ଇରାନର ବୁଡି ଯାଇଥିବା କାର୍ଗୋ ଜାହାଜରୁ ଉଦ୍ଧାର ହେଲେ ୨ ଭାରତୀୟ

ଅଜରବୈଜାନ,୨୭।୭: ଇରାନର ଅଜରବୈଜାନ ନିକଟରେ ଏହାର ଏକ ମାଲବାହୀ ଜାହଜ ‘ଶାବହାଂଗ’ ବୁଡିଯାଇଛି। ଏଥିରେ ଥିବା କ୍ରିୟୁ ମେମ୍ବରଙ୍କ ମଧ୍ୟରୁ ସମସ୍ତ ୯ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଏଥିରେ ୨ ଭାରତୀୟ ରହିଛନ୍ତି। ତେବେ ଜାହାଜଟି ବୁଡିଯିବା ପରେ ଚାଳକଦଳ ଅଜରବୈଜାନ ଷ୍ଟେଟ ମେରାଇନ ଏକଡେମୀକୁ ସାହାଯ୍ୟ ମାଗିଥିଲେ। ଏହାପରେ ଘଟଣାସ୍ଥଳକୁ ୨ହେଲିକପ୍ଟର ଓ ଗୋଟିଏ ଜାହାଜ ପଠାଯିବା ପରେ ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି। ଜାହାଜଟି ରୁଷ ଯାତ୍ରା କରୁଥିବା ବେଳେ ଏଭଳି ଦୁର୍ଘଟଣା ଘଟିଛି।


Enter your email to get our daily news in your inbox.

All Right Reserved By Dharitri.Com

କଲମ୍ବିଆ ଜେଲରେ ସଂଘର୍ଷ: ୪୯ କଏଦୀ ମୃତ

ବୋଗୋଟା,୨୯ା୬: କଲମ୍ବିଆ ସାଉଥ୍‌ଓ୍ବେଷ୍ଟର୍ନର ଟୁଲୁଆ ଜେଲରୁ ଲୁଚି ପଳାଇବା ପାଇଁ ଉଦ୍ୟମ କରିବା ସମୟରେ ୪୯ ଜଣଙ୍କ ମୃତ୍ୟୁ ହୋଇଛି। ମଙ୍ଗଳବାର ନ୍ୟାଶନାଲ ପ୍ରିଜନ୍ସ ଏଜେନ୍ସି...

ଚଳନ୍ତା କାର ଉପରେ ବସିଲା ହାତୀ: ଭିଡ଼ିଓ ଭାଇରାଲ

ବ୍ୟାଙ୍କକ୍‌,୬।୧୧: ଥାଇଲାଣ୍ଡରେ ଥିବା ଖାଓ ୟାଇ ଜାତୀୟ ଉଦ୍ୟାନରେ ଏକ ଚଳନ୍ତା କାର ଉପରେ ହାତୀ ବସିବାକୁ ପ୍ରୟାସ କରୁଥିବା ଦୃଶ୍ୟ ଏବେ ସୋସିଆଲ୍‌ ମିଡ଼ିଆରେ...

ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ କଶ୍ମୀର ପ୍ରସଙ୍ଗ ଉଠାଇଲେ ଶେହଓ୍ବାଜ

ଇସଲାମାବାଦ୍‌,୧୦।୪: ପାକିସ୍ତାନର ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ମଧ୍ୟ ପାକିସ୍ତାନ ମୁସଲିମ ଲିଗ (ଏନ) ନେତା ଶେହଓ୍ବାଜ ଶରିଫ କାଶ୍ମୀର ପ୍ରସଙ୍ଗ ଉଠାଇଛନ୍ତି। ସେ କହିଛନ୍ତି, ଆମେ...

ଜନବସତି ମୁହାଁ ତୁଷାର ଭାଲୁ

ମସ୍କୋ,୭।୧୨: ଜଳବାୟୁ ପରିବର୍ତ୍ତନର ପରିଣାମ ଏବେ ରୁଷରେ ଦେଖିବାକୁ ମିଳିଛି। ଏଠାରେ ଏକ ଗାଁରେ ଏବେ ତୁଷାର ଭାଲୁଙ୍କ ପ୍ରବେଶ ଏହାର ସୂଚନା ଦେଉଛି। କାରଣ...

କର୍‌ତାରପୁର ଗୁରୁଦ୍ୱାର ଗମ୍ବୁଜ ଭୁଶୁଡ଼ିଲା

ନୂଆଦିଲ୍ଲୀ/ଇସ୍‌ଲାମାବାଦ: ୨୦ା୪(ଆଇଏଏନ୍‌ଏସ୍‌): ଝଡ଼ବର୍ଷା ଯୋଗୁ କର୍‌ତାରପୁର ଗୁରୁଦ୍ୱାର ଦର୍‌ବାର ସାହିବର ୮ଟି ନବନିର୍ମିତ ଗମ୍ବୁଜ ଭୁଶୁଡ଼ିପଡ଼ିଛି। ଏହି ଘଟଣା ଶିଖ୍‌ମାନଙ୍କୁ ବ୍ୟଥିତ କରିଛି। ଭାରତ ସରକାର...

ତାଲିବାନ୍‌ ଖୋଜୁଛି ରତ୍ନ ଭଣ୍ଡାର…

କାବୁଲ,୧୮।୯: ଆଫାଗାନିସ୍ତାନରେ କ୍ଷମତା ଦଖଲ ପରେ ଏବେ ତାଲିବାନ ପ୍ରଥମ ଶତାବ୍ଦୀର କୁଶାଣ ସାମ୍ରାଜ୍ୟର ବିରାଟ ରତ୍ନ ଭଣ୍ଡାର ଖୋଜିବା ଆରମ୍ଭ କରିଛି। ୪ ୦...

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ଚେତାବନୀ: ଫେବୃୟାରୀ ସୁଦ୍ଧା ୟୁରୋପରେ କରୋନା ନେଇପାରେ ଆଉ ୫ ଲକ୍ଷ ଲୋକଙ୍କ ଜୀବନ

ଜେନେଭା,୫ ।୧୧: ୟୁରୋପ ଓ ମଧ୍ୟ ଏସିଆର ୫୩ ଦେଶରେ କରୋନା ଭାଇରସର ଆଉ ଏକ ଲହର ଆସିବାର ସମ୍ଭାବନା ରହିଛି । ଏମାନେ ପ୍ରଥମରୁ...

୪୨୦ କୋଟି ଲୋକ ଘରେ ବନ୍ଦ ଥିବାବେଳେ କରୋନାର ଏନ୍ତୁଡ଼ିଶାଳ ଉହାନ ସହର ଉତ୍ସବ ମୁଖର !

ବେଜିଂ,୮।୪: ଚାଇନାର ହୁବେଇ ପ୍ରଦେଶର ଉହାନ ସହରର ମାଂସ ବଜାରରୁ କରୋନା ଭୂତାଣୁ ସଂକ୍ରମଣ ଆରମ୍ଭ ହୋଇଥିଲା। ପରେ ସୁରକ୍ଷା ଦୃଷ୍ଟିରୁ ସହରକୁ ଲକ୍‌ଡାଉନ୍‌ କରାଯାଇଥିଲା।...

Advertisement
Archives

Model This Week