ଉଡିବାକୁ ଥିବା ବିମାନର ପଙ୍ଖା ଉପରେ ଚଢିଗଲେ ଯୁବକ

ଲାଗୋସ,୨୧।୭: ନାଇଜେରିଆ ସମାଚାର ଏଜେନ୍ସିର ସୂଚନା ଅନୁଯାୟୀ, ଶୁକ୍ରବାର ମୁର୍ତଲା ମହମ୍ମଦ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରେ ଅଜମାନ ଏୟାର ଲାଇନ୍ସର ଏକ ବିମାନ ଉଡିବା ଲାଗି କ୍ଲିଅରାନ୍ସକୁ ଅପେକ୍ଷା କରିଥିଲା। ଏହି ସମୟରେ ଜଣେ ବ୍ୟକ୍ତିି ଉକ୍ତ ବିମାନର ପଙ୍ଖା ଉପରେ ଚଢି ଯାଇଥିବା ନଜର ଆସିଥିଲା। ତେବେ ବିମାନଟି ଉଡିବାକୁ ଥିବା ବେଳେ ଏହି ଅଜଣା ବ୍ୟକ୍ତି ଜଣକ ରନଓ୍ବେକୁ ଆସିଯିବା ଦେଖି ପାଇଲଟ ବିମାନର ଇଞ୍ଜିନକୁ ବନ୍ଦ କରି ଦେଇଥିଲେ। ଏହାପରେ ଉକ୍ତ ବ୍ୟକ୍ତି ବିମାନର ପଙ୍ଖା ଉପରେ ଚଢିଯିବା ସହ ବିମାନ ମଧ୍ୟକୁ ପ୍ରବେଶ ଉଦ୍ୟମ କରିଥିବା ଦେଖାଯାଇଥିଲା। ବିମାନରେ ଥିବା ଯାତ୍ରୀ ଡରି ଯାଇଥିବା ବେଳେ ଜଣେ ବ୍ୟକ୍ତି ଏହାର ଭିଡିଓ କରି ସୋସିଆଲ ମିଡିଆର ପୋଷ୍ଟ କରିବାରୁ ଏବେ ଏହା ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ତାଲିବାନର ତାଣ୍ଡବ: ହେଲିକପ୍ଟରରେ ମୃତଦେହ ଝୁଲାଇ ବୁଲାଇଲା ସହର, ଭିଡିଓ ଭାଇରାଲ!

କାବୁଲ,୩୧ ।୮: ଆମେରିକା ସେନା ଆଫଗାନିସ୍ତାନରୁ ସମ୍ପୂର୍ଣ୍ଣ ଭାବେ ଚାଲି ଆସିବା ପରେ ତାଣ୍ଡବ ରଚିଛି ତାଲିବାନ । ଏକ ଭାଇରାଲ ଭିଡିଓରେ ଦାବି କରାଯାଇଛି...

ଜେଲେନ୍‌ସ୍କିଙ୍କ ସହ କଥା ହେଲେ ବିଟ୍ରେନ ପ୍ରଧାନମନ୍ତ୍ରୀ

ଲଣ୍ଡନ/କ୍ୱିଭ୍‌,୧।୫: ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କିଙ୍କ ସହ ଫୋନ୍‌ରେ କଥା ହୋଇଛନ୍ତି। ୟୁକ୍ରେନର ମାରିଆପୋଲରୁ ଲୋକଙ୍କୁ ସୁରକ୍ଷିତ ଭାବେ ବାହାର...

ଜର୍ଜିଆରେ ୭.୦ ତୀବ୍ରତାଯୁକ୍ତ ଭୂକମ୍ପ…

ତିବିଲିସ, ୨୯।୯ : ଦକ୍ଷିଣ ଜର୍ଜିଆ ନିକଟରେ ଅବସ୍ଥିତ ଦକ୍ଷିଣ ସାଣ୍ଡୱିଚ ଦ୍ୱୀପପୁଞ୍ଜରେ ଭୂକମ୍ପ ଅନୁଭୂତ ହୋଇଛି। ଗୁରୁବାର ସକାଳ ପ୍ରାୟ ୮ଟା ୩୩ରେ ରେ...

