ଆସୁଛି ଦୀପାବଳି: ରାସ୍ତା କଡ଼ରେ ଦୀପର ପସରା

ଭବାନୀପାଟଣା,୨୦।୧୦(ଡି.ଏନ୍‌.ଏ.): ଆଲୋକର ପର୍ବ ଦୀପାବଳି। ଏହି ପର୍ବରେ ଦୀପର ମହତ୍ତ୍ୱ ଗୁରୁତ୍ୱପୂର୍ଣ୍ଣ। ତେବେ ଏହି ପର୍ବ ପାଖେଇ ଆସୁଥିବାରୁ କଳାହାଣ୍ଡି ଜିଲା ଭବାନୀପାଟଣା ଅଞ୍ଚଳରେ ମାଟି ଦୀପର ପସରା ରାସ୍ତା କଡ଼ରେ ଦେଖିବାକୁ ମିଳିଛି। ମାଟି ଦୀପ ବିକି କୁମ୍ଭାରମାନେ ମଧ୍ୟ ଦୁଇ ପଇସା ରୋଜଗାର କରିଥାନ୍ତି। ଭବାନୀପାଟଣା ବ୍ଲକ ଓଡ଼ିଆପେଣ୍ଠ ପଞ୍ଚାୟତର କୁମ୍ଭାରଗୁଡ଼ା ଓ ନୂଆଗାଁର କୁମ୍ଭାର ପରିବାର ଦୀପ ତିଆରି କରିବାରେ ଲାଗି ପଡ଼ିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡାକ୍ତରଖାନାରେ ମୃତଦେହ ପକାଇ ଖସିଗଲେ ଦୁର୍ବୃତ୍ତ

ବରଗଡ଼ ଅଫିସ୍‌,୨୯।୫: ବରଗଡ଼ ସଦର ଥାନା ଅଧୀନ ପଥର୍ଲା ଛକ ନିକଟରେ ଏକ ହତ୍ୟାକାଣ୍ଡ ଘଟିଛି। କିଛି ଦୁର୍ବୃତ୍ତ ଜଣେ ଟ୍ରାକ୍ଟର ଡ୍ରାଇଭରଙ୍କୁ ଠେଙ୍ଗାରେ ଅତର୍କିତ...

ନୂଆ ବର୍ଷ ଲାଗି ଟ୍ରାଫିକ ବ୍ୟବସ୍ଥା କଡ଼ାକଡ଼ି

ପୁରୀ ଅଫିସ,୩୧ା୧୨- ନୂତନ ବର୍ଷରେ ଶ୍ରୀକ୍ଷେତ୍ରରେ ପ୍ରବଳ ଜନସମାଗମ ହେବ। ଏ ନେଇ ପୁରୀ ପୋଲିସ ପକ୍ଷରୁ ଟ୍ରାଫିକ ନିିୟନ୍ତ୍ରଣ ଓ ପାର୍କିଂ ଉପରେ ବିଶେଷ...

ସାପ କାମୁଡାରେ ମାଇଁ ମୃତ, ଭାଣିଜୀ ଗୁରୁତର

ଉମରକୋଟ,୨୯।୫(ଡି.ଏନ.ଏ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ବକଡାବେଢା ପଞ୍ଚାୟତ ନିକଟସ୍ଥ ତେଣ୍ଡକାଗୁଡାରେ ମଙ୍ଗଳବାର ରାତିରେ ସାପ କାମୁଡାରେ ମାଇଁର ମୃତ୍ୟୁ ଘଟିଥିବା ବେଳେ ଭାଣିଜୀ ଗୁରୁତର...

ଶୁଣିଲାନି ପ୍ରଶାସନ, ବାଧ୍ୟହୋଇ ନାଳ ସଫା କଲେ ଦୋକାନୀ

ପାପଡ଼ାହାଣ୍ଡି, ୪ା୭(ଡି.ଏନ୍‌.ଏ.): ପ୍ରଶାସନ ପକ୍ଷରୁ ସଫା କରାଯାଉନି ନାଳ। ଫଳରେ ସାମାନ୍ୟ ବର୍ଷାରେ ମଧ୍ୟ ଡ୍ରେନ୍‌ ପାଣି ରାସ୍ତାରେ ଭାସିବା ସହ ଦୋକାନରେ ପଶିଯାଉଛି। ଶେଷରେ...

ସ୍କୁଲ ବସ୍‌ ଧକ୍କାରେ ପୌରସଂସ୍ଥା ମହିଳା କର୍ମଚାରୀଙ୍କ ଜୀବନ ଗଲା

ଢେଙ୍କାନାଳ ଅଫିସ,୧୭ା୪: ଢେଙ୍କାନାଳ ସହର ଦେଉଳ ସାହି ରାମଦାସ ଛକଠାରେ ସୋମବାର ଡିପିଏସ୍‌ ସ୍କୁଲ ବସ୍‌ ଧକ୍କାରେ ସୌଭାଗ୍ୟଲକ୍ଷ୍ମୀ ଦଳେଇ(୨୬) ନାମକ ପୌରସଂସ୍ଥାର ଜଣେ ମହିଳା...

ଗୋଟିଏ ପୋଷ୍ଟରରେ ନବୀନ-ନରସିଂହ

ବଲାଙ୍ଗୀର ଅଫିସ୍‌,୯ା୬: ବଲାଙ୍ଗୀର ସହର ପାଟଣା ହୋଟେଲ ଛକ ଏବଂ ମ୍ୟୁନିସିପାଲିଟି ଷ୍ଟଲ୍‌ ଉପର ବିଜ୍ଞାପନ ବୋର୍ଡରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଧାୟକ ନରସିଂହ...

ଡଙ୍ଗା ଭସାଇବାକୁ ଯାଇ ଭାଲୁ ଆକ୍ରମଣର ଶିକାର ହେଲେ ବ୍ୟକ୍ତି

ପାଟଣା,୩୦।୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଟାଙ୍ଗରପଡା ପଞ୍ଚାୟତ ଝାଲିଆପଡ଼ା ଗ୍ରାମର ଜଣେ ବ୍ୟକ୍ତି ସୋମବାର ଭୋରରୁ ଗାଁ ନାଳକୁ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଡଙ୍ଗା...

ଠକ ପ୍ରେମିକଙ୍କୁ ୫ ବର୍ଷ ଜେଲ

କେନ୍ଦ୍ରାପଡ଼ା ଅଫିସ, ୨୩।୩: କେନ୍ଦ୍ରାପଡ଼ା ଜିଲା ନିକିରାଇ ଥାନା ଅଞ୍ଚଳର ଜଣେ ଦୃଷ୍ଟିବାଧିତ ଯୁବତୀଙ୍କୁ ପ୍ରେମ ଜାଲରେ ପକାଇ ଗର୍ଭବତୀ କରିବା ମାମଲାର ମଙ୍ଗଳବାର ରାୟ...

Advertisement
Archives

Model This Week