Posted inଜାତୀୟ

ଏମ୍ସରେ ମନମୋହନ ସିଂ

ନୂଆଦିଲ୍ଲୀ,୧୧ା୫: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ରବିବାର ରାତିରେ ତାଙ୍କୁ ନୂଆଦିଲ୍ଲୀସ୍ଥିତ ଅଲ୍‌ ଇଣ୍ଡିଆ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନ୍ସେସ୍‌ (ଏମ୍ସ)ରେ ଭର୍ତ୍ତି କରାଯାଇଛି। ରାତି ୮ଟା ୪୫ରେ ବରିଷ୍ଠ କଂଗ୍ରେସ ନେତାଙ୍କୁ ଏମ୍ସର କାର୍ଡିଓ-ଥେରାପି ଓ୍ବାର୍ଡକୁ ନିଆଯାଇଥିଲା। କାର୍ଡିଓଲୋଜି ପ୍ରଫେସର ଡ. ନୀତୀଶ ନାଏକଙ୍କ ତତ୍ତ୍ୱାବଧାନରେ ତାଙ୍କର ଚିକିତ୍ସା କରାଯାଉଛି। ଗତ ମାସ ୨୬ରେ ଏକ ଭିଡିଓ କନ୍‌ଫରେନ୍ସରେ ଯୋଗଦେଇ ମନମୋହନ କହିଥିଲେ, କୋଭିଡ୍‌-୧୯କୁ ପ୍ରତିହତ କରିବାକୁ ହେଲେ ଦେଶରେ ପରୀକ୍ଷା ସୁବିଧାକୁ ବ୍ୟାପକ କରିବାକୁ ହେବ। ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ ଦେଶର ପ୍ରଧାନମନ୍ତ୍ରୀ ରହିଥିବା ମନମୋହନ ଏବେ ରାଜସ୍ଥାନରୁ ରାଜ୍ୟ ସଭାରେ ପ୍ରତିନିଧିତ୍ୱ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜାମିଆ ପରିଦର୍ଶନ କଲେ ଏନ୍‌ଏଚ୍‌ଆର୍‌ସି ଟିମ୍‌

ନୂଆଦିଲ୍ଲୀ,୧୫ା୧: ମଙ୍ଗଳବାର ଜାତୀୟ ମାନବ ଅଧିକାର କମିଶନଙ୍କ ଏକ ଟିମ୍‌ ଜାମିଆ ମିଲିଆ ଇସ୍‌ଲାମିଆ ପରିଦର୍ଶନ କରି ପୋଲିସ କାର୍ଯ୍ୟାନୁଷ୍ଠାନରେ ଆହତ ହୋଇଥିବା ଛାତ୍ରୀଛାତ୍ରଙ୍କ ପ୍ରତିକ୍ରିୟା...

ଦିଲ୍ଲୀ ବିଧାନସଭା ନିର୍ବାଚନ: ୭୦ରୁ ୨୦ରେ ପ୍ରାର୍ଥୀ ଦେଇପାରେ କଂଗ୍ରେସ

ନୂଆଦିଲ୍ଲୀ,୧୧।୧: ପାଖେଇ ଆସିଲାଣି ଦିଲ୍ଲୀ ବିଧାନସଭା ନିର୍ବାଚନ। ଏହାକୁ ନେଇ ଏବେ ସବୁ ରାଜନୈତିକ ଦଳ ସେମାନଙ୍କ ପ୍ରାର୍ଥୀ ଯୋଗାଡରେ ଲାଗି ପଡିଛନ୍ତି। ଦିଲ୍ଲୀ ବିଧାନସଭାର...

ତିନି ତଲାକ୍‌ ବିଲ୍‌କୁ ମଞ୍ଜୁରୀ ଦେଲେ ରାଷ୍ଟ୍ରପତି: ୨୦୧୮ ସେପ୍ଟେମ୍ବର ୧୯ରୁ ଲାଗୁ

ନୂଆଦିଲ୍ଲୀ,୧।୮: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗୁରୁବାର ତିନି ତଲାକ୍‌ ବିଲ୍‌କୁ ମଞ୍ଜୁରୀ ଦେଇଛନ୍ତି। ଫଳରେ ଏବେ ଏହା ଆଇନରେ ପରିଣତ ହୋଇଛି। ଏହା ୨୦୧୮ ସେପ୍ଟେମ୍ବର...

ଗ୍ୟାଙ୍ଗ୍‌ଷ୍ଟାର୍‌ ବିକାଶ ଦୁବେଙ୍କ ଅସ୍ଥି ନେବା ପାଇଁ ପହଞ୍ଚିଲେ ସ୍ତ୍ରୀ

କାନପୁର,୧୮।୮:ଉତ୍ତର ପ୍ରଦେଶର ଦୁର୍ଦ୍ଦାନ୍ତ ଅପରାଧୀ ବିକାଶ ଦୁବେ ଅସ୍ଥି ନେବା ପାଇଁ ନେବା ସ୍ତ୍ରୀ ରିଚା ଦୁବେ ମଙ୍ଗଳବାର କାନପୁରରେ ପହଞ୍ଚିଛନ୍ତି। ବିକାଶଙ୍କ ଅସ୍ଥିକୁ କାନପୁରର...

ରାଜସ୍ଥାନରେ ବଢୁଛି ଶିଶୁମୃତ୍ୟୁ ସଂଖ୍ୟା

ଜୟପୁର,୪।୧: ରାଜସ୍ଥାନର କୋଟା ହସ୍ପିଟାଲରେ ଏବେ ଶିଶୁ ମୃତ୍ୟୁ ସଂଖ୍ୟା ବଢିପାରେ ଲାଗିଛି। ଶନିବାର ସକାଳ ସୁଦ୍ଧା ଏଠାରେ ମୃତକଙ୍କ ସଂଖ୍ୟା ୧୦୭ରେ ପହଞ୍ଚିଥିବା ସୂଚନା...

ନଗରୋଟା ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ

ଶ୍ରୀନଗର,୩୧।୧: ଜମ୍ମୁ-କଶ୍ମୀରରେ ଶୁକ୍ରବାର ସକାଳେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ଏହି ଏନ୍‌କାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଜଣେ ଯବାନ...

ଆସନ୍ତାକାଲିଠାରୁ ୩ ଦିନ ଯାଏଁ ଉତ୍ତରପ୍ରଦେଶ ଲକ୍‌ଡାଉନ୍‌

ଲକ୍ଷ୍ନୌ,୨୪।୩: ଦେଶରେ କରୋନା ଭାଇରସ୍‌ର ପ୍ରକୋପକୁ ଦେଖି ଉତ୍ତରପ୍ରଦେଶର ସମସ୍ତ ଜିଲାକୁ ଲକ୍‌ଡାଉନ୍‌ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଆସନ୍ତାକାଲିଠାରୁ ୩ ଦିନ ଯାଏଁ ଉତ୍ତରପ୍ରଦେଶର...

୧୭ ବର୍ଷରେ ଜଙ୍ଗଲ ପରିସୀମା ୯୧ ହଜାର ବର୍ଗ କିମିରୁ ଅଧିକ ବୃଦ୍ଧି: ୨୦୨୦ ସୁଦ୍ଧା ରୋପଣ ହେବ ୧୨୧ କୋଟି ବୃକ୍ଷ ଚାରା

ନୂଆଦିଲ୍ଲୀ,୨୨।୬: ଦେଶରେ ଗତ ୧୭ ବର୍ଷ ମଧ୍ୟରେ ଜଙ୍ଗଲ ପରିସୀମା ୯୧ ହଜାର ବର୍ଗକିମିରୁ ଅଧିକ ବୃଦ୍ଧି ପାଇଛି। ନେଇ ଭାରତୀୟ ଜଙ୍ଗଲ ସର୍ଭେ ରିପୋର୍ଟରେ...

Coronavirus Update

Archives

Model This Week

Why Dharitri