Posted inଖେଳ

ଇଟାଲିଆନ ଓପନ:କୋର୍ଟ ଉପରେ କିର୍ଗିଅସଙ୍କ କାଣ୍ଡ

ରୋମ, ୧୭|୫- ଅଷ୍ଟ୍ରେଲିଆନ୍‌ ଟେନିସ ଖେଳାଳି ନିକି କିର୍ଗିଅସଙ୍କୁ ଏଠାରେ ଚାଲିଥିବା ଇଟାଲିଆନ ଓପନ ଟୁର୍ନାମେଣ୍ଟର ଦ୍ୱିତୀୟ ରାଉଣ୍ଡ ମ୍ୟାଚ୍‌ ମଝିରୁ ବିଦା କରାଯାଇଛି। ଗୁରୁବାର ନରଓ୍ବେର କ୍ୟାସପର ରୁଡଙ୍କ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍‌ର ୩ୟ ସେଟ୍‌ ବେଳେ ଅଣଖେଳୁଆଡ଼ ମନୋଭାବ ଯୋଗୁ କିର୍ଗିଅସଙ୍କୁ ଅମ୍ପାୟର ତାଗିଦ କରିବା ସହ ଏକ ପେନାଲ୍ଟି ଗେମ୍‌ ଦେଇଥିଲେ। ଏଥିରେ ବିଶ୍ୱର ୩୬ତମ ର଼୍ୟାଙ୍କ ଖେଳାଳି ଅତ୍ୟନ୍ତ ଉତ୍ତ୍ୟକ୍ତ ହୋଇଯାଇଥିଲେ। ସେ ଗ୍ରାଉଣ୍ଡ ଉପରେ ର଼୍ୟାକେଟ ଫିଙ୍ଗିବା ସହ ପାଣି ବୋତଲକୁ କିକ୍‌ କରିଥିଲେ। ଏହାପରେ ଚେୟାର ଉଠାଇ କୋର୍ଟ ମଝିକୁ ଫିଙ୍ଗିଥିଲେ। ଏଭଳି କାଣ୍ଡ ଯୋଗୁ ୨୪ ବର୍ଷୀୟ ଖେଳାଳିଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଛି। ମ୍ୟାଚ୍‌ରେ ବାଧାସୃଷ୍ଟି ହେବା ସୁଦ୍ଧା ୬-୩, ୬-୭(୫), ୨-୧ ସେଟ୍‌ରେ ଆଗୁଆ ଥିବା ପ୍ରତିପକ୍ଷ ରୁଡ୍‌ ୩ୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ସେ ପରବର୍ତ୍ତୀ ମ୍ୟାଚ୍‌ରେ ଜୁଆନ ମାର୍ଟିନ ଡେଲ ପୋଟ୍ରୋଙ୍କୁ ଭେଟିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅବସର ସମ୍ପର୍କରେ ବିସିସିଆଇକୁ ଜଣାଇ ନ ଥିଲେ ରାଇନା

ନୂଆଦିଲ୍ଲୀ, ୧୮।୮-ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପୂର୍ବରୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)କୁ ଏ ସମ୍ପର୍କରେ କିଛି ଜଣାଇ ନ ଥିଲେ ସୁରେଶ ରାଇନା।...

ଆଇପିଏଲ୍‌ ଟଙ୍କାରେ ଘର କିଣିବେ ଏହି କ୍ରିକେଟର୍‌

ମୁମ୍ବାଇ,୩।୪: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ନୂତନ ଖେଳାଳିଙ୍କ ପାଇଁ ଏକ ବଡ଼ ପ୍ଲାଟଫର୍ମ। ଏହି ପ୍ଲାଟଫର୍ମ ମାଧ୍ୟମରେ, ଅନେକ ଖେଳାଳି ରାତାରାତି ତାରକା ପାଲଟନ୍ତି।...

