ଇସ୍ରାଏଲ୍‌ରେ ଅବସ୍ଥାପିତ ଚାଇନା ରାଷ୍ଟ୍ରଦୂତଙ୍କ ସନ୍ଦେହ ଜନକ ମୃତ୍ୟୁ

ଜେରୁଜେଲମ୍‌,୧୭।୫: ଇସ୍ରାଏଲ୍‌ରେ ଅବସ୍ଥାପିତ ଥିବା ଚାଇନା ରାଷ୍ଟ୍ରଦୂତ ଡୁ ଓ୍ବେଇଙ୍କ ସନ୍ଦେହ ଜନକ ଭାବେ ମୃତ୍ୟୁ ଘଟିଛି। ବାସଭବନରେ ତାଙ୍କ ମୃତଦେହ ପଡ଼ି ରହିଥିବା କୁହାଯାଉଛି। ୫୮ ବର୍ଷ ବୟସ୍କ ଡୁ ଓ୍ବେଇଙ୍କୁ ଫେବୃୟାରୀରେ ଇସ୍ରାଏଲ୍‌ର ରାଷ୍ଟ୍ରଦୂତ ଭାବେ ଚାଇନା ସରକାର ନିଯୁକ୍ତ କରିଥିଲେ। ଏହା ପୂର୍ବରୁ ସେ ୟୁକ୍ରେନ୍‌ରେ ଅବସ୍ଥାପିତ ଥିଲେ। କରୋନା ସମ୍ପର୍କିତ ତଥ୍ୟ ଚାଇନା ଲୁଚାଇଥିବା ଆମେରିକା ବହିର୍ବ୍ୟାପାର ମନ୍ତ୍ରୀ ମାଇକ୍‌ ପୋମ୍ପିଓ ଅଭିଯୋଗ କରିଥିଲେ। ଏହାକୁ ଡୁ ଓ୍ବେଇ ଦୃଢ଼ ନିନ୍ଦା କରିଥିଲେ। ଏହାର ଦୁଇ ଦିନ ପରେ ବେଇଙ୍କ ମୃତ୍ୟୁ ଘଟିଛି। ଇସ୍ରାଏଲ୍‌ ପୋଲିସ ପକ୍ଷରୁ ଘଟଣାର ତଦନ୍ତ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱ ମେଟ୍ରୋରେ ଯାତ୍ରା କରୁଥିବା ବେଳେ ପାକିସ୍ତାନ ରିକ୍ସାରେ ଅଟକିଛି: ଆରିଫ

ଲଣ୍ଡନ,୧୦।୯: ପାକିସ୍ତାନ ଅଧିକୃତ କଶ୍ମୀରର ମାନବାଧିକାର କର୍ମୀ ଆରିଫ ଆଜକିଆ ପାକିସ୍ତାନକୁ କଟାକ୍ଷ କରି କହିଛନ୍ତି, ଏବେ ବିଶ୍ୱ ଯେତେବେଳେ ମେଟ୍ରୋରେ ଦୌଡୁଛି ସେତେବେଳେ ପାକିସ୍ତାନ...

ସିନେଟରେ ସମଲିଙ୍ଗୀ ବିଧେୟକ…

ଓ୍ବାଶିଂଟନ,୧୭।୧୧ : ଆମେରିକାର ଲୋକସଭାରୁ ସମଲିଙ୍ଗୀ ବିବାହ ବିଲକୁ ସୁରୁଖୁରୁରେ ପାସ କରିବା ପରେ ଏହା ବର୍ତ୍ତମାନ ୧୦୦ ସଦସ୍ୟ ବିଶିଷ୍ଟ ସିନେଟରେ ଉପସ୍ଥାପିତ ହୋଇଛି।...

ଆଣବିକ ଅସ୍ତ୍ର ନିର୍ମାଣ ପାଇଁ ପ୍ରସ୍ତୁତ ହେଲାଣି ଇରାନ: ମିଳିତ ଜାତିସଂଘ ଏଜେନ୍ସି

ଭିୟନା,୧ ।୩: ମିଳିତ ଜାତିସଂଘର ପରମାଣୁ ପ୍ରହରି ଅନ୍ତରାଷ୍ଟ୍ରୀୟ ପରମାଣୁ ଶକ୍ତି ଏଜେନ୍ସି ତା’ର ଏକ ସଦ୍ୟତମ ରିପୋର୍ଟରେ ଦାବି କରିଛି, ଇରାନ ତା’ର ପରମାଣୁ...

