Posted inଖେଳ

ଉନାଡକଟଙ୍କ ରେକର୍ଡ

ରାଜକୋଟ, ୫।୩ (ପି.ଟି.)- ୨୮ ବର୍ଷୀୟ ଜୟଦେବ ଉନାଡକଟ ଗୁଜରାଟର ୨ୟ ଇନିଂସରେ ୭୧ ରନ ବିନିମୟରେ ୭ ଉଇକେଟ୍‌ ନେବା ସହ ମ୍ୟାଚ୍‌ରେ ମୋଟ୍‌ ୧୦ ଉଇକେଟ୍‌ ଅକ୍ତିଆର କରିଛନ୍ତି। ପୂର୍ବରୁ ପ୍ରଥମ ଇନିଂସରେ ସେ ୮୬ ରନ୍‌ ଦେଇ ୩ ଉଇକେଟ୍‌ ନେଇଥିଲେ। ଏଥିସହ ଗୋଟିଏ ରଣ୍‌ଜୀ ସିଜନରେ ଦ୍ରୁତ ବୋଲର ଭାବେ ସର୍ବାଧିକ ଉଇକେଟ୍‌ ହାସଲ କରିବାର ରେକର୍ଡ ଉନାଡକଟଙ୍କ ନାମରେ ସ୍ଥାପିତ ହୋଇଛି। ସେମିଫାଇନାଲ ମ୍ୟାଚ୍‌ ଶେଷ ସୁଦ୍ଧା ଏହି ବାମହାତୀ ଦ୍ରୁତ ବୋଲର ୬୫ ଉଇକେଟ୍‌ ହାସଲ କରିସାରିଛନ୍ତି। ଉନାଡକଟ ଏହି ଅବସରରେ ୨୧ ବର୍ଷର ପୁରୁଣା ରେକର୍ଡ ଭାଙ୍ଗିଛନ୍ତି। ୧୯୯୮-୯୯ ସିଜନରେ କର୍ନାଟକ ଦ୍ରୁତ ବୋଲର ଡୋଡ୍ଡା ଗଣେଶ ୬୩ ଉଇକେଟ୍‌ ନେଇ ଏହି ରେକର୍ଡର ଅଧିକାରୀ ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସୟଦ ମୁସ୍ତାକ ଅଲି ଟ୍ରଫି ଟି୨୦: ବେଙ୍ଗଲଠାରୁ ହାରିଲା ଓଡ଼ିଶା

କୋଲକାତା, ୧୧ା୧ (ପି.ଟି.)-ସୟଦ ମୁସ୍ତାକ ଅଲି ଟ୍ରଫି ଟି୨୦ ଟୁର୍ନାମେଣ୍ଟର ରବିବାର ଖେଳାଯାଇଥିବା ଏକ ଏଲିଟ୍‌ ଗ୍ରୁପ୍‌ ‘ବି’ ମ୍ୟାଚରେ ଆୟୋଜକ ବେଙ୍ଗଲ ୯ ଉଇକେଟରେ...

ସଙ୍ଗକାରା ରାଜସ୍ଥାନ ରୟାଲ୍ସ କ୍ରିକେଟ ନିର୍ଦ୍ଦେଶକ

ନୂଆଦିଲ୍ଲୀ, ୨୫ା୧ (ପି.ଟି.)-ଶ୍ରୀଲଙ୍କାର ମହାନ୍‌ ବ୍ୟାଟ୍ସମ୍ୟାନ କୁମାର ସଙ୍ଗକାରା ରବିବାର ଆସନ୍ତା ସିଜନ୍‌ ପାଇଁ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଫ୍ରାଞ୍ଚାଇଜ୍‌ ରାଜସ୍ଥାନ ରୟାଲ୍ସର କ୍ରିକେଟ...

