Posted inଜାତୀୟ

ଏକ୍‌ଜିଟ୍‌ ପୋଲ୍‌କୁ ଦେଖି ବିଚଳିତ ନ ହୋଇ ଫଳାଫଳକୁ ଅପେକ୍ଷା ରଖନ୍ତୁ: ପ୍ରିୟଙ୍କା

ନୂଆଦିଲ୍ଲୀ,୨୧।୫: ଲୋକ ସଭା ନିର୍ବାଚନ ସରିଥିବା ବେଳେ ଫଳଫଳ ଘୋଷଣା ହେବାକୁ ଆଉ ମାତ୍ର ଗୋଟିଏ ଦିନ ବାକି ରହିଛି। ଏପଟେ ଗଣମାଧ୍ୟମର ଏକ୍‌ଜିଟ୍‌ ପୋଲ୍‌ ପ୍ରମୁଖ ଦଳ ଗୁଡିକର ମୁଣ୍ଡ ବିଗାଡିଛି। ଏହି ସମୟରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା କଂଗ୍ରେସ କର୍ମୀଙ୍କୁ ଶାନ୍ତ ରହିବାକୁ ଅନୁରୋଧ କରିଛନ୍ତି। ସୋମବାର ଏକ ଅଡିଓ ଜାରି କରି ସେ କହିଛନ୍ତି ଏକ୍‌ଜିଟ୍‌ ପୋଲ୍‌ ଉପରେ ବିଶ୍ୱାସ ନ କରି ବରଂ ଅସଲ ଫଳାଫଳକୁ ଅପେକ୍ଷା ରଖିବା ଭଲ। ଏହି ସମୟରେ ଚୁପ୍‌ ରହିବା ସବୁଠାରୁ ବୁଦ୍ଧିମାନର ପରିଚୟ ବୋଲି ସେ କହିଛନ୍ତି। ଏହାସହ ଷ୍ଟ୍ରଙ୍ଗ ରୁମ୍‌ ଓ ମତଗଣନା କେନ୍ଦ୍ର ନିକଟରେ ରହିବାକୁ ସେ ପରାମର୍ଶ ଦେଇଛନ୍ତି। କର୍ମକର୍ତ୍ତାଙ୍କ ବିଶ୍ୱାସ ବଢାଇବାକୁ ଯାଇ ସେ କହିଛନ୍ତି, ଆମମାନଙ୍କ କର୍ମର ଫଳ କେବେ ବେକାର ଯିବନି। ସୂଚନାଯୋଗ୍ୟ, ଏକ୍‌ଜିଟ୍‌ ପୋଲ୍‌ର ଆକଳନକୁ ଦେଖିଲେ ଏଥର ପୁଣି ଏନ୍‌ଡିଏ ସରକାର ଶାସନ କ୍ଷମତା ହାତେଇବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଉନାହାନ୍ତି ଜହ୍ନମାମୁ ପତ୍ରିକାର କାର୍ଟୁନିଷ୍ଟ କେ.ସି ଶିବଶଙ୍କର

ଚେନ୍ନାଇ,୩୦।୯:: ପ୍ରସିଦ୍ଧ ଚିତ୍ରକର ତଥା କାର୍ଟୁନିଷ୍ଟ କେ.ସି ଶିବଶଙ୍କର ଆଉନାହାନ୍ତି। ୯୭ ବର୍ଷ ବୟସରେ ଚେନ୍ନାଇରେ ତାଙ୍କର ପରଲୋକ ଘଟିଛି। ସେ ଲୋକପ୍ରିୟ ଜହ୍ନମାମୁ ପତ୍ରିକାର...

ତାରିଖ ପରେ ତାରିଖ, ୭୦ ବର୍ଷ ଧରି ବିଚାରଧୀନ ରହିଛି ୧୯୫୩ ମସିହାର ମହାରାଷ୍ଟ୍ରର ଏକ ମାମଲା…

ନୂଆଦିଲ୍ଲୀ,୯।୧ : ଦେଶର କୋର୍ଟରେ ୪ କୋଟିରୁ ଅଧିକ ମାମଲା ବିଚାରାଧୀନ ଅଛି। ବିଚାରାଧୀନ ମାମଲାଗୁଡ଼ିକ ଉପରେ ନ୍ୟାୟିକ ବିଦ୍ୱାନମାନେ ପ୍ରଶ୍ନ ଉଠାଉଛନ୍ତି। କିନ୍ତୁ ଦେଶର...

