Posted inଜାତୀୟ

ଏହି ରାଜ୍ୟରେ ଶହୀଦଙ୍କ ପରିବାରଙ୍କୁ ଦେବାକୁ ପଡ଼ିବନି ଟୋଲ ଟ୍ୟାକ୍ସ

ଶିମଲା,୧୧।୧୧: ଶହୀଦଙ୍କ ପରିବାରଙ୍କୁ ଏଣିକି ଦେବାକୁ ପଡ଼ିବନି ଟୋଲ ଟ୍ୟାକ୍ସ। ଏନେଇ ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ସୋମବାର ଘୋଷଣା କରିଛନ୍ତି। ଏଥିସହ ଶହୀଦ ପରିବାର ଫଣ୍ଡ ପାଇଁ ୫ଲକ୍ଷ ଟଙ୍କା ସହାୟତା ରାଶି ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସୂଚନାଯୋଗ୍ୟ, ଜଲନ୍ଧରରେ ଆୟୋଜିତ ପରିବାର ନିଧିର ୧୧୬ତମ ସମାରୋହରେ ମୁଖ୍ୟମନ୍ତ୍ରୀ ଜୟରାମ ଏନେଇ ଘୋଷଣା କରିଛନ୍ତି। ଏହି ଅବସରରେ ପୁଲଓ୍ବାମାରେ ଶହୀଦ ହୋଇଥିବା ଯବାନଙ୍କ ପ୍ରତ୍ୟେକ ପରିବାରଙ୍କୁ ଶହୀଦ ଫଣ୍ଡ ଦ୍ୱାରା ୧ଲକ୍ଷ ଟଙ୍କାର ଚେକ୍‌ ପ୍ରଦାନ କରାଯାଇଥିଲା। ଏଥିସହ ମୋଦିଙ୍କୁ ପ୍ରଶଂସା କରିବାକୁ ଯାଇ ଜୟରାମ ଠାକୁର କହିଛନ୍ତି, ଅନୁଚ୍ଛେଦ ୩୭୦ ଓ ଆର୍ଟିକାଲ ୩୫ଏ ଉଚ୍ଛେଦକୁ ଏକ ଐତିହାସିକ ପଦକ୍ଷେପ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀଙ୍କ କଥା ସହି ନ ପାରି ନିଜ କାର୍‌ରେ ନିଆଁ ଲଗାଇଦେଲେ ସ୍ବାମୀ

ଭରତପୁର,୨୨।୨: ମଧ୍ୟପ୍ରଦେଶର ଭରତପୁରରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତି ସ୍ତ୍ରୀଙ୍କ ଗାଳି ସହି ନ ପାରି କାର୍‌ରେ ନିଆଁ ଲଗାଇଦେଇଛନ୍ତି।...

କାହିଁକି ଚାକିରି ଛାଡୁଛନ୍ତି ଆଇଟିବିପି ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ, ଲୋକସଭାରେ ସରକାରଙ୍କ ଉତ୍ତର…

ନୂଆଦିଲ୍ଲୀ,୭।୨ : ସିଧାସଳଖ ନିଯୁକ୍ତି ମାଧ୍ୟମରେ କେନ୍ଦ୍ରୀୟ ଅର୍ଦ୍ଧସୈନିକ ବାହିନୀରେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ହୋଇଥିବା ଯୁବ ଅଧିକାରୀମାନେ କାହିଁକି ଚାକିରି ଛାଡୁଛନ୍ତି? ଏହି ଗମ୍ଭୀର ପ୍ରସଙ୍ଗ...

