ଏଟିଏମ୍‌ରୁ ଟଙ୍କା ଲୁଟ୍‌ ଘଟଣାର ପର୍ଦ୍ଦାଫାଶ: ସମବାୟ ବ୍ୟାଙ୍କ ଅସ୍ଥାୟୀ କର୍ମଚାରୀ, ସହଯୋଗୀ ଗିରଫ

ବଲାଙ୍ଗୀର ଅଫିସ,୧୦।୧୧: ବଲାଙ୍ଗୀର ଜିଲା କେନ୍ଦ୍ର ସମବାୟ ବ୍ୟାଙ୍କ ଜମାକାରୀଙ୍କ ଆକାଉଣ୍ଟରୁ ଲକ୍ଷାଧିକ ଟଙ୍କା ଲୁଟ୍‌ ଘଟଣାର ରବିବାର ପର୍ଦ୍ଦାଫାଶ ହୋଇଛି। ଏହି ଘଟଣାରେ ସମବାୟ ବ୍ୟାଙ୍କର ଜଣେ ଅସ୍ଥାୟୀ କର୍ମଚାରୀ ନୀଳମଣି ତ୍ରିପାଠୀ ଓ ତାଙ୍କ ସହଯୋଗୀ ସ୍ବାଗତ କୁମାର ମିଶ୍ରଙ୍କୁ ପୋଲିସ ଗିରଫ କରିଛି । ଅସ୍ଥାୟୀ କର୍ମଚାରୀ ତ୍ରିପାଠୀ ସମବାୟ ବ୍ୟାଙ୍କରୁ କିଛି ଏଟିଏମ୍‌ ଓ ପାସଓ୍ବାର୍ଡ ଚୋରି କରିଥିଲେ। ସେହିଭଳି ସହଯୋଗୀ  ମିଶ୍ର ବିଭିନ୍ନ ବ୍ୟାଙ୍କ ଏଟିଏମ୍‌ରୁ ୮ ଲକ୍ଷ ୩୧ ହଜାର ଟଙ୍କା ଲୁଟି ନେଇଥିଲେ । ତେବେ ଏ ନେଇ ଏସ୍‌ପି ସନ୍ଦୀପ ମାଡକର ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ବରଷାରେ ଘର ଭାଂଗ୍‌ଲା: ମୁଡେ ଲାଗର ବୋଝ୍‌, କୁଟୁମ୍‌ ଚିନ୍‌ତା

ଲାଠୋର, ୯ା୯ (ଡି.ଏନ୍‌.ଏ.):  ଗଲା ଦିନାକେତେ ହେଲା ଲଘୁଚାପ ପରଭାବରେ ପଶ୍ଚିମ ଓଡ଼ିଶାର ଅନେକ ଜିଲାରେ ବରଷା ଲାଗି ରହିଛେ। ବରଷା ପାଏନ୍‌ରେ ଗଲା ଶନିବାର...

ଆଳି ତଟବନ୍ଧ ଡିଭିଜନରେ ତଟାଞ୍ଚଳ ଅସୁରକ୍ଷିତ

କେନ୍ଦ୍ରାପଡ଼ା ଅଫିସ, ୭ା୬: ବନ୍ୟା, ବାତ୍ୟା, ସୁନାମି ପରି ପ୍ରାକୃତିକ ବିପର୍ଯ୍ୟୟରୁ ସୁରକ୍ଷା ପାଇଁ କେନ୍ଦ୍ରାପଡ଼ା ଜିଲାର ଆଳିଠାରେ ତଟବନ୍ଧ ଡିଭିଜନ ପ୍ରତିଷ୍ଠା ହୋଇଛି। ଆଳି...

