ଓଜନ କମ୍‌ କରିବାକୁ ଚାହୁଁଛନ୍ତି, ପ୍ରତିଦିନ ଖାଆନ୍ତୁ …

କମଳା ସ୍ବାସ୍ଥ୍ୟ ପାଇଁ ବହୁ ଲାଭଦାୟକ। ଯଦି ଓଜନ କମ୍‌ କରିବାକୁ ଚାହୁଁଛନ୍ତି ତେବେ ପ୍ରତିଦିନ କମଳା ଖାଆନ୍ତୁ। କମଳାରେ ଭିଟାମିନ୍‌ ‘ସି’ ଠାରୁ ଆରମ୍ଭ କରି ଅନେକ ପୋଷକ ତତ୍ତ୍ୱ ରହିଛି। ଏଥିରୁ କ୍ୟାଲୋରୀ ଏବଂ ଫାଇବର ପ୍ରଚୁର ମାତ୍ରାରେ ମିଳିଥାଏ।


ଆମେରିକାର କେତେକ ଗବେଷକଙ୍କ ତଥ୍ୟରୁ ଜଣାପଡ଼ିଛି, ଗୋଟିଏ ବଡ଼ କମଳାରୁ ୦.୯ ଗ୍ରାମ ପ୍ରୋଟିନ୍‌ ମିଳୁଥିବା ବେଳେ ୩.୪ ଗ୍ରାମ ଫାଇବର ମିଳିଥାଏ। ୨୩୮ ମିଲିଗ୍ରାମ ପୋଟାସିୟମ, ୬୧ ମିଲିଗ୍ରାମ କ୍ୟାଲସିୟମ ମିଳିଥାଏ। ଯେକୌଣସି ଫଳରେ ପ୍ରଚୁର ପରିମାଣ ପାଣି ରହିଥାଏ। ତେଣୁ ଓଜନ କମାଇବା ଏବଂ ସ୍ବାସ୍ଥ୍ୟ ପାଇଁ ଫଳପ୍ରଦ ହୋଇଥାଏ। କମଳାରେ ପ୍ରାୟ ୮୭ ପ୍ରତିଶତ ପାଣି ରହିଛି। ପ୍ରାକୃତିକ ଉପାୟରେ ସୁଗାର ମଧ୍ୟ ରହିଛି।

ଏହା ଓଜନ କମାଇବା ସହ ଡିହାଇଡ୍ରେସନ୍‌ ସମସ୍ୟାରୁ ମୁକ୍ତି ଦେଇଥାଏ। ସାଧାରଣତଃ ଶୀତ ଋତୁରେ ଲୋକେ ଥଣ୍ଡାକୁ ଡରି କମ୍‌ ପାଣି ପିଇଥା’ନ୍ତି। ତେଣୁ କମଳା ଖାଇଲେ ଶରୀରକୁ ପ୍ରଚୁର ପାଣି ମିଳିଥାଏ। କମଳାରେ ଥିବା ଭିଟାମିନ୍‌ ‘ସି’ ତ୍ୱଚା ସମ୍ବନ୍ଧୀୟ ରୋଗରୁ ମଧ୍ୟ ରକ୍ଷା କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

କନ୍ଦମୂଳର ଉପକାରିତା

ଆମ ଭିତରୁ ଅନେକେ କନ୍ଦମୂଳ ଖାଇବାକୁ ବହୁତ ଭଲ ପାଇଥାନ୍ତି। ଏହା ଖାଇବାକୁ ଯେମିତି ସୁସ୍ବାଦୁ ସେମିତି ଶରୀର ପାଇଁ ବେଶ୍‌ ଉପକାରୀ ମଧ୍ୟ ହୋଇଥାଏ।...

ସିନ୍ଦୂର

ମଥାରେ ସିନ୍ଦୂର ହେଉଛି ଜଣେ ସଧବା ହିନ୍ଦୁ ନାରୀର ପରିଚୟ। ଏହାକୁ ମଧ୍ୟ କୁହାଯାଏ ସୌଭାଗ୍ୟର ପ୍ରତୀକ। ପ୍ରତିଟି ହିନ୍ଦୁ ଘରେ ଏହା ଏକ ପାରମ୍ପରିକ...

