ଏହିସବୁ କାରଣରୁ ଦୁର୍ବଳ ହୁଏ ଦାନ୍ତ

ଆଧୁନିକ ଜୀବନଶୈଳୀ ଲାଗି ଅନେକ ସ୍ବାସ୍ଥ୍ୟ ସମସ୍ୟା ଉପୁଜିଥାଏ। ତନ୍ମଧ୍ୟରୁ ଦାନ୍ତ ସମସ୍ୟା ଅନ୍ୟତମ, ତେବେ କେବଳ ଖଟା ଓ ମିଠା ଦାନ୍ତକୁ ଖରାପ କରେ ତାହାନୁହେଁ ଅନେକ କିଛି ଜିନିଷ ଅଛି ଯାହା ଦାନ୍ତକୁ ଦୁର୍ବଳ କରିଥାଏ।
ତେବେ ଜାଣନ୍ତୁ ସେ ସମମ୍ପର୍କରେ…

ଅନେକ ଲୋକ ଶୋଇବା ସମୟରେ ଦାନ୍ତରେ କାଠି କିମ୍ବା ଛୁଞ୍ଚି ପୁରାଇ ସଫା କରିଥାନ୍ତି। ଯାହା ଦାନ୍ତକୁ ଦୁର୍ବଳ କରିଥାଏ।

ସବୁ ସମୟରେ ପାଟି ଧୋଇବା ଦାନ୍ତ ଉପରେ ପ୍ରଭାବ ପକାଇଥାଏ । ଏହା କରିବା ଫଳରେ ଦାନ୍ତ ସଫା ହୋଇଥାଏ। ମାତ୍ର କମ୍‌ ଦିନରେ ଦୁର୍ବଳ ହୋଇଯାଏ।

ଅନେକ ଗବେଷଣାରୁ ଜଣାପଡିଛି ଯେ ଅତ୍ୟଧିକ ବ୍ୟାୟାମ ଦାନ୍ତକୁ ଦୁର୍ବଳ କରିପାରେ। ତୁମର ବ୍ୟାୟାମ କାର୍ଯ୍ୟସୂଚୀ ଯେତେ ଅଧିକ ହେବ, ସେତେ ଅଧିକ ଦାନ୍ତ ହଲିଥାଏ। କୁହାଯାଏ ବ୍ୟାୟାମ ସମୟରେ ପାଟିରେ ଥିବା ଲାଳ କମ ହୋଇଯାଏ, ଯାହା ଦାନ୍ତକୁ ପ୍ରଭାବିତ କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପୂର୍ବରୁ ଜାଣି ନିଅନ୍ତୁ ଏସବୁ, ନଚେତ୍‌…

ସୁଖମୟ ଦାମ୍ପତ୍ୟ ଜୀବନ ପାଇଁ ସ୍ତ୍ରୀ-ସ୍ବାମୀ ମଧ୍ୟରେ ସମନ୍ବୟ ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଚାଣକ୍ୟ ତାଙ୍କ ନୀତି ଶାସ୍ତ୍ରୀରେ ଜୀବନସାଥୀଙ୍କ ଅନେକ ଗୁଣ ବିଷୟରେ ଉଲ୍ଲେଖ...

ଏହି ୫ ସ୍ଥାନରେ ଗୋଟିଏ ଦିନ ବି ରୁହନ୍ତୁ ନାହିଁ, ହୋଇପାରେ ବଡ କ୍ଷତି

ଅର୍ଥଶସ୍ତ୍ର, ରାଜନୀତି ଏବଂ କୁଟନୀତି ସହ ଅନେକ କ୍ଷେତ୍ରରେ ପ୍ରବୀଣ ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ର ‘ଚାଣକ୍ୟ ନୀତି’ରେ ମନୁଷ୍ୟ ଜୀବନ ସହ ଜଡ଼ିତ ବିଭିନ୍ନ...

