ଆବଶ୍ୟକ ସାମଗ୍ରୀ-ସିଝା ଆଳୁ-୫ଟି, ବେସନ- ୧ କପ୍, କଞ୍ଚା ଲଙ୍କା- ୪ଟି (କଟା), ଛେଚା ହୋଇଥିବା ଅଦା- ୧ ଚାମଚ, ଚାଟ୍ ମସଲା- ୧ ଚାମଚ, ଲଙ୍କା ଗୁଣ୍ଡ- ଅଧା ଚାମଚ, ଜୁଆଣି- ୧ ଚାମଚ, ଛାଣିବା ପାଇଁ ତେଲ, ସ୍ବାଦ ଅନୁସାରେ ଲୁଣ।
ପ୍ରଣାଳୀ-ସିଝା ଆଳୁକୁ ପ୍ରଥମେ ଭଲଭାବେ ଚକଟି ଦିଅନ୍ତୁ। ସେଥିରେ ଅଦା, କଞ୍ଚା ଲଙ୍କା, ଲଙ୍କା ଗୁଣ୍ଡ, ଚାଟ୍ ମସଲା, ଧନିଆ ପତ୍ର ଓ ଲୁଣ ପକାଇ ଭଲଭାବେ ମିଶାନ୍ତୁ। ଏବେ ବେସନକୁ ଏକ ପାତ୍ରରେ ପକାଇ ଘୋଳ ପ୍ରସ୍ତୁତ କରନ୍ତୁ। ଘୋଳକୁ ବେଶି ପତଳା କରିବେ ନାହିଁ ଏବଂ ତାକୁ ୨୦ ମିନିଟ୍ ପର୍ଯ୍ୟନ୍ତ ରଖି ଦିଅନ୍ତୁ। ଏହାପରେ କଡ଼େଇରେ ତେଲ ଗରମ କରନ୍ତୁ। ଚକଟା ହୋଇଥିବା ଆଳୁକୁ ଛୋଟ ଛୋଟ ଗୋଲ କରି ତାକୁ ବେସନ ଘୋଳରେ ବୁଡାଇ ତେଲରେ ଛାଣି ନିଅନ୍ତୁ। ସମସ୍ତ ଆଳୁର ଗୁଳାକୁ ଏପରି ଛାଣି ଗରମ ଗରମ ଖାଆନ୍ତୁ। ଚଟଣି ସହିତ ଏହାକୁ ଖାଇଲେ ବହୁତ ଭଲ ଲାଗିବ।
Posted inଜୀବନଚର୍ଯ୍ୟା View All
ବିଶ୍ୱ ଅଟିଷ୍ଟିକ ପ୍ରାଇଡ୍ ଦିବସ, ଅଧିକ ସଚେତନତା ଆବଶ୍ୟକ
ଅଟିଜିମ୍ ସମସ୍ୟା ଶିଶୁମାନଙ୍କଠାରେ ଦେଖିବାକୁ ମିଳିଥାଏ। ଏକ ଆକଳନରୁ ଜଣାପଡିଛି ଯେ, ଶତକଡା ତିନି ଭାଗ ଶିଶୁ ଅଟିଜିମ୍ର ଶିକାର ହୋଇଥାଆନ୍ତି। ଏ କ୍ଷେତ୍ରରେ ସଚେତନତା ବୃଦ୍ଧି…
ବୁଧଙ୍କ କୃପାରୁ ଚମକିବ ଭାଗ୍ୟ: ଏହି ୫ଟି ରାଶିର ଲୋକେ ହେବେ ମାଲାମାଲ୍, ଧନବର୍ଷା ସାଙ୍ଗକୁ ବଢ଼ିବ ସୁଖ-ସମୃଦ୍ଧି
ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ବୁଧଙ୍କୁ ବୁଦ୍ଧି, ବାଣୀ, ବ୍ୟାପାର, ଗଣିତ, ଶିକ୍ଷା, ତର୍କ ଶକ୍ତି ଏବଂ ଯୋଗାଯୋଗର କାରକ ଗ୍ରହ ଭାବେ ବିବେଚନା କରାଯାଏ। ବର୍ତ୍ତମାନ ବୁଧ…
ଆଜି ସୃଷ୍ଟି ହେବ ଧ୍ରୁବ ଯୋଗ, ଏହି ରାଶିର ବ୍ୟକ୍ତିଙ୍କୁ ମିଳିବ ସଫଳତା
ଆଜି ଜୁନ୍ ୧୭ ତାରିଖରେ, ଚନ୍ଦ୍ର କର୍କଟ ରାଶିରେ ଅଛନ୍ତି, ଏବଂ ଚନ୍ଦ୍ର, ବୃହସ୍ପତି ଏବଂ ଶନିଙ୍କ ପ୍ରଭାବ ପ୍ରଭାବଶାଳୀ ହେବ। ପୁନର୍ବାସୁ ନକ୍ଷତ୍ରର ଉପସ୍ଥିତି ‘ଧ୍ରୁବ…
ଗ୍ରହଙ୍କ ଶୁଭ ଦୃଷ୍ଟି: ଶୁକ୍ରବାରରୁ ଏହି ୫ ରାଶିଙ୍କୁ ମିଳିବ ବମ୍ପର ଲାଭ, ହେବେ ମାଲାମାଲ!