ଆଇପିଏଲ୍‌ରେ ସାମିଲ ଖେଳାଳିଙ୍କୁ ପ୍ରଧାନମନ୍ତ୍ରୀଙ୍କ କଡ଼ା ଜବାବ

ମେଲବୋର୍ନ,୨୭।୪: ଆଇପିଏଲ ୨୦୨୧ରେ ଅଂଶଗ୍ରହଣ କରୁଥିବା ତାଙ୍କ ଦେଶର କ୍ରିକେଟରମାନଙ୍କୁ ଘରକୁ ଫେରିବା ପାଇଁ ନିଜସ୍ବ ବ୍ୟବସ୍ଥା କରିବାକୁ ପଡ଼ିବ ବୋଲି ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ସ୍କଟ...

ସିଧା ପ୍ରସାରଣ ବେଳେ ଚେୟାରରୁ ଗଳି ପଡିଲେ ବରିଷ୍ଠ ପାକିସ୍ତାନୀ ବିଶ୍ଳେଷକ

ଇସ୍‌ଲାମାବାଦ,୨୧।୯: ପାକିସ୍ତାନ ଏବେ ଭାରତକୁ ନେଇ ତା’ର ନ୍ୟୁଜ ଚ୍ୟାନେଲରେ ଭିନ୍ନ ଭିନ୍ନ ଆଲୋଚନା କରୁଥିବା ବେଳେ କଶ୍ମୀର ପ୍ରସଙ୍ଗକୁ ନେଇ କିଛି ଭୁଲ୍‌ ଖବର...

ଭୟଭୀତ କରାଇବା-ନିଜର ଆନନ୍ଦ ପାଇଁ ପୁଟିନ କରୁଛନ୍ତି ଆକ୍ରମଣ: ଜେଲେନସ୍କି…

କିଭ୍‌,୨୫।୧୨ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ୧୦ମାସ ଧରି ଚାଲିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ପୁଣି ଥରେ ୟୁକ୍ରେନ ଉପରେ ଆକ୍ରମଣ କରିଛି। ଶନିବାର...

ଦକ୍ଷିଣ କୋରିଆ ସହ ମିଳିତ ପରମାଣୁ ଅଭ୍ୟାସ କରିବ ନାହିଁ ଆମେରିକା

ୱାଶିଂଟନ,୩ ।୧: ଉତ୍ତର ଓ ଦକ୍ଷିଣ କୋରିଆ ମଧ୍ୟରେ ଲଗାତାର ତିକ୍ତତା ମଧ୍ୟରେ ଆମେରିକା ରାଷ୍ଟପତି ଜୋ ବାଇଡେନ ଏକ ବଡ କଥା କହିଛନ୍ତି ।...

୨୦୩୦ ସୁଦ୍ଧା ନିର୍ମାଣ ହେବ ହାଇପରସୋନିକ୍‌ ବିମାନ: ୪ ଘଣ୍ଟାରେ ଲଣ୍ଡନରୁ ସିଡ୍‌ନୀ ୧୭ ହଜାର କିମି କରିବ ଅତିକ୍ରମ

ଲଣ୍ଡନ,୨।୧୧: ଲଣ୍ଡନରୁ ସିଡ୍‌ନୀ ୧୭ ହଜାର କିମି ଅତିକ୍ରମ କରିବାକୁ ବିମାନକୁ ୨୨ରୁ ୨୫ ଘଣ୍ଟା ଲାଗିଥାଏ। ତେବେ ବ୍ରିଟେନ୍‌ ପକ୍ଷରୁ ହାଇପରସୋନିକ୍‌ ବିମାନ ନିର୍ମାଣ...

Advertisement
Archives

Model This Week