ଏମ୍‌କେସିଜିରେ ୩ କରୋନା ସନ୍ଦିଗ୍ଧ ଭର୍ତ୍ତି

ବ୍ରହ୍ମପୁର ଅଫିସ,୪।୫: ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି (ଏମ୍‌କେସିଜି) ମେଡିକାଲର ସଂଘରୋଧ କକ୍ଷରେ ସୋମବାର ୩ କରୋନା ସନ୍ଦିଗ୍ଧ ଭର୍ତ୍ତି ହୋଇଛନ୍ତି । ସେମାନଙ୍କ ସ୍ବାବ ସଂଗ୍ରହ କରାଯାଇ ଏମ୍‌କେସିଜି ମେଡିକାଲର ମାଇକ୍ରୋବାୟୋଲୋଜି ପରୀକ୍ଷା କେନ୍ଦ୍ର ଓ ଭୁବନେଶ୍ୱର ଆର୍‌ଏମ୍‌ଆରସିକୁ ପଠାଯାଇଥିବା ମେଡିକାଲ ଅଧିକ୍ଷକ ପ୍ରଫେସର ଡ. ସନ୍ତୋଷ କୁମାର ମିଶ୍ର ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ୱାରାଣ୍ଟାଇନରେ ରହିଲେ ୨୬୩ ପ୍ରବାସୀ

ବନ୍ତ,୧୪।୫(ଡି.ଏନ୍‌.ଏ.)-ଭଦ୍ରକ ଜିଲା ବନ୍ତ ବ୍ଲକରେ ବୁଧବାର ସୁଦ୍ଧା ୨୬୩ ଜଣ ପ୍ରବାସୀ ପହଞ୍ଚିଛନ୍ତି। ସୋମବାର ସୁଦ୍ଧା ୧୫୧ ଜଣ ଫେରିଥିବାବେଳେ ଗତ ଦୁଇ ଦିନ ମଧ୍ୟରେ...

ଶ୍ରୀମନ୍ଦିରରେ ନୂଆବର୍ଷ ପ୍ରସ୍ତୁତି: ଆଜି ରାତି ସାଢେ ୧୦ ସୁଦ୍ଧା ପହୁଡ଼, ୧ଟାରେ ଦ୍ୱାରଫିଟା

ପୁରୀ ଅଫିସ,୩୧ା୧୨: ଆସୁଛି ନୂଆବର୍ଷ । ପୁରୁଣା ବର୍ଷକୁ ବିଦାୟ ଏବଂ ନୂଆବର୍ଷକୁ ସ୍ବାଗତ କରିବା ଲାଗି ପ୍ରସ୍ତୁତ ହୋଇଯାଇଛି ପୁରୀ ସହର। ଏଥିପାଇଁ ହୋଟେଲ,...

‘ଟିଏମ୍‌ସି, ନିୟନ୍ତ୍ରଣ କକ୍ଷ ପ୍ରସ୍ତୁତ ରଖ’

ପୁରୀ ଅଫିସ,୨୩।୪: ପୁରୀ ଜିଲାରେ କୋଭିଡ୍‌ ସ୍ଥିତି ପରିଚାଳନା ଓ ମୁକାବିଲା ସମ୍ବନ୍ଧିତ ବୈଠକ ଗୁରୁବାର ରାଜ୍ୟ ଯୋଜନା ବୋର୍ଡ ଅଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମାଙ୍କ...

ଶ୍ରମ ଆଇନରେ ସଂଶୋଧନକୁ ସିଆଇଟିୟୁ ପକ୍ଷରୁ ବିରୋଧ

ବ୍ରହ୍ମପୁର ଅଫିସ,୨।୮: ଶ୍ରମ ଆଇନରେ ସଂଶୋଧନ କରିବା ପାଇଁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ନେଇ ଅସନ୍ତୋଷ ପ୍ରକାଶ କରିଛି ଶ୍ରମିକ ସଂଗଠନ ସିଆଇଟିୟୁ। ଶୁକ୍ରବାର ବ୍ରହ୍ମପୁରସ୍ଥିତ...

ଗତିପଥ ବଦଳାଉଛି ବୁଢ଼ାବଳଙ୍ଗ

ବାରିପଦା ଅଫିସ, ୩୦ା୭-ଶିମିଳିପାଳରୁ ବାହାରିଥିବା ବୁଢ଼ାବଳଙ୍ଗ ନଦୀ ମୟୂରଭଞ୍ଜ ଜିଲା ସଦର ମହକୁମା ଦେଇ ପ୍ରବାହିତ ହେଉଛି। ଏହି ନଦୀ ଅବବାହିକାରେ ଅବସ୍ଥିତ ଅନେକ ଗଁାଗଣ୍ଡା...

ରାତିଅଧିଆ ପାତାଳି ଶ୍ରୀକ୍ଷେତ୍ରରୁ ହୁଣ୍ଡି ଟେକିନେଲେ ଦୁର୍ବୃତ୍ତ

ଅମରପାଲି,୧୫।୯(ଡି.ଏନ୍‌.ଏ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଥାନା ଅନ୍ତର୍ଗତ କୋଟସମଲାଇ ସ୍ଥିତ ପ୍ରଶିଦ୍ଧ ପାତାଳି ଶ୍ରୀକ୍ଷେତ୍ରରୁ ଗତ ବିଳମ୍ବିତ ରାତିରେ ଚୋରି ହୋଇଛି। କେହି ଦୁର୍ବୃତ୍ତ ପଶି...

ଅବରୋଧମୁକ୍ତ ହେଲା ପଣସୁରିଆ ପାଣିନାଳ

ତିହିଡ଼ି, ୧୮।୭ (ଡି.ଏନ.ଏ.) – ତିହିଡ଼ି ତହସିଲ ଅଧୀନ ମଙ୍ଗରାଜପୁର ମୌଜାରେ ଥିବା ପଣସୁରିଆ ପାଣିନାଳ ଗୁରୁବାର ଅବରୋଧମୁକ୍ତ ହୋଇଛି। ତହସିଲଦାର ଅନିତା ନାୟକ ଓ...

ଜିଲାପାଳ-ଓକିଲ ସଂଘ ବିବାଦ ସମାଧାନ

ଢେଙ୍କାନାଳ ଅଫିସ,୨୨ା୯ – ଢେଙ୍କାନାଳ ଜିଲାପାଳ ଓ ଓକିଲ ସଂଘ ମଧ୍ୟରେ ଶୁକ୍ରବାର ଦେଖାଦେଇଥିବା ବିବାଦର ସମାଧାନ ହୋଇଛି। ଶନିବାର ମଧ୍ୟାହ୍ନରେ ଉଭୟ ପକ୍ଷ ମଧ୍ୟରେ...

Advertisement
Archives

Model This Week