ଧାନ ଫସଲ ଅନୁଧ୍ୟାନ କଲେ କୃଷି ବୈଜ୍ଞାନିକ, ଅଧିକାରୀ

ନିମାପଡ଼ା,୧୨ା୧୧(ଡି.ଏନ୍‌.ଏ) ପୁରୀ କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଓ ଜିଲା କୃଷି ବିଭାଗର ଅଧିକାରୀମାନେ ସୋମବାର ନିମାପଡ଼ାର ରେଞ୍ଚ ଶାସନ, ହରିପୁର, ଭୋଗଶାଳଦା, ନୁଆରକିରି ଆଦି...

କୋରାପୁଟ: ସୋମବାର ୧୭୧୮.୬ ମିମି ବର୍ଷା ରେକର୍ଡ, କୋଟପାଡ଼ରେ ସର୍ବାଧିକ

କୋରାପୁଟ,୨୯।୭(ସ୍ବ.ପ୍ର.)- କୋରାପୁଟ ଜିଲାରେ ସୋମବାର ୧୭୨୮.୬ ମିଲିମିଟର ବର୍ଷା ହୋଇଥିବାବେଳେ ଜିଲାର କୋଟପାଡ ବ୍ଲକରେ ସର୍ବାଧିକ ୧୯୩ ମିମି ବର୍ଷା ହୋଇଥିବା ଜିଲା ଜରୁରୀ କାର୍ଯ୍ୟାଳୟ...

ଲଣ୍ଡେଇ ପାହାଡ଼ ପଥର କ୍ୱାରୀରେ ଚଢ଼ାଉ: ୫ ଟ୍ରାକ୍ଟର, ବିପୁଳ ବିସ୍ଫୋରକ ଜବତ, ୧୧ ଗିରଫ

ଭଞ୍ଜନଗର,୩୦।୧୨(ଡି.ଏନ.ଏ): ବେଆଇନ ଭାବେ ମାଫିଆମାନେ ପାହାଡ଼ରେ ବିସ୍ଫୋରଣ କରି ଲକ୍ଷ ଲକ୍ଷ ଟଙ୍କାର ପଥର ଚୋରି କରି ନେଉଛନ୍ତି । ଏ ବାବଦରେ ବିପୁଳ ରାଜସ୍ବ...

ଅନୁଗୋଳରେ ଅଟକିଲେ ୩୨ ଶ୍ରମିକ

ଅନୁଗୋଳ ଅଫିସ, ୨୨।୫ ବାହାର ରାଜ୍ୟରୁ ଓଡ଼ିଶା ଫେରୁଥିବା ୩୨ ଶ୍ରମିକ ଗୁରୁବାର ଅନୁଗୋଳ ଜିଲାରେ ଅଟକି ଯାଇଛନ୍ତି। ବରଗଡ଼ରୁ ଏକ ଟ୍ରକ୍‌ରେ ଅନୁଗୋଳ ଆସିବା...

ବଲାଙ୍ଗୀରରେ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ପାଇଁ ସ୍ୱାକ୍ଷରିତ ହେଲା ତ୍ରିପାକ୍ଷିକ ବୁଝାମଣାପତ୍ର

ବଲାଙ୍ଗୀର ଅଫିସ,୪ା୪- ବଲାଙ୍ଗୀରରେ ହେବ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ । ଏନେଇ ଶୁକ୍ରବାର ବଲାଙ୍ଗୀର (କଳିଙ୍ଗ ଇଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ ସାଇନ୍‌ସେସ୍‌) କିସ୍...

ପୂର୍ବତନ ମନ୍ତ୍ରୀଙ୍କ ଜବରଦଖଲରେ ସରକାରୀ ଜମି

ବାଲେଶ୍ୱର ଅଫିସ, ୨୩।୧୦: ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନର ଭୋଗରାଇ ବିଧାୟକ ଅନନ୍ତ ଦାସଙ୍କ ଜବରଦଖଲରେ ରହିଛି ବାଲେଶ୍ୱର ଜିଲା ସଦର ତହସିଲ ଅଧୀନସ୍ଥ ପଢୁଆଁପଦା...

Advertisement
Archives

Model This Week