ଇଷ୍ଟର ଉତ୍ସବରେ ରକ୍ତର ଛିଟା: କଲମ୍ବୋର ଚର୍ଚ୍ଚ ଏବଂ ହୋଟେଲରେ ବୋମା ବିସ୍ଫୋରଣ

କଲମ୍ବୋ,୨୧।୪: ଶ୍ରୀଲଙ୍କାରେ ଇଷ୍ଟର ଉତ୍ସବରେ ଖୁସି ଓ ଆନନ୍ଦର ବାତାବରଣରେ ପଡ଼ିଛି ରକ୍ତର ଛିଟା। ରବିବାର ଏଠାକାର ୫ ଚର୍ଚ୍ଚ ଏବଂ ୩ଟି ହୋଟେଲରେ ସିରିଜ୍‌ ବୋମା ବିସ୍ଫୋରଣ ହୋଇଥିବା କୁହାଯାଉଛି। ରାଜଧାନୀ କଲମ୍ବୋ ସମେତ ୮ଟି ସ୍ଥାନରେ ଏଭଳି ହୋଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି। ଏଥିରେ ୧୦ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୮୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ମୃତାହତଙ୍କ ସଂଖ୍ୟା ବଢ଼ିବାର ଆଶଙ୍କ ଥିବା ପୋଲିସ ବିଭାଗ ପକ୍ଷରୁ କୁହାଯାଇଛି। ଇଷ୍ଟର ସଣ୍ଡେରେ ପ୍ରାର୍ଥନା ପାଇଁ ଶ୍ରଦ୍ଧାଳୁମାନେ ଏକତ୍ରିତ ହୋଇଥିବାବେଳେ ଏଭଳି ଘଟିଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଅତି କମରେ ୧ କୋଟି ଲୋକଙ୍କ ଜୀବନ ବଞ୍ଚିଗଲା’, ଶହବାଜ ସରିଫଙ୍କ ନାଁ ନେଇ ଭାରତ-ପାକିସ୍ତାନ ଯୁଦ୍ଧ ବିରତିର କ୍ରେଡିଟ ନେଉଛନ୍ତି ଟ୍ରମ୍ପ

ଫ୍ଲୋରିଡା/ନୂଆଦିଲ୍ଲୀ,୧୭।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଦାବି କରିଛନ୍ତି ଯେ ସେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସାମରିକ ସଂଘର୍ଷ ରୋକିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା...

ଯୁଦ୍ଧ ଆଶଙ୍କା ଭିତରେ ଇରାନକୁ ପ୍ରଶଂସା କଲେ ଟ୍ରମ୍ପ: କହୁ କହୁ କହିଦେଲେ…

ଓ୍ବାଶିଂଟନ୍‌,୧୭।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁକ୍ରବାର ଇରାନକୁ ପ୍ରଶଂସା କରିଛନ୍ତି। ଏକ ଅସାଧାରଣ ପଦକ୍ଷେପ ନେଇ ଇରାନ ସରକାରଙ୍କୁ ଶହ ଶହ ରାଜନୈତିକ କଏଦୀଙ୍କ...

ପୁଣିଥରେ ସମଗ୍ର ବିଶ୍ବକୁ ଟାରିଫ ଧମକ ଦେଲେ ଟ୍ରମ୍ପ, କହିଲେ- ସମର୍ଥନ ନ କଲେ…

ଓ୍ବାଶିଂଟନ୍‌,୧୭।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ବିଶ୍ୱକୁ ଟାରିଫ୍‌ ଲଗାଇ ଧମକ ଦେଇଛନ୍ତି। ଏଥର ଏହି ଧମକ ୟୁରୋପୀୟ ଦେଶଗୁଡ଼ିକ ପ୍ରତି ନିର୍ଦ୍ଦେଶିତ, କାରଣ...

ପୁଟିନଙ୍କ ହାତକୁ ଆସିଲା ‘ଜଳ ରାକ୍ଷସ’, ନିମିଷକେ ସମୁଦ୍ରକୁ ଗିଳିଦେବ: ଜାଣନ୍ତୁ ଏହା କ’ଣ

ମସ୍କୋ,୧୬।୧: ବିଶ୍ୱର ସବୁଠାରୁ ଶକ୍ତିଶାଳୀ ସାମରିକ ବାହିନୀ ମଧ୍ୟରୁ ଅନ୍ୟତମ ରୁଷିଆ ଏହାର ସାମରିକ କ୍ଷମତାରେ ପୋସାଇଡନ ନାମକ ଏକ ଅସ୍ତ୍ର ଯୋଡିଛି। ଏହାକୁ ‘ଡୁମସଡେ...

ବାଂଲାଦେଶରେ ଆଉ ଜଣେ ହିନ୍ଦୁଙ୍କ ଉପରେ ଆକ୍ରମଣ

ଢାକା,୧୬।୧: ବାଂଲାଦେଶରେ ଧାର୍ମିକ ସଂଖ୍ୟାଲଘୁଙ୍କ ବିରୁଦ୍ଧରେ ହିଂସାର ଘଟଣା ନିରନ୍ତର ସାମ୍ନାକୁ ଆସୁଛି। ସଦ୍ୟତମ ଘଟଣାଟି ସିଲହଟ ଜିଲାର ଗୋୱାଇଙ୍ଗଘାଟ ଉପଜିଲାରେ ଘଟିଛି, ଯେଉଁଠାରେ ଜଣେ...

Nobel Prize: ନିଜର ଆଓ୍ବାର୍ଡ ଟ୍ରମ୍ପଙ୍କୁ ଦେଇ ଦେଲେ ଜଣେ ନୋବେଲ ପୁରସ୍କାର ବିଜେତା, ଏହା କ’ଣ ପ୍ରକୃତରେ ସମ୍ଭବ? ଜାଣନ୍ତୁ କ’ଣ କହୁଛି ନିୟମ

ଓ୍ବାଶିଂଟନ,୧୬।୧: ଭେନେଜୁଏଲାର ବିରୋଧୀ ଦଳ ନେତା ମାରିଆ କୋରିନା ମାଚାଡୋ ଗୁରୁବାର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ତାଙ୍କର ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରିଥିଲେ।...

ଶେଷରେ ଟ୍ରମ୍ପଙ୍କୁ ମିଳିଲା ନୋବେଲ ଶାନ୍ତି ପୁରସ୍କାର, ଦେଲେ ଏପରି ପ୍ରତିକ୍ରିୟା

ନୂଆଦିଲ୍ଲୀ,୧୬ା୧: ବହୁ ପ୍ରତିକ୍ଷାର ଅନ୍ତ ଘଟି ଶେଷରେ ଅନ୍ଵେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୋବେଲ ଶାନ୍ତି ପୁରସ୍କାର ମିଳିଛି। ଭେନେଜୁଏଲାର ବିରୋଧୀ ଦଳ ନେତ୍ରୀ ତଥା...

ଇରାନ ଅଭିମୁଖେ ଆମେରିକାର ଯୁଦ୍ଧ ଜାହାଜ; ସବୁ ଧ୍ବଂସ କରିଦେବେ

ନୂଆଦିଲ୍ଲୀ,୧୫ା୧: ଇରାନ ଅଭିମୁଖେ ଦ୍ରୁତ ଗତିରେ ଯାଉଛି ଆମେରିକା ଯୁଦ୍ଧ ଜାହାଜ। ବଢୁଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ଆମେରିକା ପ୍ରତିରକ୍ଷା ମୁଖ୍ୟାଳୟ ‘ପେଣ୍ଟାଗନ୍’ ଏକ ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri