ଏଇ ଭାରତରେ

ବର୍ତ୍ତମାନ ଜମ୍ମୁ-କଶ୍ମୀରରୁ ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ ହୋଇଛି ସେଠାରେ ଅାଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟିହେବା ଅାଶଙ୍କାରେ ସିଅାର୍ପିଏଫ୍ ପୋଲିସ ମୁତୟନ ଅଛନ୍ତି କଶ୍ମୀର ଅଧତ୍ବାସୀଙ୍କ ମନରେ ବର୍ତ୍ତମାନ ଭୟର ବାତାବରଣ ସୃଷ୍ଟି ହୋଇଥତ୍ବାବେଳେ ଏଠିକାର ଜଣେ ଶିଶୁ ସିଅାର୍ପିଏଫ୍ ଯବାନଙ୍କ ସହିତ ହାତ ମିଳାଇ ସମସ୍ତଙ୍କ ହୃଦୟ ଜିଣିପାରିଛନ୍ତି ଏହି କଶ୍ମୀରୀ ଶିଶୁ ସିଅାର୍ପିଏଫ୍ର ଜଣେ ମହିଳା ଯବାନଙ୍କ ସହିତ ହାତ ମିଳାଇବାର ଫଟୋ ସୋସିଅାଲ ମିଡିଅାରେ ଭାଇରାଲ ହେବା ପରେ ଦେଶର ବିିଭିନ୍ନ ଭାଗରୁ ପ୍ରଶଂସାର ସୁଅ ଛୁଟିଛି ଉକ୍ତ ଫଟୋକୁ ହଜାର ହଜାର ଟୁଇଟର ବ୍ୟବହାରକାରୀ ଲାଇକ୍ କରିବା ସହିତ ୭୦୦ରୁ ଅଧତ୍କ ଥର ରିଟୁଇଟ୍ କରାଯାଇଛି ଅନେକ ଟୁଇଟର ବ୍ୟବହାରକାରୀ ଏହି ମନୋମୋହକର ଫଟୋଗ୍ରାଫ୍କୁ ପ୍ରଶଂସା କରିଛନ୍ତି ଜଣେ ଟୁଇଟର ବ୍ୟବହାରକାରୀ ଲେଖତ୍ଛନ୍ତି, ଏହା ହେଉଛି ବାସ୍ତବ ଭାରତ ଅାମେ ଏହି ଭାବାବେଗକୁ ଅଭିବାଦନ ଜଣାଉଛୁ ସମୟ ଅନୁସାରେ କଶ୍ମୀରରେ ଅାବଶ୍ୟକ ପରିବର୍ତ୍ତନ ଘଟିବ ଅାଉଜଣେ ୟୁଜର ଏଥତ୍ପାଇଁ ସିଅାର୍ପିଏଫ୍କୁ ପ୍ରଶଂସା କରି ଲେଖତ୍ଛନ୍ତି, ଏହି ସ୍ମୃତି ଅାମ ମାନସପଟରେ ଚିର ଅଭୁଲା ରହିବ ଶିଶୁଟି ମହିଳା ଯବାନଙ୍କୁ ସାଲୁ୍ୟଟ କରୁଥତ୍ବାର ଅାଉ ଏକ ଫଟୋକୁ ସିଅାର୍ପିଏଫ୍ ଇଣ୍ଡିଅା ପକ୍ଷରୁ ଶେୟାର କରାଯାଇଛି ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ନୂତନ, ବିକଶିତ ଓ ସମୃଦ୍ଧ ଜମ୍ମୁ-କଶ୍ମୀର ଗଠନ ପାଇଁ ରାଜ୍ୟବାସୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି


Enter your email to get our daily news in your inbox.

All Right Reserved By Dharitri.Com

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

ଆମେରିକାର ବିଶ୍ୱ ଅଭିଯାନ

ଚଳିତ ବର୍ଷ ଫେବୃଆରୀ ୨୮ରେ ଆମେରିକା ଓ ଇସ୍ରାଏଲ ଯୋଡ଼ି ଅଚାନକ ଇରାନ୍‌ ଉପରେ ବୋମାବର୍ଷଣ କରି ଇରାନର ଶୀର୍ଷନେତା ଆୟାତୋଲ୍ଲା ଖାମନେଇ ଓ ତାଙ୍କ ପରିବାର…

ମଞ୍ଚରେ ପାକିସ୍ତାନ

ଭାରତ ସମେତ ବିଶ୍ୱର ଅଳ୍ପ କେତେକ ଦେଶ ପାକିସ୍ତାନକୁ ଏକ ଦୁର୍ଜନ ରାଷ୍ଟ୍ର ଭାବେ ଦେଖିଥାଆନ୍ତି। ଆତଙ୍କବାଦୀଙ୍କ ପାଇଁ ଏହି ଦେଶ ପରିଚିତ ଓ ତା’ର ରାଜନୈତିକ…

ପକ୍ଷପାତିତା ଭାର

ଏକ ପରିକଳ୍ପିତ ସ୍ଥିତିର ପରିଣାମ ସମ୍ପର୍କରେ ବିଚାର କରାଯାଉ। କଳ୍ପନା କରନ୍ତୁ ଯେ ଦୁଇଟି ବଡ଼ କ୍ଷେପଣାସ୍ତ୍ର ହ୍ୱାଇଟ୍‌ ହାଉସ ଉପରେ ମାଡ଼ କଲା। ପ୍ରଥମଟି ଏପରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri