ଏସ୍‌ସିବିରୁ କରୋନା ସନ୍ଦିଗ୍ଧ ଚମ୍ପଟ ଖବର ଗୁଜବ, ନେଗେଟିଭ ଆସିଛି ସଂକ୍ରମଣ ଯାଞ୍ଚ

ଭୁବନେଶ୍ୱର,୬।୩(ବ୍ୟୁରୋ): କଟକ ଏସ୍‌ସିବି ମେଡିକାଲର କରୋନା ଓ୍ବାର୍ଡରୁ ଜଣେ ସନ୍ଦିଗ୍ଧ ଚମ୍ପଟ ମାରିବା ଖବର ଏକ ଗୁଜବ। ସମ୍ପୃକ୍ତ ବ୍ୟକ୍ତି ଆୟରଲ୍ୟାଣ୍ଡର ନାଗରିକ। ସେ ୩ ଦିନ ତଳେ ଓଡ଼ିଶା ଆସିଥିଲେ। ସେ ଏବେ ନୟାପଲ୍ଲୀ ଥାନା ଅଞ୍ଚଳରେ ଥିବା ଏକ ହେଟେଲରେ ରହୁଛନ୍ତି। ସେ ଓଡ଼ିଶା ଆସିବା ପରେ କଟକ ବଡ଼ ମେଡିକାଲରେ ନିଜର ସ୍ବାସ୍ଥ୍ୟ ପରୀକ୍ଷା କରି ଆସିଥିଲେ। ତାଙ୍କଠାରେ କରୋନା ସଂକ୍ରମଣ ନ ଥିବା ଜଣାପଡ଼ିଥିଲା। ସେହିଭଳି ଶୁକ୍ରବାର କଟକର ଏକ ଟିମ୍‌ ଯାଞ୍ଚ କରି ଯାଇଛନ୍ତି। ଯାଞ୍ଚ ପରେ ତାଙ୍କର କରୋନା ସଂକ୍ରମଣ ନେଗେଟିଭ ଆସିଥିବା ଜଣାପଡ଼ିଛି। ଏନେଇ ସୂଚନା ଦେଇ ନୟାପଲ୍ଲୀ ଥାନାଧିକାରୀ ଅରୁଣ କୁମାର ସ୍ବାଇଁ କହିଛନ୍ତି, ଉକ୍ତ ବ୍ୟକ୍ତି ଫେରାର ନ ଥିଲେ। ସେ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି। କରୋନା ସଂକ୍ରମଣ ହେବାର କୌଣସି ଲକ୍ଷଣ ତାଙ୍କ ପାଖରେ ନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୦ରେ ଭୁବନେଶ୍ୱର ଆର୍ଟ ସମିଟ୍‌

ଭୁବନେଶ୍ୱର,୨୫।୧୧(ବ୍ୟୁରୋ): ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ଖ୍ୟାତିଅଜର୍ର୍ନ କରିଥିବା କଳାକାରମାନଙ୍କ ଚିତ୍ରକଳାକୁ ନେଇ ଭୁବନେଶ୍ୱର ‘ଆର୍ଟ ସମିଟ୍‌ ୨୦୧୯’ର ପ୍ରି-ଶୋ ଓଡ଼ିଶା ମଡର୍ନ ଆର୍ଟ ଗ୍ୟାଲେରି ପରିସରରେ...

କରୋନା ଗୁଜବ ଯୋଗୁ କ୍ଷତିରେ କୁକୁଡା ଚାଷୀ

ଭୁବନେଶ୍ୱର,୪ା୩: ବ୍ରଏଲର କୁକୁଡ଼ା ମାଂସରେ କରୋନା ବ୍ୟାପିବାର ଗୁଜବ ଯୋଗୁ ଏବେ ଏହି ସାରା ଦେଶରେ ଶିଳ୍ପ ଉପରେ ଏହାର ପ୍ରଭାବ ପଡିଛି। ଓଡ଼ିଶାରେ କୁକୁଡ଼ା...

