‘ଏକ୍‌ ଭିଲେନ୍‌’ ସିକୁଏଲରେ ନଜର ଆସିବେ ତାରା ସୁତରିୟା

୨୦୧୪ରେ ରିଲିଜ୍‌ ହୋଇଥିବା ସୁପରହିଟ୍‌ ଫିଲ୍ମ ‘ଏକ୍‌ ଭିଲେନ’କୁ ଦର୍ଶକ ବେଶ୍‌ ପସନ୍ଦ କରିଥିଲେ। ଏବେ ଏହାର ଏହାର ସିକୁଏଲ ହେବ। ଏଥର ଫିଲ୍ମରେ ଜନ୍‌ ଅବ୍ରାହମ୍‌, ଆଦିତ୍ୟ ରୟ କପୁର ଏବଂ ଦିଶା ପଟାନୀ ପ୍ରମୁଖ ଚରିତ୍ରରେ ଅଭିନୟ କରିବେ ବୋଲି ଶୁଣିବାକୁ ମିଳୁଛି। ଏବେ ଏହି ତାଲିକାରେ ଆଉ ଜଣେ ଅଭିନେତ୍ରୀଙ୍କ ନାମ ଯୋଡି ହୋଇଯାଇଛି। ସେ ହେଲେ ତାରା ସୁତରିୟା। ତେବେ ତାରାଙ୍କୁ ଫିଲ୍ମରେ ଆଦିତ୍ୟଙ୍କ ବିପକ୍ଷରେ ଦେଖିବାକୁ ମିଳିବ। ତାଙ୍କ ଚରିତ୍ର ଜଣେ ସିଙ୍ଗରର ରହିଛି। ଫିଲ୍ମର ଶୁଟିଂ ଚଳିତ ବର୍ଷରୁ ଆରମ୍ଭ ହେବ ବୋଲି ଜଣାପଡ଼ୁଛି। ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱରେ ରହିଛନ୍ତି ମୋହିତ ସୁରୀ।


Enter your email to get our daily news in your inbox.

All Right Reserved By Dharitri.Com

ବିହାର ପୋଲିସକୁ ସହଯୋଗ କରୁନି ମୁମ୍ବାଇ ପୋଲିସ : ମୋଦି

ପାଟନା,୧।୮-ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ମାମଲା ଧୀରେ ଧୀରେ ଜଟିଳ ହେବାରେ ଲାଗିଛି। ଏହି ମାମଲାରେ ମୁମ୍ବାଇ ପୋଲିସ ବିହାର ପୋଲିସକୁ ସହଯୋଗ...

ବିବାହ ବନ୍ଧନରେ ବାନ୍ଧି ହେଲେ ଅଭିନେତ୍ରୀ

ମୁମ୍ବାଇ: ଫିଲ୍ମ ଇଣ୍ଡଷ୍ଟ୍ରିରେ ବିବାହ ଋତୁ ଚାଲିଛି। ଅଭିନେତା ସିଦ୍ଧାର୍ଥ ମଲହୋତ୍ରା ଏବଂ କିଆରା ଆଡଭାନୀଙ୍କ ପରେ ବର୍ତ୍ତମାନ ଅଭିନେତ୍ରୀ ମାନବି ଗାଗ୍ରୋ ବିବାହ ବନ୍ଧନରେ...

‘ପୋନିୟିନ ସେଲଭାନ’ ଚଳଚ୍ଚିତ୍ର ନିର୍ମାଣ କରିଥିବା ଲାଇକା ପ୍ରଡକ୍ସନ୍ସ ଉପରେ ଇଡିର ଚଢାଉ

ଚେନ୍ନାଇ,୧୬।୫: ତାମିଲନାଡୁର ରାଜଧାନୀ ଚେନ୍ନାଇର ଲାଇକା ପ୍ରଡକ୍ସନ୍ସ ପରିସରରେ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଯାଞ୍ଚ କରିଛି। ଏହି କମ୍ପାନୀ ବକ୍ସ ଅଫିସରେ ହିଟ ଚଳଚ୍ଚିତ୍ର ‘ପୋନିୟିନ...

ଦିନକୁ ତିନିଥର ଉଷୁମ ପାଣି ପିିଏ

ଶୋଭନା ମିଶ୍ର। ଟେଲି ଜଗତରେ ଜଣେ ସୁପରିଚିତ ନାଁ। ଟେଲିଭିଜନରେ ପ୍ରସାରିତ ବିଭିନ୍ନ କାର୍ଯ୍ୟକ୍ରମରେ ଆଙ୍କରିଂ କରନ୍ତି। ନିଜ କଥାର ଯାଦୁରେ ସେ ଦୀର୍ଘ ସମୟ...

ଖୁବଶୀଘ୍ର ବାଜିବ ପରିଣୀତିଙ୍କ ସାହାନାଇ

ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ପରିଣୀତି ଚୋପ୍ରା ଆଜିକାଲି ରାଜ୍ୟ ସଭା ଏମ୍‌ପି ରାଘବ ଚଢାଙ୍କ ପ୍ରେମରେ ପଡିଛନ୍ତି। ଖୁବ୍‌ଶୀଘ୍ର ଉଭୟଙ୍କ ହାତଗଣ୍ଠି ପଡିବ ବୋଲି ଚର୍ଚ୍ଚା...

ଆଲିଆଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି

ବଲିଉଡର ସବୁଠାରୁ ସଫଳ ଅଭିନେତ୍ରୀଙ୍କ ମଧ୍ୟରେ ଆଲିଆ ଅନ୍ୟତମ। ନିକଟରେ ସେ ୩୦ ବର୍ଷରେ ପଦାର୍ପଣ କରିଛନ୍ତି। ସେ ନିଜ ଜନ୍ମଦିନ ଲଣ୍ଡନରେ ସ୍ବାମୀ ରଣବୀର...

ଉଲଗ୍ନ ଭିଡିଓ ଶେୟାର କରି ଚର୍ଚ୍ଚାରେ ଏହି ପ୍ରସିଦ୍ଧ ଅଭିନେତ୍ରୀ

ଆମେରିକୀୟ ଗାୟିକା, ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ଜେନିଫର୍‌ ଲୋପେଜ ଏବେ ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ଜାନୁଆରୀ ୨୦ରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ଶପଥ ଗ୍ରହଣ...

କ୍ୱାରାଣ୍ଟାଇନ୍‌ରେ ନ ରହି କୋଭିଡ୍‌ ନିୟମ ଉଲ୍ଲଂଘନ କଲେ ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ସୋନମ କପୁର ଦିଲ୍ଲୀ ଏବଂ ମୁମ୍ବାଇରେ ରହିବା ପରେ ଲଣ୍ଡନ ଫେରି ଯାଇଛନ୍ତି। ସୋନମ ଏବଂ ତାଙ୍କ ସ୍ବାମୀ ଆନନ୍ଦ ଆହୁଜା...

Advertisement
Archives

Model This Week