ବିବାହକୁ ନେଇ ଚିନ୍ତିିତ କି: ଜାଣନ୍ତୁ କିପରି ହୋଇଥିବେ ପାର୍ଟନର

ସାଧାରଣତହଃ ବୈବାହିକ ଜୀବନକୁ ନେଇ ପ୍ରାୟ ସମସ୍ତେ ଚିନ୍ତିତ ଥାନ୍ତି। ବିବାହ ପୂର୍ବରୁ ସମସ୍ତେ ଏହି କଥା ଭାବିଥାନ୍ତି ଯେ ସେମାନଙ୍କ ପାର୍ଟନର କିପରି ହୋଇଥିବ।...

ଖୁସି ଆଣେ ହୋଲିର ରଙ୍ଗ

ବାସ୍ତୁଶାସ୍ତ୍ର ଅନୁସାରେ, ନାଲିରଙ୍ଗ ହେଉଛି ଊର୍ଜ୍ଜା ଓ ଶକ୍ତିର ପ୍ରତୀକ। ତେଣୁ ଏହି ରଙ୍ଗର ଅବିରରେ ହୋଲି ଖେଳିଲେ କୁଆଡ଼େ ସ୍ବାସ୍ଥ୍ୟ ଭଲ ରହିବା ସହ...

ସଂକ୍ରମଣରୁ ମୁକ୍ତି ପାଇଁ ବର୍ଷାଦିନେ ଖାଆନ୍ତୁ ଏସବୁ ଫଳ

ମୌସୁମୀ ଆସିବା ଫଳରେ ଅନେକ ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଇଥାଏ। ଏହି ସମୟରେ ଅନେକ କିଛି ଖାଇବା ଉଚିତ ହୋଇ ନ ଥାଏ। ଏହା ସହ ଦୈନିକ...

ମଧୁମେହ ଯୋଗୁ ଇନ୍‌ସୁଲିନ୍‌ ନେଉଛନ୍ତି କି? ଏହି ୪ଟି ଜିନିଷ ପ୍ରତି ନିଶ୍ଚିତ ଧ୍ୟାନ ଦିଅନ୍ତୁ

ଆଜିକାଲି ସମୟରେ ଡାଇବେଟିସ୍‌ ବା ମଧୁମେହ ଏକ ସାଧାରଣ ରୋଗ କହିଲେ ଭୁଲ ହେବ ନାହିଁ। ଥରେ ଏହି ରୋଗ ହେବା ମାତ୍ରେ ରୋଗୀଙ୍କୁ ନିଜର...

କଚି ମିର୍ଚି କା ମୁର୍ଗ

ପୁରୀକୁ ପ୍ରତିଦିନ ଦେଶ ବିଦେଶର ପର୍ଯ୍ୟଟକ ଆସିଥାନ୍ତି। ଏହାକୁ ଦୃଷ୍ଟିରେ ରଖି ସହରର ବିଭିନ୍ନ ହୋଟେଲ ଏବଂ ରେଷ୍ଟୁରାଣ୍ଟରେ ସୁଆଦିଆ ଖାଦ୍ୟ ପ୍ରସ୍ତୁତ କରାଯାଏ। ତେବେ...

ଲୁଚିଲୁଚି ପୁଅଙ୍କ ଫେସ୍‌ବୁକ ପ୍ରୋଫାଇଲରେ ଏହି ୪ଟି ଜିନିଷ ଦେଖନ୍ତି ଝିଅ

ବର୍ତ୍ତମାନ ସୋସିଆଲ ମିଡିଆର ଯୁଗ ଚାଲିଛି। ଯୁବବର୍ଗଙ୍କଠାରୁ ଆରମ୍ଭ କରି ମଧ୍ୟବୟସ୍କ ପ୍ରାୟ ସମସ୍ତେ ଫେସ୍‌ବୁକ ସହ ଜଡିତ। ତେବେ ଅଧିକାଂଶ ନିଜ ପ୍ରୋଫାଇଲକୁ ଇମ୍ପ୍ରେସିଭ...

Advertisement
Archives

Model This Week