ଏପରି ସ୍ଥାନ ଯେଉଁଠି ଅଛି ଜଳ ହେଲେ ନାହିଁ ଜୀବନ…

ପୃଥିବୀରେ ଜଳ ଥିବା ସ୍ଥାନରେ ଜୀବନ ରହିଥାଏ। ଅର୍ଥାତ୍‌ ସେଠାରେ ଜୀବିତ ପ୍ରାଣୀ ରହିଥାନ୍ତି। ତେବେ ଇଥୋପିଆର ଏପରି ଏକ ଅଞ୍ଚଳ ରହିଛି ଯେଉଁଠି ଜଳ ଅଛି, ମାତ୍ର ଜୀବନ ନାହିଁ। ଏଠାରେ ଥିବା ଦଲୋଲ ଅଞ୍ଚଳରେ ଏଭଳି ଦେଖାଯାଇଥାଏ। ଏଠାରେ ବହୁଗୁଡ଼ିଏ ଉଷ୍ମପ୍ରସବଣ ରହିଛି। ଫଳରେ ଜଳ ଅତ୍ୟଧିକ ଅମ୍ଳୀୟ। ମାତ୍ରାଧିକ ଅମ୍ଳୀୟ ଜଳରେ କୌଣସି ଜୀବ ସୃଷ୍ଟି ହୋଇ ପାରି ନ ଥାନ୍ତି। ଏହି ସ୍ଥାନକୁ ଲୋକେ ମୃତ୍ୟୁର ଉପତ୍ୟକା କହିଥାନ୍ତି। ଦେଶବିଦେଶରୁ ଏଠାକୁ ପର୍ଯ୍ୟଟକମାନେ ଆସିଥାନ୍ତି। ତେବେ ରହିବାର କୌଣସି ବ୍ୟବସ୍ଥା ନ ଥିବାରୁ ବୁଲାବୁଲି କରି ସୂର୍ଯ୍ୟାସ୍ତ ପୂର୍ବରୁ ପଳାଇ ଯାଇଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନକୁ ନୂଆ ସିରିଆ କରିବାକୁ ଚାହୁଁଛି ଆମେରିକା: ପୁଟିନ

ମସ୍କୋ,୨୧ ।୨: ରୁଷିଆ ୟକ୍ରେନ୍ ଯୁଦ୍ଧକୁ ଆଉ ୩ ଦିନ ପରେ ବର୍ଷେ ପୂରଣ ହେବାକୁ ଯାଉଛି । ହେଲେ ଏବେବି ରୁଷିଆ ୟୁକ୍ରେନ୍ ଉପରେ...

ଶହୀଦଙ୍କୁ ନିଆରା ଢଙ୍ଗରେ ଶ୍ରଦ୍ଧାଞ୍ଜଳି

ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ, ଅଧିକାଂଶ ଲୋକ ଫଟୋ ଆଗରେ ଦୀପ ଜାଳନ୍ତି କିମ୍ବା ଫୁଲ ଅର୍ପଣ କରନ୍ତି। ସିୱାନରେ ରହୁଥିବା ଆଭ୍ୟନ୍ତରୀଣ ଡିଜାଇନର୍‌ ପଣ୍ଡିତ...

ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ଯୋଗାଣ ପ୍ରତିଶ୍ରୁତିରେ ବାଧା, ରୁଷିଆ ସହିତ ଆମେରିକାରେ ମଧ୍ୟ ଅସ୍ତ୍ରଶସ୍ତ୍ର ଅଭାବ…

ଓ୍ବାଶିଂଟନ,୨୯।୧୦ : ଆଠ ମାସ ଧରି ୟୁକ୍ରେନରେ ଚାଲିଥିବା ଯୁଦ୍ଧ ଯୋଗୁ କେବଳ ରୁଷିଆ ନୁହେଁ ଆମେରିକାର ଅସ୍ତ୍ରଶସ୍ତ୍ର ମଧ୍ୟ ଖାଲି ହୋଇଯାଉଛି। ଏହି କାରଣରୁ,...

ସୁଦାନରେ ଜୈବିକ ବୋମା ବିକଶିତ କରାଯିବା ଆଶଙ୍କା: ଡବ୍ଲୁଏଚଓ ଚେତାବନୀ…

ଜେନେଭା,୨୬।୪ : ଆଫ୍ରିକୀୟ ଦେଶ ସୁଦାନରେ ଚାଲିଥିବା ହିଂସା ମଧ୍ୟରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲୁଏଚଓ) ଏକ ଭୟଙ୍କର ଚେତାବନୀ ଦେଇଛି। ଡବ୍ଲୁଏଚଓ କହିଛି, ସୁଦାନରେ ରାପିଡ...

ଫାଷ୍ଟ ଲେଡିଙ୍କ ସଫଳ ଅସ୍ତ୍ରୋପଚାର, ବାହାରିଲା କ୍ୟାନସରର ଦୁଇଟି କୋଷିକା

ୱାଶିଂଟନ,୧୨ ।୧: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ପତ୍ନି ତଥା ଆମରିକାର ଫାଷ୍ଟ ଲେଡିଙ୍କର ହୋଇଛି ସଫଳ ଅସ୍ତ୍ରୋପଚାର । ତାଙ୍କ ଶରୀରରେ ବଢୁଥିବା କ୍ୟାନରରର...

ସମୁଦ୍ରରେ ମିଶିଲା ଲା ପାମା ଲାଭା

ଲା ପାମା, ୩୦ା୯: ସ୍ପେନର ଲା ପାଲମା ଦ୍ୱୀପରେ ଆଗ୍ନେୟଗିରି ଉଦ୍‌ଗୀରଣ ଯୋଗୁ ବାହାରିଥିବା ଲାଭା ମଙ୍ଗଳବାର ଆଟ୍‌ଲାଣ୍ଟିକ୍‌ ମହାସାଗରରେ ମିଶିଛି। ଏଥିଯୋଗୁ ସେଠାରୁ ବିଷାକ୍ତ...

କରୋନା ସହିତ ଲଢ଼ି ଜୀବନ ଦେଲେ ୭୧୦୦ ସ୍ବାସ୍ଥ୍ୟକର୍ମୀ

ରୋମ୍‌,୨୯।୩: କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ପୃଥିବୀରେ ବଢ଼ିବାରେ ଲାଗିଛି। ଇଟାଲିରେ କରୋନା ସଂକ୍ରମଣ ମହାମାରୀ ଭଳି ମାଡ଼ି ଚାଲିଛି। ଏଠାରେ କରୋନା ସଂକ୍ରମିତଙ୍କ...

ଭାରତ ସରକାରଙ୍କୁ ପ୍ରଶଂସା କଲା ବିଶ୍ୱବ୍ୟାଙ୍କ

ଓ୍ବାଶିଂଟନ/ନୂଆଦିଲ୍ଲୀ,୫ା୧୦: ବିଶ୍ୱବ୍ୟାଙ୍କର ସଭାପତି ଡେଭିଡ ମାଲପାସ କହିଛନ୍ତି, ବିଶ୍ୱରେ ମହାମାରୀ କରୋନା ସଙ୍କଟରେ ଗରିବ ଏବଂ ଅସହାୟ ଲୋକଙ୍କୁ ଭାରତର ସହାୟତା ଅତୁଳନୀୟ। ଭାରତ ପରି...

Advertisement
Archives

Model This Week