ଏସିଡିଟି ସମସ୍ୟାରୁ ଦୂରେଇ ରହିବା ପାଇଁ ସକାଳୁ ଏଥିରୁ ପିଅନ୍ତୁ ଅଧାଗ୍ଲାସ…

ଥଣ୍ଡା କ୍ଷୀର ପିଇଲେ ଅନେକ ସୁଫଳ ମିଳିଥାଏ। ଏହା ଦ୍ୱାରା ଏସିଡିଟି ସମସ୍ୟା ଦୂର ହୁଏ। ଏହା ପାଚନ କ୍ରିୟାକୁ ସ୍ବାଭାବିକ କରିବା ସହିତ ହାଇଡ୍ରୋକ୍ଲୋରିକ୍‌ ଏସିଡ୍‌ କ୍ଷରଣକୁ ନିୟନ୍ତ୍ରିତ କରିଥାଏ। ଥଣ୍ଡା କ୍ଷୀର ପ୍ରତିଦିନ ସକାଳେ ଅଧାଗ୍ଲାସ ପିଇଲେ ଏହା ଅଲସରକୁ ମଧ୍ୟ ଭଲ କରିଥାଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି। ଏଥିରେ ଥିବା ଲାକ୍ଟୋବାସିଲସ୍‌ କ୍ଷୁଦ୍ରାନ୍ତ ଏବଂ ବୃହଦାନ୍ତର କାର୍ଯ୍ୟକାରିତାକୁ ସହଜ କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଡାଇବେଟିସ୍‌ ରୋଗୀଙ୍କ ପାଇଁ ଉପକାରୀ କଳାଜିରା

କଳାଜିରା ଶରୀର ପାଇଁ ବେଶ୍‌ ଉପକାରୀ ସାବ୍ୟସ୍ତ ହୋଇଥାଏ। କଳାଜିରାରେ ଥିବା ଭିଟାମିନ, ଆମିନୋ ଏସିଡ, ଆଇରନ, ସୋଡିୟମ, ପୋଟାସିୟମ, କ୍ୟାଲସିୟମ, ଏଲ୍କୋଲାଇଡସ ଓ ଭେଲାଟାଇଲ...

କିଡ୍‌ନୀ ଡାଏଲିସିସ୍‌

ଡାଏଲିସିସ୍‌ ହେଉଛି ରାସାୟନିକ ଉପାଦାନଗୁଡ଼ିକର ଏକ ପୃଥକୀକରଣ ପଦ୍ଧତି। କିଡ୍‌ନୀ ଦ୍ୱୟ କାମ କରିବା ପାଇଁ ଅକ୍ଷମ ହୋଇପଡ଼ିଲେ ଡାଏଲିସିସ୍‌ ପଦ୍ଧତିଟି କିଡ୍‌ନୀ ଭଳି ରକ୍ତ...

ଆଣ୍ଠୁଗଣ୍ଠି ଯନ୍ତ୍ରଣା ପାଇଁ ଦାୟୀ ଜଙ୍କ୍‌ଫୁଡ୍‌

ଯଦି ଆପଣଙ୍କୁ ଜଙ୍କ୍‌ ଫୁଡ୍‌ ଖାଇବା ପସନ୍ଦ ଥାଏ, ତେବେ ସାବଧାନ ହୋଇଯାଆନ୍ତୁ। କାରଣ ଏହା ଶରୀରରେ ଚର୍ବି ବୃଦ୍ଧି କରିବା ସାଙ୍ଗକୁ ଆଣ୍ଠୁ ଗଣ୍ଠି...

ଶପିଂ କରୁଥିଲେ

ବର୍ତ୍ତମାନ ସମସ୍ତ ଦୋକାନ ବଜାର ଖୋଲା। ନା ଅଛି କରୋନା କଟକଣା, ନା ଅଛି ସନ୍ଧ୍ୟା ପୂର୍ବରୁ ଦୋକାନ ବନ୍ଦ ହୋଇଯିବାର ଟେନ୍‌ସନ୍‌। ତେଣୁ ସବୁଠି...

ସ୍ତ୍ରୀଙ୍କୁ ଧୋକା ଦିଅନ୍ତି ଏପରି ସ୍ବରରେ କଥା ହେଉଥିବା ସ୍ବାମୀ

କୁହାଯାଏ ଯେ, ଜଣଙ୍କ ବ୍ୟକ୍ତିତ୍ୱ ତାଙ୍କ ସ୍ବର ଦ୍ୱାରା ସହଜରେ ଜାଣିହେବ। ତେବେ ଏହି କଥା ଠିକ୍‌ କି ନାହିଁ ତାହା ଜାଣିବା ପାଇଁ ପୁରୁଷମାନଙ୍କ...

ଝାଡ଼ୁ କରିବାକୁ ନେଇ ନିୟମ

ଘରକୁ ପରିଷ୍କାର ପରିଚ୍ଛନ୍ନ ରଖିବା ପାଇଁ ପ୍ରତ୍ୟେକ ଦିନ ଆମେ ଝାଡୁ କରିଥାଉ। କିନ୍ତୁ ଜ୍ୟୋତିଷଶାସ୍ତ୍ର ଏବଂ ପୌରାଣିକ ମତାନୁସାରେ, ଝାଡ଼ୁ କରିବାକୁ ନେଇ ବି...

ଏହିସବୁ ରୋଗରୁ ମୁକ୍ତିଦିଏ ମୂଳା

  ଆୟୁର୍ବେଦ ଚିକିତ୍ସା ଅନୁଯାୟୀ ମୂଳା ସ୍ବାସ୍ଥ୍ୟ ପାଇଁ ବରଦାନ ସଦୃଶ। ଏହାକୁ ଭଜା, ତରକାରି, ସାଲାଡ୍‌ ଓ ଆଚାର ରୂପେ ବ୍ୟବହାର କରାଯାଇଥାଏ। ତେବେ...

ପିଲାଙ୍କ ଗାଇଡ୍‌ଲାଇନ୍‌ ଟିପ୍ସ

ଲକ୍‌ଡାଉନ୍‌ ପରେ ପିଲାମାନେ ସବୁବେଳେ ଘରେ ରହିବା ଫଳରେ ଅଧିକାଂଶ ଚିଡିଚିଡା ହୋଇ ଯାଇଛନ୍ତି। ତେବେ ଆପଣଙ୍କ ପିଲାର ଏଭଳି ଅବସ୍ଥା ହୋଇଥିଲେ କ’ଣ କରିବେ...

Advertisement
Archives

Model This Week