ଅନ୍ତିମ ୧୦ ଓଭରରେ ନିର୍ଦ୍ଧୁମ ଛେଚିଲେ ଓ୍ବିଲିୟମସନ

ଦୁବାଇ,୧୪।୧୧: ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡ ପ୍ରଥମ ୧୦ ଓଭରରେ ୫୭/୧ ଥିଲା। ପରବର୍ତ୍ତୀ ୧୦ ଓଭରରେ ସବୁ କିଛି ବଦଳି ରଖି...

୧୦୦ ଗ୍ରାଣ୍ଡସ୍ଲାମ ପୂରଣ ଆଶାରେ ଲିଆଣ୍ଡର

ନୂଆଦିଲ୍ଲୀ, ୬।୬(ପି.ଟି.)- ଗ୍ରାଣ୍ଡସ୍ଲାମ ଖେଳି ଶତକ ପୂରଣ କରିବାରେ ୩ ପାଦ ଦୂରରେ ଅଛନ୍ତି ଭାରତର ତାରକା ଟେନିସ ଖେଳାଳି ଲିଆଣ୍ଡର ପେସ୍‌। ୧୦୦ ଗ୍ରାଣ୍ଡସ୍ଲାମ...

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପାଇଁ ଭାବପ୍ରବଣ ହେଲେ ଏହି ଅଭିନେତ୍ରୀ

ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନାଁ ବଲିଉଡର ଅନେକ ଅଭିନେତ୍ରୀଙ୍କ ସହ ଯୋଡାଯାଏ। ନିକଟରେ ପାଣ୍ଡ୍ୟା ନିଜ ପିଲାଦିନର ଏକ ଫଟୋ ଇନ୍‌ଷ୍ଟାଗ୍ରାମରେ...

ଜିମ୍ବାଓ୍ବେରେ ଦୁଇ ଟେଷ୍ଟ ମ୍ୟାଚ ଖେଳିବ ଶ୍ରୀଲଙ୍କା

କଲମ୍ବୋ, ୧୩ା୧ (ଏଏଫ୍‌ପି)-ଶ୍ରୀଲଙ୍କା କ୍ରିକେଟ ଟିମ୍‌ ଗୁରୁବାର ଜିମ୍ବୋଓ୍ବେ ଅଭିମୁଖେ ଯାତ୍ରା କରିବ। ଦଳ ସେଠାରେ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବ। ଅନ୍ତର୍ଜାତୀୟ...

କ୍ରିସ୍‌ ଗେଲ୍‌ ଫିଟ୍‌; ଏହି ଦଳ ବିପକ୍ଷରେ ଖେଳି ପଡ଼ିଆକୁ ଓହ୍ଲାଇବେ

ଦୁବାଇ, ୧୩।୧୦: କିଙ୍ଗ୍ସ ଇଲେଭେନ ପଞ୍ଜାବ ଦଳର ବିସ୍ଫୋରକ ବ୍ୟାଟ୍ସମ୍ୟାନ କ୍ରିସ୍‌ ଗେଲ୍‌ ପେଟ ଯନ୍ତ୍ରଣାଜନିତ ସ୍ବାସ୍ଥ୍ୟ ସମସ୍ୟାରୁ ସୁସ୍ଥ ହୋଇଛନ୍ତି। ଗୁରୁବାର ରୟାଲ୍‌ ଚ୍ୟାଲେଞ୍ଜର୍ସ...

ବିଜୟ ପରେ ବି ଖୁସି ନାହାନ୍ତି ପନ୍ତ

ଆଇପିଏଲ ୨୦୨୧ରେ ଚେନ୍ନାଇ ସୁପର କିଙ୍ଗ୍ସକୁ ୩ ଉଇକେଟରେ ପରାସ୍ତ କରି ଦିଲ୍ଲୀ କ୍ୟାପିଟାଲ୍ସ ଦଶମ ବିଜୟ ହାସଲ କରିଛି। ତେବେ ଏହି ମ୍ୟାଚ ଜିତିବା...

Advertisement
Archives

Model This Week