ଏହି ପନିପରିବା ଜୀବନ ପାଇଁ ଅମୃତ ତୁଲ୍ୟ…

ବିଭିନ୍ନ ପନି ପରିବାର ରଙ୍ଗ ଭିନ୍ନ ଭିନ୍ନ ରହିଥାଏ। ତେବେ ପନିପରିବାର ଏହି ରଙ୍ଗ କଣିକା ମଣିଷ ଜୀବନ ପାଇଁ ଅମୃତ ତୁଲ୍ୟ ସାବ୍ୟସ୍ତ ହୋଇଥାଏ। ଏ ସମ୍ପର୍କରେ ନେଦରଲାଣ୍ଡର ଲେଇଦେନ୍‌ ବିଶ୍ୱବିଦ୍ୟାଳୟର ମେଡିକାଲ ସାଇନ୍ସ ବିଭାଗର ଗବେଷକ ସେମାନଙ୍କ ଗବେଷଣା ରିପୋର୍ଟରେ ଦର୍ଶାଇଛନ୍ତି। ପାଚିଲା ବିଲାତି ବାଇଗଣ, ତରଭୁଜ, ଡାଳିମ୍ବ, ବିଟ୍‌ ଆଦି ପନିପରିବାରେ ଲାଲ୍‌ ରଙ୍ଗ କଣିକା ଦେଖାଯାଇଥାଏ। ଏଥିରେ ଲିଉଚକାପିନ୍‌ ନାମକ ରୋଗ ପ୍ରତିରୋଧକ ରହିଥାଏ। ବିଟ୍‌ରେ ପିଟାସିୟାନିନ୍‌ ନାମକ ଏକ ରାସାୟନିକ ରହିଥାଏ। ଏହା ରୋଗ ପ୍ରତିରୋଧକ ଭାବେ କାର୍ଯ୍ୟକରେ। ପ୍ରତିଦିନ ବିଲାତି ବାଇଗଣ ବା ଲାଲ କଣିକା ଥିବା ଖାଦ୍ୟ ଖାଇଲେ ପାକସ୍ଥଳୀ, ମୁତ୍ରାଶୟ, ଅନ୍ତନାଳୀ ରୋଗ ହେବାର ଆଶଙ୍କା କମିଥାଏ। ପନିପରିବାରେ ଥିବା ସବୁଜ କଣିକା ବେଶ୍‌ ଉପକାରୀ। ଏହା ଶାଗ, ବନ୍ଧାକୋବି, କାକୁଡ଼ି, କଲରା, ଭେଣ୍ଡି, ଝୁଡ଼ଙ୍ଗ, ପୋଟଳ, ଜହ୍ନି ଆଦିରେ ରହିଥାଏ। ଏଥିରେ ଥିବା କ୍ଲୋରୋଫିଲ କ୍ୟାନସର ପ୍ରତିରୋଧ ଶକ୍ତି ବୃଦ୍ଧି କରିଥାଏ। ହଳଦିଆ କଣିକା ମକା, ବିଭିନ୍ନ ପ୍ରକାର ଡାଲି ଓ ହଳଦୀରେ ଦେଖିବାକୁ ମିଳିଥାଏ। ହଳଦୀରେ ଥିବା କୁରକୁମିନ୍‌ କ୍ୟାନସର ପ୍ରତିରୋଧକ ଭାବେ କାମ କରେ। ଗାଜର, ପାଚିଲା ଆମ୍ବ, କଖାରୁ, ପାଚିଲା ଅମୃତଭଣ୍ଡାରେ ପ୍ରଚୁର ପରିମାଣରେ ନାରଙ୍ଗୀ କଣିକା ଭରି ରହିଥାଏ। ଏହି କଣିକାରେ ଥିବା ବିଟା କ୍ୟାରୋଟିନ୍‌ ଶରୀରରେ ମାତ୍ରାଧିକ କୋଲେଷ୍ଟରଲକୁ କମାଇବାରେ ସାହାଯ୍ୟ କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

୮୦୦ କୋଟି ଜନସଂଖ୍ୟା ସମ୍ମୁଖରେ ଭୋକ-ଦାରିଦ୍ର୍ୟ-ବୃଦ୍ଧାବସ୍ଥା ସମସ୍ୟା…

ନୂଆଦିଲ୍ଲୀ,୧୫।୧୧ : ଦୁନିଆର ମାନବ ଜନସଂଖ୍ୟା ବର୍ତ୍ତମାନ ୮୦୦ କୋଟି ଅତିକ୍ରମ କରିଛି। ୧୯୫୦ ମସିହାରେ ଯେଉଁ ମାନବଙ୍କ ସଂଖ୍ୟା ମାତ୍ର ଅଢ଼େଇଶହ କୋଟି ଥିଲା,...