ଡିସେମ୍ବର ଶେଷରେ ନିଜ ଦଳ ଘୋଷଣା କରିବେ ରଜନୀକାନ୍ତ

ଚେନ୍ନାଇ,୩ ।୧୨: ସାଉଥ୍ ସୁପରଷ୍ଟାର ରଜନୀକାନ୍ତ ଡିସେମ୍ବର ୩୧ରେ ତାଙ୍କର ବହୁପ୍ରତିକ୍ଷିତ ରାଜନୈତିକ ଦଳର ଘୋଷଣା କରିବେ ବୋଲି କହିଛନ୍ତି । ଏହାସହ ବର୍ଷ ବର୍ଷ...

ଶରଦ ପାୱାର କରୋନା ପଜିଟିଭ୍‌

ନୂଆଦିଲ୍ଲୀ, ୨୪।୧: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଏନ୍‌ସିବି ଅଧ୍ୟକ୍ଷ ଶରଦ ପାୱାର କୋଭିଡ୍‌ ପଜିଟିଭ୍‌ ହୋଇଛନ୍ତି। ଏ ନେଇ ସେ ନିଜେ ଟୁଇଟ୍‌ ଯୋଗେ...

ବେଲଗାଭିରେ ୧୪୪ ଧାରା

ବେଲଗାଭି/ନୂଆଦିଲ୍ଲୀ ,୨୦।୧୨ : ମହାରାଷ୍ଟ୍ର-କର୍ନାଟକ ସୀମା ବିବାଦ ସୋମବାର ଉଗ୍ର ରୂପ ଧାରଣ କରିଛି। ମହାରାଷ୍ଟ୍ର ଏକୀକରଣ ସମିତି (ଏମ୍‌ଇଏସ୍‌)ର ସଦସ୍ୟଙ୍କ ସହ ଏନ୍‌ସିପି ନେତାମାନେ...

ଦିନ ସାରା ଅଟକି ରହିଲା ହେଲିକପ୍ଟର, ଆସିଲେନି ୬ ବିଧାୟକ: ଜାଣନ୍ତୁ କ’ଣ ରହିଛି ପୂରା ଘଟଣା

ଜୟପୁର,୯।୮: ରାଜସ୍ଥାନରେ କଂଗ୍ରେସ ପରେ ଏବେ ଭାଜପା ନିଜ ଗଡକୁ ବଞ୍ଚାଇବାକୁ ଚେଷ୍ଟା କରୁଛି। ଭାଜପା ଏହାର ୧୮ ଜଣ ବିଧାୟକଙ୍କୁ ଗୁଜରାଟ ପଠାଇଛି। କିନ୍ତୁ...

୧୨ଶହ କିଲୋମିଟର ସାଇକେଲ ଚଳାଇ ଅସୁସ୍ଥ ପିତାଙ୍କୁ ଘରେ ପହଞ୍ଚାଇଥିବା ଜ୍ୟୋତିଙ୍କ ଉପରେ ନିର୍ମାଣ କରାଯିବ ଫିଲ୍ମ !

ପାଟନା,୨୮।୫: କରୋନା ମହାମାରୀକୁ ନେଇ ଦେଶରେ ଲକ୍‌ଡାଉନ ଚାଲିଥିବା ବେଳେ ନିଜ ଅସୁସ୍ଥ ପିତାଙ୍କୁ ହରିୟାଣାର ଗୁରୁଗ୍ରାମରୁ ଦୀର୍ଘ ୧୨୦୦ କିଲୋମିଟର ସାଇକେଲରେ ବସାଇ ବିହାରର...

ଆରୋପ-ପ୍ରତ୍ୟାରୋପର ରାଜନୀତି : ଯୋଗୀଙ୍କୁ ଜବାବ ଦେଲେ କେଜରିଓ୍ବାଲ…

ନୂଆଦିଲ୍ଲୀ,୨୭।୧୧ : ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଆମ ଆଦମୀ ପାର୍ଟି ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ କଡ଼ା ଜବାବ ଦେଇଛନ୍ତି। ଗୁଜରାଟରେ...

Advertisement
Archives

Model This Week