ଉତ୍ତର ବଦଳରେ ପ୍ରଶଂସକଙ୍କୁ ୧ ଲକ୍ଷ ମାଗିଲେ କାର୍ତ୍ତିକ: ସୋସିଆଲ ମିଡିଆରେ ପୋଷ୍ଟ ଭାଇରାଲ

ବଲିଉଡ୍‌ ଅଭିନେତା କାର୍ତ୍ତିକ ଆର୍ର଼୍ୟାନ୍‌ ଫିଲ୍ମ ସମେତ ଫ୍ୟାଶନ ଏବଂ ଲୁକ୍‌ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାଆନ୍ତି। ସୋସିଆଲ ମିଡିଆରେ ମଧ୍ୟ ତାଙ୍କର ଅନେକ ଫ୍ୟାନ୍‌ ଫଲୋୟିଂ ଅଛନ୍ତି। ନିକଟରେ କାର୍ତ୍ତିକ ତାଙ୍କର ଜଣେ ପ୍ରଶଂସକଙ୍କୁ ୧ ଲକ୍ଷ ଟଙ୍କା ମାଗିଛନ୍ତି। ଆଜ୍ଞା ହଁ, କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ।


ପ୍ରକୃତ କଥା ହେଲା, ଇନ୍‌ଷ୍ଟାଗ୍ରାମ୍‌ରେ ଜଣେ ପ୍ରଶଂସକ କାର୍ତ୍ତିକଙ୍କ ଉତ୍ତରକୁ ଦୀର୍ଘ ଦିନ ହେବ ଅପେକ୍ଷା କରିଥିଲେ। ତେଣୁ ସେ କାର୍ତ୍ତିକଙ୍କୁ ଟ୍ୟାଗ୍‌ କରି ଲେଖିଛନ୍ତି, ଭାଇ ମୁଁ ତୁମକୁ ୧ ଲକ୍ଷ ଟଙ୍କା ଦେବି, ଭଉଣୀକୁ ଉତ୍ତର ଦିଅ। ପ୍ରଶଂସକଙ୍କ ଏହି ମନ୍ତବ୍ୟ ପରେ କାର୍ତ୍ତିକ ମଧ୍ୟ ଉତ୍ତର ଦେଇଛନ୍ତି। ସେ ଲେଖିଛନ୍ତି, ଏଇ ଉତ୍ତର ଦେଲି, ମୋର ଟଙ୍କା କାହିଁ। ଏହିପରି ଭାବେ କାର୍ତ୍ତିକ ଉତ୍ତର ବଦଳରେ ତାଙ୍କ ପ୍ରଶଂସକଙ୍କୁ ୧ ଲକ୍ଷ ଟଙ୍କା ମାଗିଛନ୍ତି। ଏହି ପୋଷ୍ଟଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଝିଅକୁ ଧରି ଘରକୁ ଫେରିଲେ ଦମ୍ପତି

ଅଭିନେତା କରଣ ସିଂ ଗ୍ରୋଭର ଏବଂ ବିପାଶା ବସୁ ମା’ବାପା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଶନିବାର ମୁମ୍ବାଇ ଡାକ୍ତରଖାନାରେ ବିପାଶା ତାଙ୍କ ପ୍ରଥମ ସନ୍ତାନଙ୍କୁ...

କଙ୍ଗନାଙ୍କ ପରି ଝିଅ ଚାହାନ୍ତି ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ କୁଇନ କଙ୍ଗନା ରାନାୱତ କିଛି ନା କିଛି କାରଣ ପାଇଁ ଥାଆନ୍ତି ଚର୍ଚ୍ଚାରେ । ନିକଟରେ ମହାରାଷ୍ଟ୍ର ରାଜନୈତିକ ସଙ୍କଟ ମଧ୍ୟରେ ସେ...