ଏହି କ୍ରିକେଟରଙ୍କ ପ୍ରେମରେ ପଡିଛନ୍ତି ସଚିନ ତେନ୍ଦୁଲକରଙ୍କ ଝିଅ ସାରା

କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକରଙ୍କ ଝିଅ ସାରା ଏବେ ଜଣେ କ୍ରିକେଟ୍‌ରଙ୍କ ପ୍ରେମରେ ପଡିଛନ୍ତି। ସେ ହେଉଛନ୍ତି ୧୯ ବର୍ଷୀୟ ଶୁଭମନ ଗିଲ୍‌। ସେ...

ସଙ୍ଗକାରା ଏମ୍‌ସିସି ଅଧ୍ୟକ୍ଷ

ଲଣ୍ଡନ,୨।୧୦(ପି.ଟି.)- ପୂର୍ବତନ ଶ୍ରୀଲଙ୍କା ଅଧିନାୟକ କୁମାର ସଙ୍ଗକାରା ଐତିହାସିକ ମେରିଲବୋନ କ୍ରିକେଟ କ୍ଳବ୍‌ (ଏମ୍‌ସିସି)ର ଅଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି। ସେ ପ୍ରଥମ ଅଣ ବ୍ରିଟିଶ ବ୍ୟକ୍ତି...

ଅଲିମ୍ପିକ୍ସ ପୂର୍ବରୁ ପ୍ରି କ୍ୱାର୍ଟରରେ ୪ ଭାରତୀୟ ବକ୍ସର

ଟୋକିଓ,୨୨।୭: ଜାପାନର ରାଜଧାନୀରେ ଶୁକ୍ରବାର ଆରମ୍ଭ ହେବାକୁ ଯାଉଛି ଟୋକିଓ ଅଲିମ୍ପିକ୍ସ। ଏହି କ୍ରୀଡ଼ା ମହାକୁମ୍ଭ ହେବା ଆଗରୁ ୪ ଭାରତୀୟ ବକ୍ସର ବାୟ ପାଇ...

ଓଡ଼ିଶା ଦଳ ଘୋଷଣା

ଭୁବନେଶ୍ୱର, ୩।୧ (କ୍ରୀଡ଼ା ପ୍ରତିନିଧି): ବେଙ୍ଗାଲୁରୁଠାରେ ଚଳିତମାସ ୯ରୁ ୧୩ ପର୍ଯ୍ୟନ୍ତ ହେବାକୁଥିବା ଜାତୀୟ ଦୃଷ୍ଟିବାଧିତ ମହିଳା ଟି୨୦ କ୍ରିକେଟ ଟୁର୍ନାମେଣ୍ଟ ପାଇଁ ସୋମବାର ଓଡ଼ିଶା...

୩ ବର୍ଷ ଜେଲ ଦଣ୍ଡ ଭୋଗିପାରନ୍ତି ସୌମ୍ୟ

ଢାକା, ୧୨।୩- ବିବାଦ ଘେରକୁ ଚାଲିଆସିଛନ୍ତି ବାଂଲାଦେଶ କ୍ରିକେଟ୍‌ ଦଳର ଆଗ ଧାଡ଼ିର ବ୍ୟାଟ୍ସମ୍ୟାନ ସୌମ୍ୟ ସରକାର। ନିଜ ବାହାଘର ଉତ୍ସବରେ ସୌମ୍ୟ ଏକ ହରିଣ...

ଏସିଆ କପ୍‌ ଚାମ୍ପିଅନ୍‌ ଦଳକୁ ମିଳିଲା ଏତିକି ଟଙ୍କା ପୁରସ୍କାର ରାଶି

ଦୁବାଇ,୧୨।୯: ଏସିଆ କପର ୧୫ତମ ସିଜନ ଶେଷ ହୋଇଛି। ରବିବାର ଖେଳାଯାଇଥିବା ଟି-୨୦ ଟୁର୍ନାମେଣ୍ଟର ଫାଇନାଲରେ ଶ୍ରୀଲଙ୍କା ପାକିସ୍ତାନକୁ ୨୩ ରନରେ ପରାସ୍ତ କରି ଶ୍ରୀଲଙ୍କା...

Advertisement
Archives

Model This Week