ଆହତ କୃଷ୍ଣସାର ମୃଗ ଶାବକ ଉଦ୍ଧାର

ବୁଗୁଡ଼ା,୧୭ା୪(ଡି.ଏନ.ଏ)- ବୁଗୁଡ଼ା ଏନ୍‌ଏସି ସୂର୍ଯ୍ୟନଗର ଅଞ୍ଚଳରୁ ଗୁରୁବାର ଅପରାହ୍ନରେ ବୁଗୁଡ଼ା ବନବିଭାଗ କର୍ମଚାରୀ ଏକ ୨ ମାସର ଆହତ କୃଷ୍ଣସାର ମୃଗ ଶାବକକୁ ଉଦ୍ଧାର କରିଛନ୍ତି। ସୂର୍ଯ୍ୟନଗର ଅଞ୍ଚଳର ଏକ ପୋଖରୀକୁ ପାଣି ପିଇବାକୁ ଆସିଥିବାବେଳେ ମୃଗଶାବକଟିକୁ କୁକୁର ଗୋଡାଇଥିଲେ। ସୂର୍ଯ୍ୟନଗରରେ ଆହତ ଅବସ୍ଥାରେ ପଡ଼ିଥିବ ଖବର ପାଇ ବନାଞ୍ଚଳ ଅଧିକାରୀ ଫକୀର ଚରଣ ବେହେରାଙ୍କ ନେତୃତ୍ୱରେ ବନ କର୍ମଚାରୀମାନେ ଉଦ୍ଧାର କରିଥିଲେ। ପରେ ବୁଗୁଡ଼ା ପ୍ରାଣୀ ସମ୍ପଦ ଚିକିତ୍ସାଳୟରେ ଚିକିତ୍ସା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରୀୟ ଫୋର୍ସ ମୁତୟନ ହେବେ

ପିପିଲି, ୮ା୪(ସ୍ବ.ପ୍ର): ଉପନିର୍ବାଚନ ପୂର୍ବରୁ ବୁଧବାର ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ(ଆଇନ ଶୃଙ୍ଖଳା) ଯଶଓ୍ବନ୍ତ ଜେଠଓ୍ବା ପିପିଲି ଗସ୍ତ କରି ଆଇନଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ବରିଷ୍ଠ ପୋଲିସ...

ଅମଳ ସମୟରେ ଉଜୁଡ଼ିଲା ଫସଲ

ସମ୍ବଲପୁର,୨୪ା୪(ବ୍ୟୁରୋ) – ରବିଧାନ ଅମଳ ଅବସ୍ଥାକୁ ଆସି ଯାଇଥିଲା। କରୋନା କଟକଣା ସତ୍ତ୍ୱେ ଚାଷର ଉପଯୁକ୍ତ ଯତ୍ନ ନେଇଥିଲା ଚାଷୀ। ହେଲେ ସମ୍ବଲପୁର ଜିଲାରେ ମଙ୍ଗଳବାର...

ଧୂଳିମୟ ଭିଆଇପି ରୋଡ୍‌

ଆନନ୍ଦପୁର,୧୪।୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ପୌରପରିଷଦର ୧୩ ନଂ. ଓ ୧୪ ନଂ. ଓ୍ବାର୍ଡକୁ ସଂଲଗ୍ନ ଭିଆଇପି ରୋଡ୍‌ ଧୂଳିମୟ ହୋଇପଡ଼ିଛି। ଯାନବାହନ ଯାତାୟାତ ସମୟରେ...

ଭ୍ରାମ୍ୟମାଣ ମାଗଣା ଚିକିତ୍ସା ଶିବିର ଉଦ୍‌ଘାଟିତ:୨ୟ, ୪ର୍ଥ ମଙ୍ଗଳବାର ଜାରି ରହିବ କାର୍ଯ୍ୟକ୍ରମ

ବୋଲଗଡ଼,୧୪ା୮(ଡି.ଏନ.ଏ.)-ବୋଲଗଡ଼ ବ୍ଲକ ବାଙ୍କୋଇଦେଶ ପଞ୍ଚାୟତ କାର୍ଯ୍ୟାଳୟଠାରେ ମଙ୍ଗଳବାର ପିପୁଲ୍ସ ଫୋରମ୍‌ ପକ୍ଷରୁ ଭ୍ରାମ୍ୟମାଣ ମାଗଣା ଚିକିତ୍ସା ଶିବିର ଉଦ୍‌ଘାଟିତ ହୋଇଯାଇଛି। ଅନ୍ନପୂର୍ଣ୍ଣା ଫାଇନାନ୍ସ ଏଥିରେ ସହଯୋଗ...

ଡମ୍ଫର ଧକ୍କାରେ ୨୦ ଫୁଟ୍‌ ଛିଟିକି ପଡ଼ିଲା ଅଟୋ: ୫ ଗୁରୁତର

ଫୁଲବାଣୀ ଅଫିସ/ଫିରିଙ୍ଗିଆ,୨୬।୮: କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ଫୁଲବାଣୀ ବାଲିଗଡ଼ା ମୁଖ୍ୟ ରାସ୍ତାର ବନ୍ଧଗଡ଼ ଗାଁ ନିକଟରେ ଏକ ଡମ୍ଫର ଓ ଅଟୋ ମୁହାଁମୁହିଁ ହୋଇଛନ୍ତି।...

ରବିଧାନ ପାଇଁ ୧୦ରୁ ଖୋଲିବ ମଣ୍ଡି: ସାମାଜିକ ଦୂରତା, ସାନିଟାଇଜର, ମାସ୍କ ସବୁ ମଣ୍ଡିରେ ବାଧ୍ୟତାମୂଳକ

ରାୟଗଡ଼ା ଅଫିସ,୨୭ା୪: ରାୟଗଡ଼ା ଜିଲାରେ ପୂର୍ବରୁ ୧୩ଟି ମଣ୍ଡିରୁ ଧାନ ସଂଗ୍ରହ କରାଯାଉଥିବା ବେଳେ ଏଥର ୪ଟି ଅଧିକ ମଣ୍ଡି ଖୋଲାଯିବ। ସେହି ୪ଟି ନୂଆ...

ପିକ୍‌ଅପ୍‌ ଦୁର୍ଘଟଣାଗ୍ରସ୍ତ: ୫୦ ଫୁଟ ତଳକୁ ଛିଟିକି ପଡ଼ିଲେ ୪ ଜଣ

ବରଗଡ଼ ଅଫିସ,୧୦ା୯: ବରଗଡ଼ ଜିଲା ଅତାବିରା ପଟୁ ସମ୍ବଲପୁର ଆଡ଼କୁ ଯାଉଥିବା ଏକ ପରିବା ବୋଝେଇ ପିକ୍‌ଅପ୍‌ (ନଂ- ଓଆର ୦୩ ଏ ୦୪୩୪) ଗୁରୁବାର...

ଖାଇ ପାରିଲେନି ବାହାଘର ଭୋଜି

ସାରସକଣା,୧୫ା୫: ମୟୂରଭଞ୍ଜ ଜିଲା ଝାରପୋଖରିଆ ଥାନା ଅଧୀନ ଝାରପୋଖରିଆ ଗ୍ରାମରେ ଏକ ବିବାହ ଉତ୍ସବରେ କୋଭିଡ୍‌ ଗାଇଡ୍‌ଲାଇନ୍‌ ଉଲ୍ଲଂଘନ ହୋଇଥିବା ଅଭିଯୋଗ ହୋଇଥିଲା। ଖବର ପାଇ...

Advertisement
Archives

Model This Week