ଏଥର ଡ୍ୟାନ୍ସ ଶୋ’ ‘ନଚ୍‌ ବଲିଏ-୯’ରେ ନଜର ଆସିବେ ପୂର୍ବତନ ଯୋଡ଼ି

ଦି କପିଲ ଶର୍ମା ଶୋ’ ପରେ ବଲିଉଡ୍‌ ଦବଙ୍ଗ ସଲ୍‌ମାନ୍‌ ଖାନ୍‌ ଆଉ ଏକ ଟିଭି ଶୋ’ର ପ୍ରଯୋଜନା ଦାୟିତ୍ୱ ନେଇଛନ୍ତି। ସେଲିବ୍ରିଟି ନୃତ୍ୟ ରିଆଲିଟି...

ଇଣ୍ଟରନ୍ୟାଶନାଲ ଫିଲ୍ମ ଫେଷ୍ଟିଭାଲରେ ‘ଦେବଦୂତ’

ଭୁବନେଶ୍ୱର, ୨୨ା୭(ବ୍ୟୁରୋ): ଈଶା ଭିଜନ ବ୍ୟାନରରେ ପ୍ରସ୍ତୁତ କ୍ଷୁଦ୍ର ଚଳଚ୍ଚିତ୍ର ‘ଦେବଦୂତ’ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଶଂସା ସାଉଁଟିଛି। ମହାରାଷ୍ଟ୍ରର ଔରଙ୍ଗାବାଦ ସହରରେ ଅନୁଷ୍ଠିତ ରୋଷନି...

ଏହି ଅଭିନେତ୍ରୀଙ୍କ ହଟ୍‌ ଫଟୋ ଦେଖି ପ୍ରଶଂସକ ପାଗଳ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଉର୍ବଶୀ ରୌତେଲା ସବୁବେଳେ ତାଙ୍କ ଫଟୋ ଏବଂ ଭିଡିଓକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ସମଗ୍ର ବିଶ୍ୱରେ ଉର୍ବଶୀଙ୍କର କୋଟିକୋଟି ପ୍ରଶଂସକ ଅଛନ୍ତି।...

ଇନ୍‌ଷ୍ଟାଗ୍ରାମ୍‌ରେ ନେହା କକ୍କରଙ୍କ ୬୦ମିଲିୟନ ଫଲୋଅର୍ସ, କିଛି ଲୋକଙ୍କୁ କରିବେ ଅନ୍‌ଫଲୋ

ମୁମ୍ବାଇ: ଗାୟିକା ନେହା ନକ୍କର ଇଣ୍ଟରନେଟ୍‌ ସେନ୍‌ସେସନ ପାଲଟିଛନ୍ତି। ସୋସିଆଲ ମିଡିଆରେ ତାଙ୍କର ବହୁ ଫ୍ୟାନ ଫଲୋଅର୍ସ ଅଛନ୍ତି। କେବଳ ଇନ୍‌ଷ୍ଟାଗ୍ରାମରେ ନେହାଙ୍କର ୬୦ ମିଲିୟନରୁ...

ସମଗ୍ର ବିଶ୍ୱକୁ ‘ନମସ୍କାର’ର ବାର୍ତ୍ତା ଦେଲେ ପ୍ରିୟଙ୍କା

ସାରା ବିଶ୍ୱରେ କରୋନା ଭାଇରସ କାୟା ବିସ୍ତାର କରିବାରେ ଲାଗିଛି। ଫିଲ୍ମ ଇଣ୍ଡଷ୍ଟ୍ରିରୁ ଆରମ୍ଭକରି ଖେଳ ଜଗତ ପର୍ଯ୍ୟନ୍ତ ସବୁଆଡେ ଏହାର ପ୍ରଭାବ ପଡ଼ିଥିବା ଦେଖିବାକୁ...

ଜଷ୍ଟିନ ବିବର ଅସୁସ୍ଥ, କାମ କରୁନାହିଁ ମୁହଁର ଗୋଟିଏ ଭାଗ

ଓଟାୱା,୧୧ ।୬: ଅସୁସ୍ଥ ହୋଇ ପଡିଛନ୍ତି କାନାଡାର ପପଷ୍ଟାର ଜଷ୍ଟିନ ବିବର । ଏକ ଭାଇରସ ଆକ୍ରାନ୍ତ କରିବା ଫଳରେ ତାଙ୍କ ମୁହଁର ଅଧାଭାଗ ପକ୍ଷାଘାତ...

Advertisement
Archives

Model This Week