ସୁଧୁରୁନି ପାକିସ୍ତାନ: ନିୟନ୍ତ୍ରଣ ରେଖାରେ ୨୩୦ ଆତଙ୍କବାଦୀ ଭାରତରେ ଅନୁପ୍ରବେଶ ପାଇଁ ପ୍ରସ୍ତୁତ

ନୂଆଦିଲ୍ଲୀ,୭।୯: ସୀମାରେ ପାକିସ୍ତାନର କାର୍ଯ୍ୟକଳାପ ଅସହ୍ୟ ହେବାରେ ଲାଗିଛି। ନିୟନ୍ତ୍ରଣ ରେଖାରେ ପାକିସ୍ତାନ ଗୋଇନ୍ଦା ସଂସ୍ଥା ନିର୍ଦ୍ଦେଶରେ ୨୩୦ ଆତଙ୍କବାଦୀ ଭାରତରେ ଅନୁପ୍ରବେଶ ପାଇଁ ପ୍ରସ୍ତୁତ...

କର୍ନାଟକ ବିଧାନସଭା ନିର୍ବାଚନ: କିଙ୍ଗମେକର୍‌ ସାଜିବ କି ଜେଡିଏସ? ଏମିତି ହୋଇପାରେ ସମୀକରଣ

ବେଙ୍ଗାଲୁରୁ,୧୦।୫: କର୍ନାଟକରେ ବିଧାନସଭା ନିର୍ବାଚନ ପାଇଁ ବୁଧବାର ମତଦାନ ଜାରି ରହିିଛି। ସବୁ ଦଳ ଗତ ୨ ମାସ ଧରି ରାଜ୍ୟରେ କ୍ଷମତାକୁ ଆସିବା ପାଇଁ...

ଧନ୍ୟବାଦ ପ୍ରସ୍ତାବରେ ଗୀତ ଗାଇ ମୋଦି ରାହୁଲଙ୍କୁ କହିଲେ ଟ୍ୟୁବ୍‌ଲାଇଟ୍‌

ନୂଆଦିଲ୍ଲୀ, ୬।୨: ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଦେବା ଅବସରରେ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୀତ ଗାଇ କଂଗ୍ରେସର ରାହୁଲ...

ଆସାମ ବନ୍ୟା ପୀଡିତଙ୍କୁ ୨ କୋଟି ଟଙ୍କା ଦେଲେ ଅକ୍ଷୟ

ମୁମ୍ବାଇ,୧୮।୭: ବଲିଉଡ୍‌ ଖିଲାଡି ବୟେ ଅକ୍ଷୟ କୁମାରଙ୍କ ବଦାନ୍ୟତା ପୁଣି ଥରେ ଦେଖିବାକୁ ମିଳିଛି। ଆସାମ ବନ୍ୟା ପୀଡିତ ଓ କାଜିରଙ୍ଗା ନ୍ୟାସନାଲ ପାର୍କର ପୁନରୁଦ୍ଧାର...

ହାଜିପୁରରୁ ଲୋକସଭା ନିର୍ବାଚନ ଲଢ଼ିବେ ପଶୁପତି…

ପାଟନା,୨୨।୭ : କେନ୍ଦ୍ର ମନ୍ତ୍ରୀ ତଥା ରାଷ୍ଟ୍ରୀୟ ଜନଶକ୍ତି ପାର୍ଟି (ଆରଏଲଜେପି) ମୁଖ୍ୟ ପଶୁପତି କୁମାର ପାରସ ତାଙ୍କ ପୁତୁରା ଚିରାଗ ପାସୱାନଙ୍କ ସହ ବୁଝାମଣାର...

ମୋ ଅଧିକାର ସହିତ ଖେଳିବାକୁ ପ୍ରୟାସ କର ନାହିଁ: ସିଜେଆଇ…

ନୂଆଦିଲ୍ଲୀ,୧୧।୪ : ମଙ୍ଗଳବାର  ସୁପ୍ରିମକୋର୍ଟରେ ଏପରି କିଛି ଘଟିଛି ଯାହାକୁ ନେଇ ପ୍ରଧାନ ବିଚାରପତି (ସିଜେଆଇ) ଡି.ଓ୍ବାଇ.ଚନ୍ଦ୍ରଚୂଡ  ରାଗି ଯାଇଥିଲେ। ନ୍ୟାୟିକ ପ୍ରକ୍ରିୟା ସହିତ ଖେଳିବାକୁ...

Advertisement
Archives

Model This Week