ବ୍ୟାୟାମ ପରେ ଖାଆନ୍ତୁ ଏହିସବୁ ଖାଦ୍ୟ, ମିଳିବ ଅନେକ ଫାଇଦା

ବ୍ୟାୟାମ କରି ଆମେ ନିଜକୁ ଫିଟ୍‌ ରଖିଥାଉ। ଏଥିପାଇଁ ଓ୍ବାକିଂ, ଓ୍ବେଟ୍‌ ଟ୍ରେନିଂ, ଏରୋବିକ୍ସ, ଫୁଟ୍‌ବଲ, ରନିଂ ଆଦି ବିଭିନ୍ନ ପ୍ରକାରର ବ୍ୟାୟାମ କରିଥାଉ। ଏପରି...

ସାଇଟୋକାଇନ୍‌ ଷ୍ଟର୍ମ: କରୋନା ମୁକାବିଲାରେ ମଣିଷ ପାଇଁ ଶତ୍ରୁ ପାଲଟୁଛି ଆଣ୍ଟିବଡ଼ି

ଓ୍ବାଶିଂଟନ/ନୂଆଦିଲ୍ଲୀ,୧୬।୫: କରୋନା ସଂକ୍ରମଣରେ ମଣିଷ ଶରୀର ପାଇଁ କିଭଳି ରୋଗ ପ୍ରତିରୋଧକ ଶକ୍ତି ହିଁ ଶତ୍ରୁ ପାଲଟି ଥାଏ ସେ ନେଇ ଏକ ରିପୋର୍ଟ ପ୍ରକାଶ...

ଖାଦ୍ୟ ଲାଳସାକୁ ନିୟନ୍ତ୍ରଣକରେ ମସ୍ତିଷ୍କ କୋଷିକା

ଲୋଓ୍ବା: ମିଠା ଏବଂ ସ୍ବାଦଯୁକ୍ତ ଖାଦ୍ୟପ୍ରତି କେତେକଙ୍କର ଅଧିକ ଲାଳସା ରହିଥାଏ। ତେବେ ଏଭଳି ଲାଳସାକୁ ମସ୍ତିଷ୍କର ଏକ ପ୍ରକାର କୋଷିକା ନିୟନ୍ତ୍ରିତ କରିଥାଏ। ଏସମ୍ପର୍କରେ...

ଆମ ସାଥୀ ଜିପିଏସ୍‌

ଦିନ ଥିଲା ଅଧିକାଂଶ ମହିଳାଙ୍କୁ କୌଣସି କାର୍ଯ୍ୟରେ ବାହାରକୁ ଯିବା ପାଇଁ ପରିବାର ସଦସ୍ୟଙ୍କ ଉପରେ ନିର୍ଭର କରିବାକୁ ପଡୁଥିଲା। ଅତ୍ୟାବଶ୍ୟକ ସ୍ଥଳେ ଏକାକୀ କୌଣସି...

ବ୍ୟବହାର କରନ୍ତୁ ଏଭଳି ସାନିଟାଇଜର

କରୋନା ଭାଇରସ ସାରା ବିଶ୍ୱରେ ବ୍ୟାପିଯିବା ପରେ ଏବେ ସାନିଟାଇଜର ଆମ ନିତିଦିନ ଜୀବନର ଏକ ମୁଖ୍ୟ ଉପାଦାନ ପାଲଟି ଯାଇଛି । ଛୋଟଠାରୁ ବଡ...

ହେଙ୍ଗୁରେ ରହିଛି ଏସବୁ ଉପକାରୀ ଗୁଣ

ଏକ ରିପୋର୍ଟରୁ ପ୍ରକାଶ, ଭାରତରେ ପ୍ରତି ୫ ଜଣରେ ଜଣେ ରକ୍ତଚାପର ଶିକାର ହୋଇଥାନ୍ତି। ରକ୍ତଚାପ ବଢ଼ିଲେ ଅନ୍ୟ ରୋଗ ଆଶଙ୍କା ମଧ୍ୟ ବଢ଼ିଯାଇଥାଏ। ତେଣୁ...

Advertisement
Archives

Model This Week