ଏହାକୁ ଖାଇଲେ ବଦଳିଯାଏ ଜୀବନ

ଜୀବନରେ ପ୍ରାୟ ସମସ୍ତେ ଖୁସିରେ ରହିବାକୁ ଚାହିଁଥା’ନ୍ତି। ଏଥିପାଇଁ ଖାଦ୍ୟପେୟ ପ୍ରତି ଧ୍ୟାନ ଦେବା ଜରୁରୀ ଅଟେ। କାରଣ ଖୁସିର ସମ୍ବନ୍ଧ ସିଧା ହର୍ମୋନ ସହିତ ଜଡ଼ିତ। କିଛି ଏମିତି ଜିନିଷ ଅଛି ଯାହାକୁ ଖାଇଲେ ମନ ପ୍ରଫୁଲ୍ଲିତ ରହିବା ସହ ହର୍ମୋନ ବଢ଼ିବାରେ ସହାୟକ ହୋଇଥାଏ। ଆମେ ଖାଉଥିବା କିଛି ଖାଦ୍ୟରେ ସେରୋଟୋନିନ୍‌, ଡୋପାମାଇନ୍‌ ଏବଂ ଏଣ୍ଡ୍ରୋଫିନ୍‌ ହର୍ମୋନକୁ ବଢ଼ାଇଥାଏ। ତେଣୁ ଖୁସି ରହିବା ପାଇଁ ଡାର୍କ ଚକୋଲେଟ୍‌ ଖୁବ୍‌ ଭଲ ବୋଲି ଏକ ରିପୋର୍ଟରୁ ପ୍ରକାଶ।


ଚକୋଲେଟ୍‌ ଖାଇବାକୁ ଅନେକ ପସନ୍ଦ କରିଥାନ୍ତି। ବିଶେଷକରି ଡାର୍କ ଚକୋଲେଟ୍‌ ବା କଫି ଚକୋଲେଟ୍‌ ଖାଇଲେ ମନ ଖୁସି ରହେ। କୁହାଯାଏ, ଡାର୍କ ଚକୋଲେଟ୍‌ରେ ଥିବା କଫିନ୍‌ ଆମକୁ ଖୁସି ରଖିବା ସହ ଆଳସ୍ୟପଣ ଦୂର କରିଥାଏ। ଫଳରେ କାମ କରିବାରେ ମନ ଲାଗିଥାଏ। ଡାର୍କ ଚକୋଲେଟ୍‌ରେ ଆଣ୍ଟିଅକ୍ସିଡାଣ୍ଟ ପ୍ରଚୁର ପରିମାଣରେ ରହିଥାଏ। ଯାହା ମନରେ ସ୍ଥିରତା ଆଣେ। ଖୁସିରେ ରହିବା ପାଇଁ ଡାର୍କ ଚକୋଲେଟ୍‌ ବେଶ୍‌ ଫଳପ୍ରଦ। କିନ୍ତୁ ପୂର୍ବରୁ ଯଦି କୌଣସି ରୋଗରେ ପୀଡ଼ିତ ଥା’ନ୍ତି ତେବେ ଏହା ଖାଇବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ସେହି ଅନୁସାରେ ଡାଏଟ୍‌ ଅନୁକରଣ କରିବା ଉଚିତ୍‌।


Enter your email to get our daily news in your inbox.

All Right Reserved By Dharitri.Com

କ୍ୟାନ୍‌ସର ଟ୍ୟୁମର ଓ ଫଳମୂଳ

ତଟକା ଫଳମୂଳ ଆମ ସ୍ବାସ୍ଥ୍ୟ ପାଇଁ କେତେ ଉପକାରୀ ତାହା କହିବା ବାହୁଲ୍ୟ। ନିୟମିତ ଏହାକୁ ଖାଇଲେ ଏହା ସ୍ବାସ୍ଥ୍ୟ ଲାଗି ଆହୁରି ଲାଭପ୍ରଦ ହୋଇଥାଏ।...

ମହିଳାଙ୍କ ଶରୀରର ଏହି ଅଙ୍ଗ ବଡ଼ ଥିଲେ ଶାଶୁଘରେ ରହେନାହିଁ ଧନର ଅଭାବ

କଥାରେ ଅଛି, ଭାଗ୍ୟରେ ଯାହା ଅଛି ତାହା ମିଳିବ। ହେଲେ ଭାଗ୍ୟ ସେତେବେଳେ ସୃଷ୍ଟି ହୋଇଥାଏ ଯେତେବେଳେ ଆମେ କର୍ମ କରିଥାଉ। ମାତ୍ର ଜ୍ୟୋତିଷ ଶାସ୍ତ୍ରଙ୍କ...

