ଏହି ସବୁ ରୋଗରୁ ମୁକ୍ତିଦିଏ କାଜୁ

କାଜୁ ଖାଇବା ଲାଗି ସ୍ବାଦିଷ୍ଟ ହୋଇଥିବା ବେଳେ ସ୍ବାସ୍ଥ୍ୟ ପାଇଁ ମଧ୍ୟ ହିତକର। ଏଥିରେ ଭିଟାମିନ୍‌ ଓ ପ୍ରୋଟିନ୍‌ର ମାତ୍ରା ଅଧିକ ରହିଥାଏ। ଶୀତଦିନେ ଏହାକୁ ଖାଇବା ଲାଭଜନକ ହେବା ସହ ଅନେକ ରୋଗକୁ ମୁକ୍ତି ଦେଇଥାଏ, ଜାଣନ୍ତୁ ସେ ସମ୍ପର୍କରେ…

– କାଜୁ ହାଡ଼ ଶକ୍ତ କରିବା ସହ ହୃଦରୋଗରୁ ମୁକ୍ତି ଦେଇଥାଏ।

– ଏହା କୋଲେଷ୍ଟରଲ ପରିମାଣ କମ୍‌ କରିଥାଏ।  ଶରୀରରେ ଆଇରନ ପରିମାଣ ବଢ଼ାଇଥାଏ।

– ଏହା ଖାଇବା ଫଳରେ ପାଚନତନ୍ତ୍ର ମଜଭୁତ ହୋଇଥାଏ।

– ତ୍ୱଚା ଉଜ୍ଜ୍ୱଳ ଦେଖାଯାଇଥାଏ।

– ମସ୍ତିଷ୍କ ରୋଗରୁ ମୁକ୍ତି ଦେବା ସହ ରକ୍ତଚାପ ନିୟନ୍ତ୍ରଣ କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ତ୍ୱଚାକୁ ଗ୍ଲୋ କରିବ କଖାରୁ

କଖାରୁରେ ରହିଛି ଅନେକ ସୌନ୍ଦର୍ଯ୍ୟ ବୃଦ୍ଧିକାରୀ ଉପାଦାନ। ଏହାକୁ ବ୍ୟବହାର କରି କିପରି ସୁନ୍ଦର ଆଉ ଗ୍ଲୋଇଂ ସ୍କିନ୍‌ ପାଇପାରିବେ ଜାଣି ରଖନ୍ତୁ ସେ ସମ୍ପର୍କରେ…...

ଡାଇବେଟିସ୍‌ ରୋଗୀ ଓ ଖାଦ୍ୟପେୟ

ଡାଇବେଟିସ୍‌ ବା ମଧୁମେହ ଆଜିକାଲି ଏକ ସାଧାରଣ ରୋଗ ପାଲଟି ଗଲାଣି। ଏପରି କି ଭାରତକୁ ‘ଡାଇବେଟିସ୍‌ର ରାଜଧାନୀ’ ବୋଲି ଅଭିହିତ କରାଯାଏ। ଡାଇବେଟିସ ରୋଗୀ...

ଖରାଦିନେ ଏସବୁ ସମସ୍ୟାକୁ ମୁକ୍ତ କରେ କଳାଲୁଣ, ଜାଣନ୍ତୁ..

ଖରାଦିନେ ଅନେକ ସ୍ବାସ୍ଥ୍ୟଗତ ସମସ୍ୟା ଦେଖା ଦେଇଥାଏ।ଏଥିରୁ ରକ୍ଷା ପାଇବା ଲାଗି ଅଧିକ ପାଣି ପିଇବାକୁ ପ୍ରାୟ ସମସ୍ତେ ପରାମର୍ଶ ଦେଇଥାନ୍ତି। ତେବେ ଖାଲି ପାଣି...

ଉପକାରୀ ଆମ୍ବପତ୍ର

ଆମ୍ବ ଏକ ସୁସ୍ବାଦୁ ଫଳ ଏହା ସମସ୍ତଙ୍କୁ ଜଣା, କିନ୍ତୁ ଆମ୍ବପତ୍ରର ଗୁଣ ବିଷୟରେ ପ୍ରାୟ ଧାରଣା କମ୍‌। ଆସନ୍ତୁ ଜାଣିବା, ଆମ୍ବପତ୍ରର ଔଷଧୀୟ ଗୁଣ...

ପେଟ ମାଲିସ ଦ୍ୱାରା ଦୂର ହୋଇଥାଏ ଅନେକ ସମସ୍ୟା

ମାଲିସ ଶରୀର ପାଇଁ ବହୁତ ଲାଭଦାୟକ। ଏହା ଦ୍ୱାରା ଜଣେ ବ୍ୟକ୍ତି ମାନସିକ ଏବଂ ଶାରୀରିକ ଭାବେ ନିଜକୁ ସୁସ୍ଥ ଅନୁଭବ କରିଥାଏ। ସେହିପରି ପେଟ...

ଏହି ଦୁଇଟି ଜିନିଷରୁ ହୋଇପାରେ ବ୍ରେନ୍‌ କ୍ୟାନ୍‌ସର୍‌

ଦୂଷିତ ଜଳ ଏବଂ ଦର ସିଝା ମାଂସରେ ମିଳୁଥିବା ଏକ ସାଧାରଣ ପରଜୀବୀ ଲୋକଙ୍କ ମଧ୍ୟରେ ବ୍ରେନ୍‌ କ୍ୟାନ୍‌ସର୍‌ ସମସ୍ୟା ସୃଷ୍ଟି କରିବାର ସମ୍ଭାବନା ରହିଛି।...

ଗ୍ରୀନ୍‌ ଟି ଫେସ୍‌ ପ୍ୟାକ୍‌

ସ୍ବାସ୍ଥ୍ୟ ପାଇଁ ଗ୍ରୀନ୍‌ ଟି’ର ଉପକାରିତା ସମ୍ପର୍କରେ ପ୍ରାୟ ସମସ୍ତଙ୍କୁ ଜଣା। କେବଳ ଏତିକି ନୁହେଁ,ଏଥିରେ ଭରି ରହିଛି ଅନେକ ସୌନ୍ଦର୍ଯ୍ୟବର୍ଦ୍ଧକ ଗୁଣ। ଏହାକୁ ପିଇବା...

ଚିକେନ ୟୋଗା

ଆଜିକାଲି ଯୁବଗୋଷ୍ଠୀ ଖାଇବାରେ ସବୁବେଳେ କିଛି ନା କିଛି ନୂଆ ଚାହୁଁଥିବା ବେଳେ ସ୍ବାଦକୁ ମଧ୍ୟ ଗୁରୁତ୍ୱ ଦେଉଛନ୍ତି। ଏମାନଙ୍କ ପସନ୍ଦକୁ ଦୃଷ୍ଟିରେ ରଖି ହୋଟେଲରେ...

Advertisement

BGU

Archives

Model This Week

Why Dharitri