ଗ୍ରାମରୁ ବିଦ୍ୟୁତ୍‌ ସଂଯୋଗ କାଟିଦେଇଛି ସାଉଥ୍‌କୋ: ସନ୍ଧ୍ୟା ହେଲେ ଖୋଜାପଡୁଛି ଡିବି, ଲଣ୍ଠନ

କୋରୁକୋଣ୍ଡା,୧୪।୧(ଡି.ଏନ୍‌.ଏ.)-ଗ୍ରାମରେ ବିଦ୍ୟୁତ୍‌ ସଂଯୋଗ ଥାଇ ମଧ୍ୟ ଗ୍ରାମବାସୀ ସନ୍ଧ୍ୟା ହେଲେ ସବୁଦିନ ହଇରାଣ ହେଉଛନ୍ତି। ଡିବି, ଲଣ୍ଠନ ଲଗାଇ ଚଳୁଛନ୍ତି। ବିଭାଗୀୟ ଅଧିକାରୀଙ୍କ ନିକଟରେ ଅଭିଯୋଗ...

ପୂର୍ବତନ ବିଧାୟକ ଅନାମ ନାଏକ ଗିରଫ

କଟକ ଅଫିସ, ୨୪ା୧: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଭବାନୀପାଟଣା ବିଧାନସଭା ଆସନର ପୂର୍ବତନ ବିଧାୟକ ଅନାମ ନାଏକଙ୍କୁ ଭିଜିଲାନ୍ସ ଗୁରୁବାର ଗିରଫ କରିଛି।...

ବିପଦ ସଙ୍କେତ ଉପରେ ବୈତରଣୀ, ଜଳକା

ଭୁବନେଶ୍ୱର,୨୭ା୮(ବ୍ୟୁରୋ): ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁ ଗତ ଦୁଇଦିନ ଧରି ରାଜ୍ୟରେ ପ୍ରବଳ ବର୍ଷା ହୋଇଛି। ଏଥିଯୋଗୁ ଅନେକ ଜିଲାରେ ଚାଷଜମି ଓ...

ମଶାଲକୁ ଭବ୍ୟ ସମ୍ବର୍ଦ୍ଧନା

ବଇଣ୍ଡା/କଣିହଁା(ଡି.ଏନ୍‌.ଏ.)/ଛେଣ୍ଡିପଦା(ସ୍ବ.ପ୍ର.), ୩।୪ ନାମ ସଂକୀର୍ତ୍ତନରେ ପ୍ରକମ୍ପିତ ହେଉଥିଲା ପରିବେଶ। କଳାକାରଙ୍କ ଆକର୍ଷଣୀୟ ଲୋକନୃତ୍ୟରେ ଝୁମୁଥିଲେ ଜନତା। ବିଭିନ୍ନ ସ୍ଥାନରେ ଜ୍ୟୋତିକୁ ବନ୍ଦାପନା କରି ଭବ୍ୟ ସମ୍ବର୍ଦ୍ଧନା...

ଆଶାକର୍ମୀଙ୍କୁ ଡାକ୍ତରଙ୍କ ମାଡ଼

କଟକ ଅଫିସ,୨୨ା୨:ଏସ୍‌ସିବି ମେଡିକାଲରେ ଆଶାକର୍ମୀଙ୍କୁ ଜଣେ ଡାକ୍ତର ଦୁର୍ବ୍ୟବହାର କରିବା ସହ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ପୁରୀ ଜିଲା ବ୍ରହ୍ମଗିରି ବ୍ଲକ ଅନ୍ତର୍ଗତ କାଶିଝିରିଆ...

ସମଗ୍ର ଶିକ୍ଷା ଅଭିଯାନ କାର୍ଯ୍ୟାଳୟ ଅନିୟମିତତାରେ ଚାଲିବା ଘଟଣା: ଜିଲାପାଳଙ୍କ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଶୂନ

ଦେବଗଡ଼, ୯।୧୨(ଡି.ଏନ୍‌.ଏ.) -ସରକାର ଯେଉଁ ଲକ୍ଷ୍ୟ ଉଦ୍ଦେଶ୍ୟ ନେଇ ସମଗ୍ର ଶିକ୍ଷା ଅଭିଯାନ ଆରମ୍ଭ କରିଛନ୍ତି, ତାହା ବର୍ତ୍ତମାନ ବାଟବଣା ସଦୃଶ ହୋଇଛି। ଦେବଗଡ ଜିଲାରେ...

Advertisement
Archives

Model This Week