ଏବଂ କାର୍ତ୍ତିକ ଆର୍ୟନଙ୍କ ସମ୍ପର୍କ ପୁଣି ଚର୍ଚ୍ଚାରେ। ପ୍ରଥମେ ‘କଫି ଉଇଥ୍‌ କରନ୍‌’ ଶୋ’ରେ କାର୍ତ୍ତିକଙ୍କୁ...

ଆସିଲା ସୁଶାନ୍ତ ସିଂ ରାଜପୁତଙ୍କ ପୋଷ୍ଟମର୍ଟମ ରିପୋର୍ଟ

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପୋଷ୍ଟମର୍ଟମ ରିପୋର୍ଟ ସାମ୍ନାକୁ ଆସିଛି। ରିପୋର୍ଟ ମୁତାବକ ସୁଶାନ୍ତ ଫାଶୀ ହେତୁ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁବରଣ କରିଛନ୍ତି। ପ୍ରାରମ୍ଭିକ...

Advertisement
Archives

Model This Week