ଜୁନ ୧୨, ୨୦୨୬, ଉପବାସର ଦିନ, ଶୁଭ ଯୋଗର ଗୃହ ଏବଂ ଗ୍ରହମଣ୍ଡଳରେ ଏକ ଦିବ୍ୟ ଦିନ। ଏହି ଦିନ ଶୁକ୍ରବାର, ଗ୍ରହମାନଙ୍କ ମଧ୍ୟରେ ଶୁକ୍ର ଏବଂ…
ଜୁନ୍ ୧୩ରୁ ଏହି ରାଶିର ବଦଳିବ ଭାଗ୍ୟ, ମିଳିବ ପ୍ରଚୁର ଟଙ୍କା!
ଜ୍ୟୋତିଷ ଶାସ୍ତ୍ରରେ, ଗ୍ରହମାନଙ୍କର ଗତି ଏବଂ ସେମାନଙ୍କର ନିର୍ଦ୍ଦିଷ୍ଟ ସଂଯୋଜନକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏହି ପ୍ରକୃତିର ଏକ ବିଶେଷ ଗ୍ରହ ସଂଯୋଜନ ୧୩…
ସିଙ୍ଗଡ଼ା- କଚୋଡ଼ି ପ୍ରେମୀ ସାବଧାନ! FSSAI ଜାରି କଲା ବଡ଼ ଚେତାବନୀ, ହୋଇପାରେ ମାରାତ୍ମକ ରୋଗ!
ଭାରତ ଏମିତି ଏକ ଦେଶ ଯେଉଁଠି ଖାଇବା ପିଇବା ପଛରେ ପ୍ରଚୁର ପଇସା ଖର୍ଚ୍ଚ କରାଯାଏ। ଲୋକମାନେ ସ୍ବାସ୍ଥ୍ୟ ଅପେକ୍ଷା ସ୍ବାଦକୁ ଅଧିକ ଗୁରୁତ୍ୱ ଦେଇଥାନ୍ତି। ଚା’…
ମେଷ ସମେତ ୩ ଏହି ରାଶି ଉପରେ ରହିବ ହନୁମାନଙ୍କ କୃପା, ମିଳିପାରେ ବଡ଼ ସଫଳତା
ଆଜିଜ୍ୟେଷ୍ଠ ମାସ କୃଷ୍ଣ ପକ୍ଷର ନବମୀ ତିଥି । ନବମୀ ତିଥି ଆଜି ବିଳମ୍ବିତ ରାତି ୨:୩୫ ପର୍ଯ୍ୟନ୍ତ ଜାରି ରହିବ। ‘ପ୍ରୀତି ଯୋଗ’ ୮:୧୯ ପର୍ଯ୍ୟନ୍ତ…
ଗଣ୍ଠି ଯନ୍ତ୍ରଣା ପାଇଁ ରୋବୋଟିକ୍ ସର୍ଜରି
ସାଧାରଣତଃ ଗଣ୍ଠି ଯନ୍ତ୍ରଣାକୁ ଅଧିକାଂଶ ବାର୍ଦ୍ଧକ୍ୟର ଏକ ଅପରିହାର୍ଯ୍ୟ ଅଂଶ ବୋଲି ଗ୍ରହଣ କରିଥା’ନ୍ତି। ହେଲେ ବାସ୍ତବରେ ବିଭିନ୍ନ କାରଣରୁ ବର୍ତ୍ତମାନ କେବଳ ବୟସ୍କ ନୁହନ୍ତି ଅନ୍ୟମାନଙ୍କଠାରେ…
Archives