ଆଗକୁ ବଢ଼ିଲେ ଜବାବ ଦେବୁ: ପାକ୍‌

ଇସ୍‌ଲାମାବାଦ,୧୨ା୧(ପି.ଟି.): ଭାରତୀୟ ସେନା ପିଓକେ ଆଡ଼କୁ ଅଗ୍ରସର ହେଲେ କଡ଼ା ଜବାବ ଦେବା ପାଇଁ ପ୍ରସ୍ତୁତ ବୋଲି ପାକିସ୍ତାନ କହିଛି। ଭାରତର ସ୍ଥଳସେନା ମୁଖ୍ୟ ଜେନେରାଲ...

ଭାରତକୁ ଜି-୨୦ର ଅଧ୍ୟକ୍ଷତା ପ୍ରଦାନ କଲା ଇଣ୍ଡୋନେସିଆ…

ବାଲି/ନୂଆଦିଲ୍ଲୀ,୧୬।୧୧ : ବାଲି ଶିଖର ସମ୍ମିଳନୀର ସମାରୋହରେ ଇଣ୍ଡୋନେସିଆର ରାଷ୍ଟ୍ରପତି ଜୋକୋ ୱିଡୋଡୋ ଜି -୨୦ର ଅଧ୍ୟକ୍ଷତା ଭାରତକୁ ହସ୍ତାନ୍ତର କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

ଆମେରିକାରେ ନୂଆ ବ୍ୟାଙ୍କିଙ୍ଗ ସଙ୍କଟ, ସିଲିକନ ଭ୍ୟାଲି ବ୍ୟାଙ୍କରେ ଲାଗିଲା ତାଲା

କାଲିଫର୍ନିଆ,୧୧ ।୩: ଆମେରିକାରେ ଆରମ୍ଭ ହୋଇଯାଇଛି ନୂଆ ବ୍ୟାଙ୍କିଙ୍ଗ ସଙ୍କଟ । ସେଠାକାର ୧୬ଟି ଶୀର୍ଷ ବ୍ୟାଙ୍କର ତାଲିକାରେ ଥିବା ସିଲିକନ ଭ୍ୟାଲି ବ୍ୟାଙ୍କ(ଏସଭିବି)କୁ ତତ୍କାଳ...

ଫେସବୁକ୍‌ ବଦଳରେ ‘ମେଟା’ ଆସିବା ପରେ କ’ଣ ବଦଳିବ କ’ଣ ନାହିଁ ଜାଣନ୍ତୁ

ନ୍ୟୁୟର୍କ,୨୯।୧୦: ଫେସବୁକର ସହ-ପ୍ରତିଷ୍ଠାତା ତଥା ସିଇଓ ମାର୍କ ଜୁକରବର୍ଗ କମ୍ପାନୀର ନୂଆ ନାମ ଘୋଷଣା କରିଛନ୍ତି। ଦୀର୍ଘ ୧୭ ବର୍ଷ ପରେ ଫେସବୁକ ଏବେ ନୂଆ...

ବାଟହୁଡ଼ା ପିଲାଦିନ: ପୃଥିବୀରେ ୬୯ କୋଟି ଶିଶୁ ଅବହେଳିତ

ଓ୍ବାଶିଂଟନ, ୬।୬: ପୃଥିବୀର ୧୭୬ ଦେଶରେ ଶିଶୁଙ୍କ ପିଲାଦିନ ବାଟ ହୁଡ଼ିଛି। ପ୍ରାୟ ୬୯ କୋଟି ଶିଶୁଙ୍କର ପିଲାଦିନ ହଜିଯାଇଥିବା ସେଭ୍‌ ଦି ଚିଲଡ୍ରେନ୍‌ ସଂସ୍ଥା...

Advertisement
Archives

Model This Week