Posted inଖେଳ

ଆସ୍‌ଲେ ବାର୍ଟିଙ୍କୁ ଆଇସିସିର ଶୁଭେଚ୍ଛା

ଦୁବାଇ,୯ା୬: ଦୀର୍ଘ ୪୬ ବର୍ଷର ବ୍ୟବଧାନ ପରେ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଫ୍ରେଞ୍ଚ ଓପନ ଟାଇଟଲ ହାତେଇଥିବା ପ୍ରଥମ ଅଷ୍ଟ୍ରେଲିଆନ ଆସ୍‌ଲ ବାର୍ଟିଙ୍କୁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ପକ୍ଷରୁ ଶୁଭେଚ୍ଛା ଦିଆଯାଇଛି। ତୁମେ କ୍ରିକେଟରୁ ଆଥ୍‌ଲେଟଙ୍କୁ ନେଇପାରିବ। ହେଲେ ଉକ୍ତ ଆଥ୍‌ଲେଟଙ୍କଠାରୁ କ୍ରିକେଟ ଦୂରେଇ ପାରିବ ନାହିଁ। ଫ୍ରେଞ୍ଚ ଓପନ ଜିତିବା ପାଇଁ ବାର୍ଟିଙ୍କୁ ଅନେକ ଅନେକ ଶୁଭେଚ୍ଛା ବୋଲି ଆଇସିସି ପକ୍ଷରୁ ଟୁଇଟ୍‌ କରାଯାଇଛି। ଉଲ୍ଲେଖଥାଉ କି, ବିଶ୍ୱର ଦ୍ୱିତୀୟ ର଼୍ୟାଙ୍କଧାରୀ ମହିଳା ଟେନିସ ଖେଳାଳି ୨୦୧୪ରୁ ୨୦୧୬ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆର ମହିଳା ବିଗ୍‌ ବାଶ ଲିଗ୍‌ (ବିବିଏଲ)ରେ ଖେଳିଥିଲେ। ସେ ବ୍ରିସ ବେନ ହିଟ୍‌ ପାଇଁ ୯ ମ୍ୟାଚ୍‌ ଖେଳି ୬୮ ରନ୍‌ କରିଥିଲେ। ବିବିଏଲ ବ୍ୟତୀତ କୁଇନ୍ସଲାଣ୍ଡ ପାଇଁ ପ୍ରଥମ ଶ୍ରେଣୀ କ୍ରିକେଟ୍‌ ମଧ୍ୟ ଖେଳିଥିଲେ। କିନ୍ତୁ ୨୦୧୬ରେ ସେ ପୁଣି ଟେନିସକୁ ଫେରିବାକୁ ନିଷ୍ପତ୍ତି ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଶାହରୁଖ ଖାନଙ୍କ ଦଳରେ ସ୍ଥାନ ପାଇଲେ ଏହି ନ୍ୟୁଜିଲାଣ୍ଡ ଖେଳାଳି

ଦୁବାଇ, ୧୮।୧୦: ଆଇପିଏଲ୍‌ ତ୍ରୟୋଦଶ ସଂସ୍କରଣରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ଦଳରେ ସ୍ଥାନ ପାଇଥିବା ଆମେରିକୀୟ ଖେଳାଳି ଅଲି ଖାନ୍‌ କୌଣସି ମ୍ୟାଚ୍‌ ଖେଳିବା...

ଲାଙ୍କାଶାୟାର ଦଳରୁ ଖେଳିବେ ଶ୍ରେୟାସ ଆୟାର

ମାଞ୍ଚେଷ୍ଟର, ୨୩ା୩ (ପି.ଟି.)- ରୟାଲ ଲଣ୍ଡନ କପ୍‌ ୨୦୨୧ ପାଇଁ ଭାରତୀୟ ବ୍ୟାଟ୍ସମ୍ୟାନ ଶେୟାସ ଆୟାର ଲାଙ୍କାଶାୟାର କ୍ରିକେଟ ଦଳରେ ଯୋଗ ଦେଇଛନ୍ତି। କାଉଣ୍ଟି କ୍ଲବ...