ହାର୍ଟକୁ ସୁସ୍ଥ ରଖିବାକୁ ଚାହୁଁଥିଲେ ଆପଣାନ୍ତୁ ଏହି ଉପାୟ

ବ୍ୟସ୍ତବହୁଳ ଜୀବନଶୈଳୀ, ଖାଦ୍ୟପେୟରେ ଅନିୟମିତତା ଯୋଗୁ ଆମକୁ ନାନା ରୋଗ ଗ୍ରାସ କରୁଛି। ସେଥିମଧ୍ୟରୁ ଅନ୍ୟତମ ହୃଦ(ହାର୍ଟ)ରୋଗ । ଯଦି ମେଦବହୁଳତା ଏବଂ ଡାଇବେଟିସ ଅଛି,...

ଶୀତଦିନେ ମଧୁମେହ ରୋଗୀ ଖାଆନ୍ତୁ ଏହି ୫ ଜିନିଷ

ସାରା ବିଶ୍ୱରେ ମଧୁମେହ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହାକୁ ନିୟନ୍ତ୍ରଣ କରିବା ପାଇଁ ରୋଗୀକୁ ଅନେକ କିଛି କରିବାକୁ ପଡ଼ିଥାଏ। କେତେବେଳେ...

ବର୍ଷାଦିନିଆ ତ୍ୱଚାର ଯତ୍ନ ସମ୍ପର୍କରେ କିଛି ଟିପ୍ସ

ବର୍ଷାଋତୁରେ ଅନେକ ତ୍ୱଚା ସମସ୍ୟା ଦେଖାଯାଇଥାଏ। କେବଳ ତରୁଣୀ ନୁହନ୍ତି, ଏହି ସମସ୍ୟା ପୁରୁଷମାନଙ୍କଠାରେ ମଧ୍ୟ ଦେଖାଯାଇଥାଏ। କିନ୍ତୁ କିଶୋରୀମାନେ ଏହାକୁ ନେଇ ଅଧିକ ଚିନ୍ତିତ...

ଶୀତଦିନିଆ ଖାଦ୍ୟ

ଶୀତଦିନ ଖାଇବାର ମଜା ନେବା ଋତୁ। ବଜାର ସାରା ଆକର୍ଷଣୀୟ, ପୁଷ୍ଟିକର, ସୁସ୍ବାଦୁ ତଥା ଶସ୍ତା ଶାଗ ଓ ପନିପରିବା ଏବଂ ଭଳିକି ଭଳି ଫଳ...

ହୁକୁମ ଚଳାଇବାରେ ଓସ୍ତାଦ ଏହି ରାଶିର ଯୁବତୀ; ନିଜ ହିସାବରେ ଜୀବନ ଜିଅଁନ୍ତି…

ଜ୍ୟୋତିଷଶାସ୍ତ୍ର ଅନୁସାରେ ସିଂହ ରାଶିର ସ୍ବାମୀ ଗ୍ରହ ହେଉଛନ୍ତି ସୂର୍ଯ୍ୟ। ନବଗ୍ରହମାନଙ୍କ ମଧ୍ୟରେ ରାଜା ହେଉଛନ୍ତି ସେ। ସୂର୍ଯ୍ୟଙ୍କ ପ୍ରଭାବ ଯୋଗୁ ଏହି ରାଶିର ବ୍ୟକ୍ତିବିଶେଷ...

ହାର୍ଟଆଟାକ୍‌ରୁ ଦୂରେଇ ରହିବା ପାଇଁ ପିଅନ୍ତୁ ଏହି ପାଣି…

ଶରୀର ପାଇଁ ଉଷୁମ ପାଣି ଚିକିତ୍ସା ବେଶ୍‌ ଉପଯୋଗୀ ସାବ୍ୟସ୍ତ ହୋଇଥାଏ। ଏହାଦ୍ୱାରା ରକ୍ତ ସଞ୍ଚାଳନ ପ୍ରକିୟା ସ୍ବାଭାବିକ ହେବା ସହିତ ହାର୍ଟଆଟାକ୍‌ ଆଶଙ୍କା ଦୂର...

Advertisement
Archives

Model This Week