ଏହି ସବୁ ଅଭିନେତ୍ରୀ ବଲିଉଡ୍‌ ଜଗତର ବାହାରେ ବାଛିଥିଲେ ଜୀବନସାଥୀ

ବଲିଉଡ୍‌ ଅଭିନେତ୍ରୀ ଓ ଅଭିନେତାଙ୍କ ବାସ୍ତବ ଜୀବନ ସମ୍ପର୍କରେ ଜାଣିବାକୁ ପ୍ରାୟ ସମସ୍ତେ ଆଗ୍ରହୀ। ସୁନ୍ଦର ଯୋଡିମାନଙ୍କୁ ନେଇ ଚଳଚ୍ଚିତ୍ର ନିର୍ମାଣ କରାଯାଇଥାଏ। ମାତ୍ର ବାସ୍ତବରେ ଯଦି ତାଙ୍କୁ ଜୀବନସାଥି ଖୋଜିବାକୁ ପଡ଼େ ସେ ବାହାର ଦୁନିଆ ଅପେକ୍ଷା ବଲିଉଡ୍‌ରେ ତାଙ୍କ ଜୀବନସାଥି ଖୋଜିଥାନ୍ତି। ମାତ୍ର ଏଭଳି କିଛି ଅଭିନେତ୍ରୀ ଅଛନ୍ତି ଯେଉଁମାନେ ବଲିଉଡ୍‌ର ଜଗତରୁ ଦୂରକୁ ଯାଇ ତାଙ୍କ ଜୀବନସାଥି ବାଛିଛନ୍ତି। ଜାଣନ୍ତୁ ସେ ସମ୍ପର୍କରେ…

ମାଧୁରୀ ଦୀକ୍ଷିତ, ଶ୍ରୀରାମ ନେନେ
ମାଧୁରୀ ଦୀକ୍ଷିତ ତାଙ୍କ ଚଳଚ୍ଚିତ୍ର ଜଗତରୁ ବାହାରେ ଡାକ୍ତର ଶ୍ରୀରାମ ନେନେଙ୍କୁ ବିବାହ କରିଥିଲେ। ମାଧୁରୀ ଅନିଲ କପୁରଙ୍କ ଓ ସଞ୍ଜୟ ଦତ୍ତଙ୍କ ସହ ସଫଳ ଚଳଚ୍ଚିତ୍ର ଯୋଡି ହେବା ପରେ ମଧ୍ୟ ଚଳଚ୍ଚିତ୍ର ଜଗତରୁ ବାହାରେ ବିବାହ କରିଥିଲେ।

ପ୍ରୀତି ଜିଣ୍ଟା, ଜେନ ଗୁଡେନିଫ
ବଲିଉଡ ଇଣ୍ଡଷ୍ଟ୍ରିରେ ପ୍ରୀତି ଜିଣ୍ଟା ଡିମ୍ପଲ ଗାର୍ଲ ଭାବରେ ପରିଚିତ। ମାତ୍ର ସେ ଚଳଚ୍ଚିତ୍ର ଜଗତରୁ ବାହାରେ ପ୍ରେମିକା ଜେନ ଗୁଡେନିଫଙ୍କୁ ବିବାହ କରିଥିଲେ। ପାଞ୍ଚ ବର୍ଷ ଡେଟିଂ କରିବା ପରେ ସେ ବିବାହ କରିଥିଲେ।

ଶିଳ୍ପା ସେଟ୍ଟୀ, ରାଜ କୁନ୍ଦ୍ରା
ଶିଳ୍ପା ସେଟ୍ଟୀ ଅକ୍ଷୟ କୁମାରଙ୍କ ବିପକ୍ଷରେ ଅନେକ ଚଳଚ୍ଚିତ୍ରରେ ଯୋଡି ହୋଇଥିଲେ। ମାତ୍ର ୨୦୧୦ତରେ ସେ ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କୁ ବିବାହ କରିଥିଲେ।

ଅନୁଷ୍କା ଶର୍ମା ଏବଂ ବିରାଟ କୋହଲି
ଅନୁଷ୍କା ଏବଂ କ୍ରିକେଟର ବିରାଟଙ୍କ ଯୋଡି ବହୁ ପୂର୍ବରୁ ପ୍ରସିଦ୍ଧ। ୨୦୧୭ ରେ, ଦୁହେଁ ଇଟାଲୀରେ ବିବାହ କରିଥିଲେ ।

ମୋନା ସିଂ, ଶ୍ୟାମ
ଟିଭି ସିରିଏଲରେ କାମକରୁଥିବର ମୋନା ସିଂ ଅନେକ ୱେବ ସିରିଜ ଏବଂ ଚଳଚ୍ଚିତ୍ରରେ କାମ କରିଛନ୍ତି। ମାତ୍ର ସେ ମୁମ୍ବାଇରେ ରହୁଥିବା ଏକ ନିବେଶ ବ୍ୟାଙ୍କରଙ୍କୁ ବିବାହ କରିଥିଲେ। ସେହିଭଳି, ଅନେକ କଳାକାର ଏବଂ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ବଲିଉଡ୍‌ ଜଗତରୁ ବିଭିନ୍ନ ଜୀବନ ସାଥୀ ବାଛିଛନ୍ତି ଏବଂ ଏକ ସୁଖମୟ ଜୀବନଯାପନ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘କଳାକାରଙ୍କୁ ବିବାଦରେ ଛନ୍ଦିବା ଠିକ୍‌ ନୁହେଁ’

ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ଡିସେମ୍ବର ୩୧ରୁ ଆରମ୍ଭ ହୋଇ ୨୦୨୦ ଜାନୁୟାରୀ ୧୦ ପର୍ଯ୍ୟନ୍ତ ଚାଲିବ। କଂସ ରାଜୁତିରେ ୧୧ଦିନ...