ପରଲୋକରେ ପୂର୍ବତନ କ୍ରିକେଟର ୟଶପାଲ

ନୂଆଦିଲ୍ଲୀ,୧୩।୭: ପୂର୍ବତନ ଭାରତୀୟ କ୍ରିକେଟର ତଥା ୧୯୮୩ର ବିଶ୍ୱ ବିଜେତା ଟିମ୍‌ର ସଦସ୍ୟ ରହିଥିବା ୟଶପାଲ ଶର୍ମାଙ୍କ ପରଲୋକ ଘଟିଛି। ମଙ୍ଗଳବାର ସକାଳେ ୭ଟା ୪୦ରେ...

ଲୋକେଶ ରାହୁଲ ଆପେଣ୍ଡିସାଇଟ୍ସରେ ପୀଡ଼ିତ

ଅହମଦାବାଦ, ୩ା୫ (ପି.ଟି.)- ଆଇପିଏଲ୍‌ ଫ୍ରାଞ୍ଚାଇଜ୍‌ ପଞ୍ଜାବ କିଙ୍ଗ୍ସ ଅଧିନାୟକ ଲୋକେଶ ରାହୁଲଙ୍କୁ ଆପେଣ୍ଡିସାଇଟ୍ସରେ ପୀଡ଼ିତ ହୋଇଛନ୍ତି। ଅସ୍ତ୍ରୋପଚାର ପାଇଁ ସେ ବିମାନ ଯୋଗେ ବମ୍ବେ...

ଦ୍ରାବିଡ୍‌-ଧୋନୀଙ୍କୁ ପଛରେ ପକାଇଲେ ପନ୍ତ, ନିଜ ନାମରେ କଲେ ଏହି ରେକର୍ଡ

ପାର୍ଲ,୨୧।୧: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଶୁକ୍ରବାର ଖେଳାଯାଉଥିବା ଦ୍ୱିତୀୟ ଦିନିକିଆରେ ଭାରତୀୟ ଯୁବ ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ଋଷଭ ପନ୍ତ ଉଲ୍ଲେଖନୀୟ ବ୍ୟାଟିଂ କରିଛନ୍ତି। ପନ୍ତ ତାଙ୍କ...

ଆଇପିଏଲ୍‌ରେ ଟସ୍‌ ଜିତି ବୋଲିଂ ଧାରା ଜାରି

ମୁମ୍ବାଇ,୧୩।୫: ମୁମ୍ବାଇର ବ୍ରାବୋର୍ନ ଷ୍ଟାଡିୟମ୍‌ରେ ଶୁକ୍ରବାର ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ୬୦ତମ ମ୍ୟାଚ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ଖେଳାଯାଉଛି। ରୟାଲ...

ଏହି ପ୍ରସିଦ୍ଧ କ୍ରିକେଟର୍‌ଙ୍କୁ ପଛରେ ପକାଇଲେ ଆର୍‌. ଅଶ୍ୱିନ୍‌

ଚେନ୍ନାଇ,୧୪।୨: ଭାରତ ଏବଂ ଇଂଲଣ୍ଠ ମଧ୍ୟ ଦ୍ୱିତୀୟ ଟେଷ୍ଟ ଚେନ୍ନାଇରେ ଖେଳାଯାଉଛି। ପ୍ରଥମ ଇନିଂସରେ ଭାରତର ୩୨୯ ରନ୍‌ ଜବାବରେ ଇଂଲଣ୍ଡ ପ୍ରଥମ ଇନିଂସରେ ୧୩୪...

ଘରେ ବି ସଂଘର୍ଷ କରୁଛି ଟିମ୍‌ ଇଣ୍ଡିଆ

ଜୟପୁର,୧୭।୧୧: ଟି୨୦ ବିଶ୍ୱକପ୍‌ରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିବା ଟିମ୍‌ ଇଣ୍ଡିଆ ସ୍ବଦେଶ ଫେରିବା ପରେ ମଧ୍ୟ ସଂଘର୍ଷ କରୁଛି। ଅବଶ୍ୟ ବୁଧବାର ଖେଳାଯାଇଥିବା ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡକୁ...

Advertisement
Archives

Model This Week