ଏହି ସବୁ ରୋଗରୁ ମୁକ୍ତିଦିଏ କାଜୁ

କାଜୁ ଖାଇବା ଲାଗି ସ୍ବାଦିଷ୍ଟ ହୋଇଥିବା ବେଳେ ସ୍ବାସ୍ଥ୍ୟ ପାଇଁ ମଧ୍ୟ ହିତକର। ଏଥିରେ ଭିଟାମିନ୍‌ ଓ ପ୍ରୋଟିନ୍‌ର ମାତ୍ରା ଅଧିକ ରହିଥାଏ। ଶୀତଦିନେ ଏହାକୁ ଖାଇବା ଲାଭଜନକ ହେବା ସହ ଅନେକ ରୋଗକୁ ମୁକ୍ତି ଦେଇଥାଏ, ଜାଣନ୍ତୁ ସେ ସମ୍ପର୍କରେ…

– କାଜୁ ହାଡ଼ ଶକ୍ତ କରିବା ସହ ହୃଦରୋଗରୁ ମୁକ୍ତି ଦେଇଥାଏ।

– ଏହା କୋଲେଷ୍ଟରଲ ପରିମାଣ କମ୍‌ କରିଥାଏ।  ଶରୀରରେ ଆଇରନ ପରିମାଣ ବଢ଼ାଇଥାଏ।

– ଏହା ଖାଇବା ଫଳରେ ପାଚନତନ୍ତ୍ର ମଜଭୁତ ହୋଇଥାଏ।

– ତ୍ୱଚା ଉଜ୍ଜ୍ୱଳ ଦେଖାଯାଇଥାଏ।

– ମସ୍ତିଷ୍କ ରୋଗରୁ ମୁକ୍ତି ଦେବା ସହ ରକ୍ତଚାପ ନିୟନ୍ତ୍ରଣ କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ସପ୍ତାହରେ ଦୁଇଥର ଏହି ଖାଦ୍ୟ ଖାଇଲେ ଦୂର ହୁଏ ହୃଦ୍‌ରୋଗ ଆଶଙ୍କା

ଆଜିକାଲି ଏମିତି ରୋଗ ହେଉଛି ନିମିଷକ ମଧ୍ୟରେ ପ୍ରାଣ ଚାଲିଯାଉଛି। ତେଣୁ ଖାଇବା ପିଇବା ପ୍ରତି ଧ୍ୟାନ ଦେବା ନିହାତି ଜରୁରୀ। ସୁସ୍ଥ ଜୀବନଶୈଳୀ ଆପଣାଇବା...

ମନ କଥା ଲୁଚାଇବାରେ ଓସ୍ତାଦ ଏହି ୩ ରାଶିର ବ୍ୟକ୍ତି , ହେଲେ ହୃଦୟ ସଫା

କିଛି ଲୋକ ଅଛନ୍ତି, ଯେଉଁମାନେ ମନ କଥା ସମସ୍ତଙ୍କ ଆଗରେ ବିନା ଦ୍ୱିଧାରେ କହିଦିଅନ୍ତି। ହେଲେ କିଛି ଲୋକ ବେଶ ଲାଜକୁଳା ସ୍ବଭାବର ଥାନ୍ତି। ଫଳରେ...

ବ୍ରାଣ୍ଡେଡ୍‌ ଆଉଟ୍‌ଫିଟ୍‌ ବାଛୁଥିଲେ…

ବର୍ତ୍ତମାନ ବିଭିନ୍ନ ବ୍ରାଣ୍ଡେଡ୍‌ ସାମଗ୍ରୀର ଏକାଧିକ ନକଲ ମାର୍କେଟ୍‌କୁ ଆସୁଛି, ଯାହାକି ସହଜରେ ଚିହ୍ନିବା କଷ୍ଟ। ତେଣୁ କିଣିବା ସମୟରେ କେଉଁଟା ଅରିଜିନାଲ ଜାଣିବା ଲାଗି...

ମ୍ୟାଙ୍ଗୋ ଶେକ୍‌

ଆବଶ୍ୟକ ସାମଗ୍ରୀ ପାଚିଲା ଆମ୍ବ- ୨ଟି (ବଡ଼), କ୍ଷୀର- ୪ କପ୍‌, ଚିନି- ୪ ଛୋଟ ଚାମଚ, ଗୁଜୁରାତି- ୧ଟି, ବରଫ କ୍ୟୁବ- ୮-୧୦ ଖଣ୍ଡ...

ଜାଣନ୍ତି ରାତିରେ ଶୋଇବା ପୂର୍ବରୁ କାହିଁକି ପିଆଯାଏ କ୍ଷୀର

ଆମେ ସମସ୍ତେ ଜାଣୁ କ୍ଷୀର ଅତ୍ୟଧିକ ପୁଷ୍ଟିକର। କ୍ଷୀରରେ କ୍ୟାଲସିୟମ, ପ୍ରୋଟିନ୍‌, ଫସ୍‌ଫରସ୍‌ ଏବଂ ପୋଟାସିୟମ ପ୍ରଚୁରମାତ୍ରାରେ ଭରିରହିଛି। ଏହାର ଅନେକ ସ୍ବାସ୍ଥ୍ୟ ଉପକାରୀ ଗୁଣ...

ଜରା ଯନ୍ତ୍ରଣା

ସତୁରି ବର୍ଷ ପରେ ମଣିଷ ଜରାଗ୍ରସ୍ତ ହୁଏ। ଏହି ବୟସରେ ଅନେକ ବ୍ୟାଧି ଦେଖାଯାଏ। ଶାରୀରିକ, ମାନସିକ ଓ ସାମାଜିକ ସମସ୍ୟା ବଞ୍ଚତ୍ବାର ଆଶାକୁ ଧୂଳିସାତ...

ଶୀତଦିନେ ଗରମପାଣିରେ ଗାଧୋଉଥିଲେ ଏସବୁ ପ୍ରତି ଦିଅନ୍ତୁ ଧ୍ୟାନ

ବର୍ତ୍ତମାନ ଚାରିଆଡ଼େ ଶୀତର ଲହରି। ଏଥିରୁ ରକ୍ଷା ପାଇବା ପାଇଁ କିଛି ଲୋକଙ୍କର ଗରମପାଣିରେ ଗାଧୋଇବାର ଅଭ୍ୟାସ ଥାଏ। ମାତ୍ର ଗରମପାଣିରେ ଗାଧୋଇଲେ ସ୍ବାସ୍ଥ୍ୟ ପ୍ରତି...

ଶୀତଦିନେ ଗରମପାଣିରେ ଗାଧୋଇଲେ କ’ଣ ହୋଇଥାଏ

ଶୀତଦିନ ଆସିଗଲାଣି। ଏବେ ଲୋକମାନେ ଗରମପାଣିରେ ଗାଧୋଇବା ଆରମ୍ଭ କରିଦେଲେଣି। ଥରେ ଯଦି ଗରମପାଣିରେ ଗାଧୋଇବା ଆରମ୍ଭ କରିଦେବେ ତା’ହେଲେ ଥଣ୍ଡାପାଣିରେ ଗାଧୋଇବାକୁ ଇଚ୍ଛା ହେବ...

Advertisement
Archives

Model This Week