ରନ୍‌ଓ୍ବେରେ ବିମାନ-ଦମକଳ ଟ୍ରକ ମୁହାଁମୁହିଁ ଧକ୍କା, ୨ ମୃତ…

ଲିମା,୧୯।୧୧ : ପେରୁର ଅନ୍ତର୍ଜାତୀୟ ବିମାନବନ୍ଦରରୁ ବିମାନ ଉଡ଼ାଣ ପାଇଁ ପ୍ରସ୍ତୁତ ହେଉଥିବା ଏକ ବିମାନ ରନୱେରେ ଅଗ୍ନିଶମ ଟ୍ରକ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା।...

ସ୍ମଗ୍‌ ଖୁମ୍ବ

ଚଳିତ ବର୍ଷ ଅଗଷ୍ଟ ୨୩ ତାରିଖରେ ଦିଲ୍ଲୀର କନ୍ନଟପ୍ଲେସ୍‌ଠାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଗୋଟିଏ ସ୍ମଗ୍‌ ଖୁମ୍ବର ଉଦ୍‌ଘାଟନ କରିଛନ୍ତି। ବାୟୁକୁ ପରିଷ୍କାର କରି ଏହାର ପ୍ରଦୂଷଣରୁ...

୧୯୯୯ କାର୍ଗିଲ ଯୁଦ୍ଧର ଖଳନାୟକ ଥିଲେ ପରଭେଜ, ଜନ୍ମଭୂମିକୁ ଦେଇଥିଲେ ବହୁ କ୍ଷତ…

ଇସଲାମା,୫।୨ : ସେ ୧୯୯୯ ମସିହାରେ ନୱାଜ ସରିଫଙ୍କ ଗଣତାନ୍ତ୍ରିକ ସରକାରଙ୍କ ପତନ ଘଟାଇ ପରଭେଜ ମୁଶାରଫ କ୍ଷମତା ଦଖଲ କରି ପାକିସ୍ତାନର ଶାସନ ଗ୍ରହଣ...

ଆମେରିକାରେ ଜାତୀୟ ଜରୁରୀ ସ୍ଥିତି

ଓ୍ବାଶିଂଟନ,୧୫ା୩(ପି.ଟି.): କରୋନା ଭୂତାଣୁ ସଂକ୍ରମଣଜନିତ ମୃତ୍ୟୁସଂଖ୍ୟା ୫୪୦୦ ଟପିଥିବାବେଳେ ପାଖାପାଖି ଦେଢ଼ଲକ୍ଷ ଲୋକ ଏଥିରେ ଆକ୍ରାନ୍ତ ହେଲେଣି। ଏହା ବିଶ୍ୱ ଅର୍ଥନୀତିରେ ମାନ୍ଦାବସ୍ଥା ଆଣିବାକୁ ଯାଉଛି।...

ଇତିହାସକୁ ଭୁଲି ଜାପାନ-ଦକ୍ଷିଣ କୋରିଆ ସୁରକ୍ଷା ସମ୍ପର୍କ ସୁଧାରିବାକୁ ହେଲେ ସହମତ

ଟୋକିଓ,୧୮ ।୩: ଜାପାନ ଓ ଦକ୍ଷିଣ କୋରିଆ ମଧ୍ୟରେ ଦୀର୍ଘଦିନ ପରେ ଶିଖର ସମ୍ମିଳନୀ ଅବସରରେ ଉଭୟ ଦେଶ ମଧ୍ୟରେ ନିୟମିତ ଗସ୍ତ ଆରମ୍ଭ କରିବାକୁ...

ଆସନ୍ତା ୩୩ ବର୍ଷରେ ଜାପାନର ଜନସଂଖ୍ୟା ୧୦ କୋଟିରୁ ହେବ କମ୍‌…

ଟୋକିଓ,୨୭।୪ : ଆସନ୍ତା ୩୩ ବର୍ଷରେ ୨୦୫୬ ସୁଦ୍ଧା ଜାପାନର ଜନସଂଖ୍ୟା ୧୦ କୋଟିରୁ କମ୍‌ରେ ପହଞ୍ଚିବ। ଯଦି ଦେଶର ଶିଶୁ ଜନ୍ମ ହାର ବର୍ତ୍ତମାନର...

ସୀମାକୁ ଧାଇଁଲେ ଆଫଗାନ୍‌

କାବୁଲ, ୨ା୯: ୧,୨୩,୦୦୦ ଲୋକଙ୍କୁ ଏୟାରଲିଫ୍ଟ କରି ଆମେରିକା ସୈନ୍ୟ ଫେରିଯିବା ପରେ କାବୁଲ ବିମାନବନ୍ଦରକୁ ତାଲିବାନ୍‌ ଦଖଲ କରିଛି। ଏଥିସହ ଏୟାରଲିଫ୍ଟ ଅପେକ୍ଷାରେ ଥିବା...

Advertisement
Archives

Model This Week