କୋଭିଡ-୧୯ ସମୟରେ ବୋହୂ ସାଜିଲେ ହିନା..

ବ୍ରାଇଡାଲ୍‌ ଲୁକ୍‌ରେ ଅଭିନେତ୍ରୀ ହିନା ଖାନ୍‌। ନାଲି ରଙ୍ଗର ଲେହେଙ୍ଗା, ହାତରେ ଚୁଡ଼ା ପିନ୍ଧି, ମେହେନ୍ଦି ଲଗାଇ କୌଣସି ପରି ଠାରୁ କମ୍‌ ଲାଗୁ ନାହାନ୍ତି...

ଆଶିକି ଗର୍ଲଙ୍କୁ ୫୧ ପୂରିଲା: ୨୯ ଦିନ କୋମାରେ ରହିବା ପରେ ପାଇଥିଲେ ନୂଆ ଜୀବନ;ଏବେ ଦେଖିଲେ ଚିହ୍ନି ବି ହେବନି !

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ତଥା ଆଶିକି ଗର୍ଲ ଭାବେ ପରିଚିତି ହାସଲ କରିଥିବା ଅନୁ ଅଗ୍ରଓ୍ବାଲ ଶନିବାର ନିଜର ୫୧ତମ ଜନ୍ମଦିନ ପାଳନ କରୁଛନ୍ତି। ସେ...

ବିବାଦକୁ ଆସିଲା ‘ଛପାକ’

ମୁମ୍ବାଇ,୨୪।୧୨: ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ଅଭିନୀତ ଫିଲ୍ମ ‘ଛପାକ’ ଏବେ କୋର୍ଟରେ ପହଞ୍ଚିଛି। ଲେଖକ ରାକେଶ ଭାରତୀ ଏବେ ଦାବି କରିଛନ୍ତି ଫିଲ୍ମର କାହାଣୀ...

ଆକ୍ଟ୍ରେସ୍‌ ହେବା ନିଷ୍ପତ୍ତିରେ ମୁଁ ହଣ୍ଡ୍ରେଡ୍‌ ପର୍‌ସେଣ୍ଟ ସନ୍ତୁଷ୍ଟ

ପାଠପଢ଼ା ଆଉ ଅଭିନୟ – ଏହି ଦୁଇଟିକୁ ବେଶ୍‌ ସମାନ୍ତରାଳ ଭାବରେ ନେଇ ଆଗେଇ ଚାଲିଛନ୍ତି ନବାଗତା ଆହାନା । ଡେବ୍ୟୁ ଫିଲ୍ମ ‘ଭରବ’ ପରେ...

ଚର୍ଚ୍ଚାରେ ମଲାଇକାଙ୍କ ଫଟୋ ଶୁଟ୍‌

ମୁମ୍ବାଇ: ବଲିଉଡ୍‌ ସେକ୍ସି କୁଇନ୍‌ ମଲାଇକା ଆରୋରା ଏବେ ପୁଣିଥରେ ଆସିଛନ୍ତି ଚର୍ଚ୍ଚାକୁ। ବଲିଉଡ୍‌ର ଏହି ଫିଟ୍‌ ନାୟିକା ଏଥର ତାଙ୍କ ଫଟୋଶୁଟ୍‌କୁ ନେଇ ସମସ୍ତଙ୍କ...

କ୍ୟାରିୟର ଅପେକ୍ଷା ବୟଫ୍ରେଣ୍ଡ୍‌ଙ୍କୁ ଅଧିକ ଗୁରୁତ୍ୱ ଦେଉଥିଲେ କ୍ୟାଟ୍ରିନା

ବଲିଉଡ଼ର ଆଗଧାଡ଼ିର ନାୟିକା କ୍ୟାଟ୍ରିନା ତାଙ୍କ ଆଗାମୀ ଫିଲ୍ମ ‘ସୂର୍ଯ୍ୟବଂଶୀ’ ପାଇଁ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମରେ ସେ ଅକ୍ଷୟ କୁମାରଙ୍କ ସହ ନଜର ଆସିବେ।...

ବିଗ୍‌ ବିଙ୍କ ଆଶୁ ଆରୋଗ୍ୟ କାମନା କଲେ ଡ୍ରିମଗର୍ଲ

ମୁମ୍ବାଇ: ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନ ଓ ତାଙ୍କ ପୁଅ ଅଭିଷେକ ବଚ୍ଚନଙ୍କ ସମେତ ପରିବାରର ୪ ସଦସ୍ୟ କରୋନାରେ ଆକ୍ରାନ୍ତ ହେବା ଘଟଣା ଜଣାପଡିବା...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *