ଏମିତି ଦେଶ ଯେଉଁଠି ଏପରି କଲେ ହୁଏ ମୃତ୍ୟୁ…

ପଶ୍ଚିମ ଆଫ୍ରିକାର ରହିଛି ଏକ ଛୋଟ ଦେଶ ବେନିନ୍‌। ଏଠାରୁ ହଁି କଳାଯାଦୁର ଆରମ୍ଭ ହୋଇଥିଲା ବୋଲି ଲୋକେ କୁହନ୍ତି । ଏଠାରେ ବାସ କରନ୍ତି ଇଗୁନଗୁନ ଜନଜାତି । ଇଗୁନଗୁନ ଜନଜାତିର କୌଣସି ବ୍ୟକ୍ତି ଯଦି କାହାକୁ ଛୁଇଁଦିଅନ୍ତି ତେବେ ତାଙ୍କର ମୃତ୍ୟୁ ଘଟେ। ସମ୍ପୃକ୍ତ ଇଗୁନଗୁନ ସଦସ୍ୟଙ୍କର ମଧ୍ୟ ମୃତ୍ୟୁ ହୋଇଯାଏ ବୋଲି ରହିଛି ବିଶ୍ୱାସ । ଏହି ସମ୍ପ୍ରଦାୟର ଲୋକେ ନିଜ ଚେହେରା ଲୁଚାଇବା ପାଇଁ ଲମ୍ବା ଓଢ଼ଣା ସହିତ ରଙ୍ଗ-ବେରଙ୍ଗର ବସ୍ତ୍ର ପିନ୍ଧନ୍ତି । ସେମାନଙ୍କ ସହିତ ପୂର୍ବଜଙ୍କ ପ୍ରେତାତ୍ମା ରହୁଥିବାରୁ ଏପରି ହେଉଥିବା କେତେକ କହିଥାନ୍ତି। ଏହି ରହସ୍ୟମୟ ଜନଜାତିଙ୍କୁ ଗବେଷକ ସିକ୍ରେଟ ସୋସାଇଟି ଭାବେ ନାମିତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସତ କହି ସଙ୍କଟରେ ଇମ୍ରାନ୍‌: ସରକାର-ସୈନ୍ୟ ବାହିନୀ ମଧ୍ୟରେ ବଢ଼ିଲା ଦୂରତା

ଇସଲାମାବାଦ୍‌, ୧୯।୮: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁଙ୍କ ସ୍ଥିତି ଏବେ ସଙ୍କଟରେ ରହିଛି। କହୁ କହୁ ସେ ସତ କଥା କହିଥିବାରୁ ପାକିସ୍ତାନୀ ସୈନ୍ୟ ବାହିନୀ...

କରୋନା ଶୂନ୍ୟ ହେବା ପରେ ଏକାଠି ରାତ୍ରୀ ଭୋଜନକରି ଉତ୍ସବ ମନାଇଲେ ସହରବାସୀ

ଚେକ୍‌ ରିପବ୍ଲିକର ରାଜଧାନୀ ପ୍ରାଗ ଚାଲର୍‌ସ ବ୍ରିଜ୍‌ରେ ଏକ ସୁନ୍ଦର ରାତ୍ରୀ ଭୋଜନର ଆୟୋଜନ ହୋଇଛି। ଏପରି ଉତ୍ସବ ମନାଇବାର କାରଣ ହେଉଛି ବର୍ତ୍ତମାନ ଏହି...

‘ଏଥର ବିରୋଧ ପ୍ରଦର୍ଶନ କଲେ ଗିରଫ ହେବ’

ଇସଲାମାବାଦ,୬ା୨: ପାକିସ୍ତାନର ଗୃହମନ୍ତ୍ରୀ ରାଣା ସନାଉଲ୍ଲାହ ସୋମବାର ଇମ୍ରାନ ଖାନ୍‌ଙ୍କୁ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ଯଦି ଇମ୍ରାନ ପୁଣିଥରେ ସରକାର ବିରୋଧୀ  ପ୍ରଦର୍ଶନ ଆରମ୍ଭ...

ମହିଳାଙ୍କଠାରୁ ଲୁଟ୍‌ ସମୟରେ କୁକୁର କଲା ଏମିତି, ଆଉ ତା ପରେ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା...

ମିଳିଲା ନର୍କର ସନ୍ଧାନ, ଗ୍ରହରେ ପାଦ ଦେଲେ ଜଳିଯିବ ମଣିଷ…

ଓ୍ବାଶିଂଟନ : ବୈଜ୍ଞାନିକମାନେ ମହାକାଶରେ ଏକ ଉତ୍ତପ୍ତ ଗ୍ରହର ଆବିଷ୍କାର କରିଛନ୍ତି। ଏହି ଗ୍ରହ ଆକାରରେ ପୃଥିବୀ ସହିତ ସମାନ। ଏହାର ଭୂପୃଷ୍ଠର ତାପମାତ୍ରା ଏତେ...

୫ରୁ ୧୧ ବର୍ଷର ପିଲା ନେବେ ଫାଇଜର ଟିକା

ଓ୍ବାଶିଂଟନ, ୩୧।୧୦: ଆମେରିକାର ଖାଦ୍ୟ ଓ ଔଷଧ ପ୍ରଶାସନ (ଏଫ୍‌ଡିଏ) ଫାଇଜର-ବାୟୋଏନ୍‌ଟେକ୍‌ ପ୍ରସ୍ତୁତ କୋଭିଡ୍‌ ଟିକାକୁ ୫ରୁ ୧୧ ବର୍ଷ ବୟସ ବର୍ଗର ପିଲାମାନଙ୍କ ନିମନ୍ତେ...

ଆମେରିକୀୟଙ୍କ ପ୍ରବେଶକୁ ମେକ୍ସିକୋର ବିରୋଧ

ମେକ୍ସିକୋ ସିଟି,୨୭ା୩(ପି.ଟି.): ମେକ୍ସିକୋ ନାଗରିକମାନଙ୍କ ପ୍ରବେଶକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଜୋର୍‌ଦାର ବିରୋଧ କରିଆସୁଥିଲେ। ମେକ୍ସିକୀୟମାନଙ୍କ ଯୋଗୁ ଆମେରିକାରେ ଅର୍ଥନୈତିକ ଓ ସାମାଜିକ ସମସ୍ୟା...

ଚାଇନାକୁ ଆଉ ଏକ ଝଟ୍‌କା : ବିଗୋ ଆପ୍‌ ଉପରେ ପାକିସ୍ତାନ ଲଗାଇଲା ପ୍ରତିବନ୍ଧକ

ଇସ୍‌ଲାମାବାଦ,୨୧।୭: ଚାଇନାକୁ ଗୋଟିଏ ପରେ ଗୋଟିଏ ଝଟ୍‌କା ଲାଗୁଛି। ପାକିସ୍ତାନ ଟେଲି କମ୍ୟୁନିକେଶନ ପ୍ରାଧିକାରଣ(ପିଟିଏ)ଲାଇଭ୍‌ ଷ୍ଟ୍ରିମିଙ୍ଗ ଆପ୍‌ ବିଗୋ ଉପରେ ପ୍ରତିବନ୍ଧକ ଲଗାଇ ଦେଇଛି। ଏହାସହ...

Advertisement
Archives

Model This Week