ଇରାକ୍‌-ସିରିଆରେ ଅଛନ୍ତି ୧୮ ହଜାର ଆଇଏସ୍‌ ଆତଙ୍କବାଦୀ: ଆମେରିକା

ଓ୍ବାଶିଂଟନ,୭।୮: ଇରାକ୍‌-ସିରିଆରେ ୧୮ ହଜାର ଇସଲାମିକ୍‌ ଷ୍ଟେଟ୍‌(ଆଇଏସ୍‌) ଆତଙ୍କବାଦୀ ରହିଥିବା ଆମେରିକା କହିଛି। ସେମାନଙ୍କ ମଧ୍ୟରେ ୩ ହଜାର ବିଦେଶୀ ଆତଙ୍କବାଦୀ ମଧ୍ୟ ରହିଛନ୍ତି ବୋଲି ପେଣ୍ଟାଗନ ପକ୍ଷରୁ କୁହାଯାଇଛି। ଗତ ସପ୍ତାହରେ ସିରିଆରେ ଥିବା ଆମେରିକାର ସ୍ବତନ୍ତ୍ର ପ୍ରତିନିଧି ଜେମ୍ସ୍‌ ଜେଫରେ ସୂଚନା ଦେଇଥିଲେ ଯେ, ଇରାକ୍‌-ସିରିଆରେ ୧୫ ହଜାରରୁ ଅଧିକ ଇସଲାମିକ୍‌ ଷ୍ଟେଟ୍‌ ଆତଙ୍କବାଦୀ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲେଡି ଗାଗାଙ୍କ କୁକୁର ଅପହରଣ : ୫ ଗିରଫ

ଲସ୍‌ ଏଞ୍ଜେଲ୍ସ,୧।୫ : ଅନ୍ତର୍ଜାତୀୟ ଗାୟକ ଲେଡି ଗାଗାଙ୍କ କୁକୁରକୁ ଅପହରଣ ଘଟଣାରେ ଲସ୍‌ ଏଞ୍ଜେଲ୍ସ ପୋଲିସ ୫ ଜଣଙ୍କୁ ଗିରଫ କରିଛି। ଅଭିଯୋଗ ଅନୁଯାୟୀ,...

ଏଠି ଗୀତ ଗାଏ ସଡ଼କ

କଥାଟା ଅଡୁଆ ଲାଗୁଥିଲେ ବି ସତ। କାରଣ ସଡ଼କରେ ଯିବା ସମୟରେ ଗୀତ ଶୁଣିଲେ ଦୁର୍ଘଟଣାକୁ ଏଡାଇ ଦିଆଯାଇପାରିବ ବୋଲି ଚିନ୍ତା କରିବା ପରେ କେତେକ...

ୟୁକ୍ରେନ୍‌ ଉପରେ ରୁଷିଆର କ୍ଷେପଣାସ୍ତ୍ର ମାଡ଼: ୧୧ ମୃତ

କିଭ୍‌,୨୮।୧: ୟୁକ୍ରେନ୍‌ ଉପରେ ଗୁରୁବାର ରୁଷିଆର କ୍ଷେପଣାସ୍ତ୍ର ମାଡ଼ରେ ୧୧ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଆକ୍ରମଣରେ ଅନ୍ୟ ୧୧ ଜଣ ଆହତ ହୋଇଥିବା ୟୁକ୍ରେନ୍‌...

ପରିବେଶକର୍ମୀ ହେବା ଗ୍ରେଟା ଥନବର୍ଗଙ୍କ ପାଇଁ ନ ଥିଲା ସହଜ: ମା’ ମୈଲେନା ଇର୍ମାନ୍‌

ଷ୍ଟକ୍‌ହୋମ୍‌,୨୩।୨: ପରିବେଶକର୍ମୀ ଭାବେ ସମ୍ପ୍ରତି ୧୭ ବୟସ୍କା ଗ୍ରେଟା ଥନବର୍ଗ ପୃଥିବୀ ସାରା ପରିଚିତ ହାସଲ କରିପାରିଛନ୍ତି। ଗ୍ରେଟା ଜଳବାୟୁ ପରିବର୍ତ୍ତନ ବିରୋଧରେ ସଚେତନତା ସୃଷ୍ଟି...

ରୋହିଙ୍ଗ୍ୟାଙ୍କ ଉପରେ ହୋଇଥିବା ଅତ୍ୟାଚାର ବିରୋଧରେ ପ୍ରସ୍ତାବ: ଜାତିସଙ୍ଘରେ ୧୩୪ ଦେଶ କଲେ ସମର୍ଥନ

ଜେନେଭା,୨୮।୧୨: ମ୍ୟାନ୍‌ମାର୍‌ରେ ରୋହିଙ୍ଗ୍ୟା ମୁସଲମାନ୍‌ଙ୍କ ଉପରେ ହୋଇଥିବା ଅତ୍ୟାଚାରକୁ ଜାତିସଂଘରେ ବିରୋଧ କରାଯାଇଛି। ଏନେଇ ଜାତିସଙ୍ଘର ୧୯୩ ଦେଶ ମଧ୍ୟରୁ ଏହି ପ୍ରସ୍ତାବକୁ ୧୩୪ ଦେଶଙ୍କ...

ପାକିସ୍ତାନର ରାଧେ ମା’: ବୋହୂ ବେଶରେ ସଜେଇ ହୋଇ ଦେଉଛନ୍ତି ଜ୍ଞାନ

ଇସଲମାବାଦ, ୨୪।୭: ଭାରତରେ ଥିବା ରାଧେ ମା’ଙ୍କ କଥା ଶୁଣିଥିବେ, କିନ୍ତୁ ପାକିସ୍ତାନରେ ମଧ୍ୟ ସେମିତି ଜଣେ ବ୍ୟକ୍ତି ନିଜକୁ ବୋହୂ ବେଶରେ ସଜାଇ ଜ୍ଞାନ...

ସେନାର ଶକ୍ତି ବୃଦ୍ଧି କରୁଛି ଚାଇନା

ବେଜିଂ,୧୫ ।୨: ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଚାଇନାର ସାମରିକ ଶକ୍ତି ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେ ସାମରିକ ଉପକରଣର ଯୁଦ୍ଧ ପରୀକ୍ଷଣ...

ଟୁଇଟର୍‌ ‘ବ୍ଲୁ ଟିକ୍‌ ସ୍କିମ୍‌’ ଉପରେ ଲାଗିଲା ରୋକ

ନ୍ୟୁୟର୍କ,୨୨।୧୧: ଟୁଇଟରର ନୂତନ ମାଲିକ ଏଲନ ମସ୍କ ପୁଣି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଟୁଇଟରରେ ବ୍ଲୁ ଭେରିଫାଏଡ ରିଲଞ୍ଚ୍‌ ଉପରେ ଅସ୍ଥାୟୀ ରୋକ ଲଗାଯାଇଛି।...

Advertisement
Archives

Model This Week